Browsing Tag

corona awareness

ଜବରଦସ୍ତ ଅଭିନୟ କରି ଗାଁ ଲୋକଙ୍କୁ ସଚେତନ କରାଇଲେ କୁନି ପିଲା, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କଲେ ପ୍ରଶଂସା

ଯାଜପୁର ରୋଡ (କେନ୍ୟୁଜ) : କୋରୋନା ମହାମାରୀର ମହାବିପତ୍ତି ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି । ସମାନ ଢଙ୍ଗରେ କରୋନା ସଚେତନତା ସମ୍ପର୍କରେ ଭିଡ଼ିଓ କରି ପ୍ରସଂଶା ସାଉଁଟିଛନ୍ତି ୬ ଜଣ ବାଳକ । ଏହି ବାଳକ ମାନେ ହେଲେ ଯାଜପୁର ଜିଲ୍ଲା…

୧୨ଜଣ କରୋନାରେ ଆକ୍ରାନ୍ତ ହେବା ପରେ ବଣ୍ଡାଘାଟିରେ କରୋନା ସଚେତନତା, ରିଲିଫ ବଣ୍ଟନ କଲେ ଆଦିବାସୀ କଲ୍ୟାଣ ବିଭାଗ…

ମାଲକାନଗିରି: ବଣ୍ଡାଘାଟିରେ କରୋନା ସଚେତନତା। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଆଦିମ ଜନଜାତି ସଂକ୍ରମିତ ହେବା ପରେ ସଚେତନତା ସହ କିଟ୍‌ ଓ ରିଲିଫ ବଣ୍ଟନ କଲେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା। ବଣ୍ଡା ସମ୍ପ୍ରଦାୟର ୧୨ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଆଉ ଯେପରି…

ଷ୍ଟେସନରେ ଲୋକଙ୍କୁ ସଚେତନ କରିବା ଲାଗି ଚେନ୍ନାଇ ରେଲୱେ ପୋଲିସର ନିଆରା ପ୍ରୟାସ, କଲେ ଏଞ୍ଜୟ ଏଞ୍ଜାମି ଡ୍ୟାନ୍ସ

କେରଳ ପୋଲିସ ପରେ ଏବେ ଚେନ୍ନାଇ ପୋଲିସ ମଧ୍ୟ ଦେଶର ନାଗରିକ ଓ ରେଲୱେ ଷ୍ଟେସନକୁ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ଲାଗି ନୃତ୍ୟ ଆୟୋଜନ କରିଛନ୍ତି। ଏହି ନୃତ୍ୟ ମାଧ୍ୟମରେ ଚେନ୍ନାଇ ରେଲୱେ ପୋଲିସ ଲୋକଙ୍କୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାର ଲାଭ ସମ୍ପର୍କରେ ବୁଝାଇଛନ୍ତି।…

ଚର୍ଚ୍ଚାରେ ସବିତା ଦିଦିଙ୍କ କବିତା, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ପ୍ରଶଂସାର ସୁଅ

ଚର୍ଚ୍ଚାରେ ସବିତା ଦିଦିଙ୍କ କବିତା । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିଜର ନିଆରାପଣ ଆପଣେଇଛନ୍ତି । କରୋନା ସଚେତନ ପାଇଁ, ଅଙ୍ଗନବାଡ଼ି କର୍ମୀ ସବିତା ପାଢ଼ୀ , ନିଜେ କବିତା ଲେଖି , ତାକୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଏଥିପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ କରିଛନ୍ତି…

କୁନି ଗାନ୍ଧୀଙ୍କ କରୋନା ସଚେତନତା, ଧଳା ଧୋତିରେ ଚଷମା ସହିତ ବାଡ଼ି ଧରି ସ୍ୱାବ ଦେଇ କରାଉଛନ୍ତି କରୋନା ଟେଷ୍ଟ;…

ମହାତ୍ମା ଗାନ୍ଧୀ ! ଏମିତି ଏକ ନାଁ ଯାହାକୁ ଶୁଣିବା ମାତ୍ରେ ପ୍ରତିଟି ନାଗରିକ ମନରେ ଦେଶପ୍ରେମ ଆପଣା ଛାଏଁ ଜାଗ୍ରତ ହୋଇଯାଏ । ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ବିହାନ ବୋରା ନାମକ ଏକ ଦଶ ବର୍ଷର ପିଲାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ପିଲାଟି ଗାନ୍ଧୀଙ୍କ ବେଶ ଧାରଣ କରିଛି ।…

ଅନୁଗୁଳ ସହରର ବିଭିନ୍ନ କାନ୍ଥବାଡରେ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରାଯାଉଛି ସଚେତନ, ଯାହା ଚିତ୍ରଶିଳ୍ପୀଙ୍କୁ…

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ କାନ୍ଥବାଡରେ କଳା, ସଂସ୍କୃତି, ଐତିହ୍ୟ ଓ କୋଭିଡ ପରିଚାଳାନା ଉପରେ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରାଯାଉଛି ସଚେତନ। ଯାହାଦ୍ୱାରା କିଛି ରୋଜଗାର କରିପାରୁଛନ୍ତି ଏହି ଚିତ୍ରଶିଳ୍ପୀମାନେ। କରୋନାରୁ ରକ୍ଷା ପାଇବାକୁ ହେଲେ ସଚେତନତା ଓ ସଙ୍ଗରୋଧ ହିଁ…

କରୋନା ମହାମାରୀକୁ ରୋକିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ, କାନ୍ଥ ବାଡରେ ଚିତ୍ର ଆଙ୍କି କରାଯାଉଛି…

ମୟୂରଭଞ୍ଜ: କରୋନା ମହାମାରୀକୁ ରୋକିବା ପାଇଁ ଚାଲିଛି ଯୋରଦାର ପ୍ରୟାସ । ଏହାକୁ ନଜର ରଖିରେ ବିଭିନ୍ନ ସ୍ତରରେ ଚାଲିଛି ଲୋକଙ୍କୁ ସଚେତନା କରିବାର ନୂଆ ନୂଆ ଯୋଜନା। ଏହାରି ଭିତରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା…

ହାତରେ ଲାଠି, ମୁହଁରେ ମାସ୍କ : ଅମାନିଆଙ୍କୁ ସଚେତନତାର ପାଠ ପଢ଼ାଉଛନ୍ତି ଅଙ୍ଗନଓ୍ଵାଡି ଓ ଆଶା କର୍ମୀ

ଭଦ୍ରକ: ହାତରେ ଲାଠି । ମୁହଁରେ ସଚେତନତାର ବାର୍ତ୍ତା । ମାସ୍କ ପିନ୍ଧନ୍ତୁ ଆଉ କରୋନାଠୁ ଦୂରରେ ରୁହନ୍ତୁ । ଏପରି ଭାବେ କିଛି ଅମାନିଆଙ୍କୁ ସଚେତନତାର ପାଠ ପଢ଼ାଉଛନ୍ତି ଅଙ୍ଗନଓ୍ଵାଡି କର୍ମୀ ଓ ଆଶା କର୍ମୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତରେ ଦେଖିବାକୁ ମିିଳିଛି ଏଭଳି ଦୃଶ୍ୟ…

ଗଞ୍ଜାମ ଜିଲ୍ଲାରେ ଏମିତି ଚାଲିଛି କରୋନା ସଚେତନତା, ଛାତି ଥରାଇଦେବ ଏହି ଦୃଶ୍ୟ

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୁଇଟି ପିକ୍ଅପ ଭ୍ୟାନ୍ ରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ କାହା ମୁହଁ ରେ ବି' ମାସ୍କ ନାହିଁ କିମ୍ବା ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇ ନାହିଁ । ଗଞ୍ଜାମ ଜିଲ୍ଲାରେ କରୋନା…

ଗଞ୍ଜାମ ବେଲଗୁଣ୍ଠାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ କରୋନା ସଚେତନତା, ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି…

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସଚେତନତା । ଲୋକଙ୍କୁ ସତର୍କ କରିବା ପାଇଁ ଗାଁ ମଝିରେ ପରିବେଷଣ ହେଉଛି ପଥପ୍ରାନ୍ତ ନାଟକ 'ଯନ୍ତ୍ରଣା' । ଗାଁ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର…

ମନରୁ ଧୀରେ ଧୀରେ ଲିଭୁଛି କରୋନା ଭୟ, ସୁଧୁରିବା ପରିବର୍ତ୍ତେ ବିଗିଡି ଯିବ କି ପରିସ୍ଥିତି !

ଜାନୁଆରୀ ମାସରେ ଚୀନରେ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଆଜି ସାରା ପୃଥିବୀରେ ମହାମାରୀ ହୋଇ ବ୍ୟାପୀ ଯାଇଛି । ଏବେ ପ୍ରତ୍ୟେକ ସହର ଏବଂ ଗଳି ଗଳିରେ ଏହି ଭୁତାଣୁ ନିଜର କାୟା ବିସ୍ତାର କରିସାରିଲାଣି ।ଏହି ଭୂତାଣୁର କବଳରୁ ବର୍ତ୍ତିବା ପାଇଁ ଏକ ମାତ୍ର ଅସ୍ତ୍ର ଭାବେ ଆମ ପାଖରେ କେବଳ ଗୋଟିଏ…

ଜାଣି ଜଣାଇବାର ଅଭିନବ ପରିକଳ୍ପନା: କରୋନା ଯୁଦ୍ଧରେ ଯୋଦ୍ଧା ପାଲଟିଲା ତେନ୍ତୁଳିଆ ଗାଁ, ନିଆରା ଢଙ୍ଗରେ ବାଣ୍ଟିଲା…

ଭଞ୍ଜନଗର: ଗାଁର ପିଲାଠୁ ବୟଷ୍କ ସମସ୍ତଙ୍କର ଗୋଟିଏ ଚିନ୍ତା । ନିଜେ ଜାଣିବା ଓ ଅନ୍ଯକୁ ଜଣାଇବା । ମୁହଁରେ ମାସ୍କ ହାତରେ ଦୀପ । ଘଣ୍ଟ ବାଦ୍ଯ ହରିବୋଲ ହୁଳହୁଳି ଦେଇ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ଗ୍ରାମବାସୀ । କେମିତି ଯଥାଶୀଘ୍ର କରୋନା ମୁକ୍ତ ହେଉ ସାରା ବିଶ୍ବ। ଅଭିନବ…