Browsing Tag

corona and tradition

ଶେଷକୃତ୍ୟର ପରମ୍ପରା ଭାଙ୍ଗିଲା କରୋନା, ବିନା ସଖା ସହୋଦରରେ ହେବ ଅନ୍ତ୍ୟେଷ୍ଟି କ୍ରିୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅନେକ କିଛି ଉଜାଡ଼ିଛି କରୋନା । ଖାଲି ମଣିଷ ଜୀବନ ନେଉନି ତା ସହିତ ମଣିଷର ଗତିରୋଧ କରିଛି । ପୁଣି ଭାଙ୍ଗି ଦେଇଛି ଅନେକ ପରମ୍ପରା । ସେ ହିନ୍ଦୁ ହେଉ କି ମୁସଲମାନ କିମ୍ବା ଅନ୍ୟ ସମ୍ପ୍ରଦାୟର । ସମସ୍ତଙ୍କର ଅନ୍ତ୍ୟେଷ୍ଟି କ୍ରିୟା କିଛି ସ୍ୱତନ୍ତ୍ର ଭାବେ ହୋଇଥାଏ…