ଆଜିଠୁ ଭୁବନେଶ୍ୱରର ୩ଟି ସପିଂ ମଲ୍ରେ ଦିଆଯିବ କୋଭିଡ୍ ବୁଷ୍ଟର ଡୋଜ୍
ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଭୁବନେଶ୍ୱରର ୩ଟି ସପିଂ ମଲ୍ରେ ଦିଆଯିବ କୋଭିଡ୍ ବୁଷ୍ଟର ଡୋଜ୍ । ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ୍, ପାତ୍ରପଡ଼ା ସ୍ଥିତ ଡିଏନ୍ ରେଗାଲିଆ ମଲ୍ ଏବଂ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲ୍ରେ ଦିଆଯିବ ବୁଷ୍ଟର ଡୋଜ୍ ।
ସକାଳ ୧୦ଟାରୁ ଦିନ ଗୋଟାଏ ଏବଂ…