କେବଳ ଫୁସଫୁସ୍ ନୁହେଁ ଶରୀରର ଏହିସବୁ ଅଙ୍ଗକୁ ପ୍ରଭାବିତ କରିପାରେ କରୋନା ଭାଇରସ, ଜାଣନ୍ତୁ କ’ଣ
କରୋନା ଭାଇରସ କେବଳ ମଣିଷର ଫୁସଫୁସ୍ ନୁହେଁ ବରଂ କିଡନୀ, ଲିଭର, ହାର୍ଟ, ମୁଣ୍ଡ, ଶିରାପ୍ରସୀରା, ତ୍ୱଚା ଏବଂ Gastrointestinal Tract କୁ ମଧ୍ୟ କ୍ଷତି ପହଞ୍ଚାଉଛି। ନ୍ୟୁୟର୍କ ଡାକ୍ତର ବ୍ୟକ୍ତିଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ସୂଚନା ମୁତାବକ କରୋନା…