Browsing Tag

corona cases

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବୟସ୍କ ମାନଙ୍କୁ ମାସ୍କ ବ୍ୟବହାର ପାଇଁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଦେଶରେ ବଢିଲା କରୋନା କେସ୍‌ । ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି । ୫ ଟି ରାଜ୍ୟରୁ ୯୮% ରୋଗୀ ଅଧିକ ରହିଛି । ୮୮ ପ୍ରତିଶତ କେବଳ କେରଳରୁ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି କହିଛନ୍ତି…

ରାଜ୍ୟରେ ୫୦୦ ଉପରେ ପଜିଟିଭ୍‌ କେସ୍‌, ଗତ ୨୪ ଘଣ୍ଟାରେ ୫୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୯୩ । ଏହି ସମୟରେ ମୋଟ୍‌ ୭ହଜାର ୫୭୧ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି…

ପୁଣି ଫେରିଲା କରୋନା: ରାଜ୍ଯରୁ ଚିହ୍ନଟ ହେଲେ ଆଉ ୧୪୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଫେରିଲା କରୋନା । ରାଜ୍ୟରେ ପୁଣି ଥରେ ବଢିବାର ଲାଗିଲାଣି କରୋନା ସଂକ୍ରମଣ । ଇତି ମଧ୍ୟରେ ଆଜି ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ କରୋନା ପଜିଟିଭ ହେଲେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ତାଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଭାରତରେ ୧୨,୨୪୯ ନୂଆ…

ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା : ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୨୩୩ କୋଭିଡ ପଜିଟିଭ୍‌ ଚିହ୍ନଟ । ୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ଦିନକରେ ୪୧ ପ୍ରତିଶତ ବୃଦ୍ଧି ପାଇଛି କରୋନା କେସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୮୫୭କୁ…

ପୁଣି ଉପରମୁହାଁ କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ଲାଗିଲା କଟକଣା, ଏକ ସପ୍ତାହ ମଧ୍ୟରେ ଦୁଇ ଗୁଣ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ୩ ମାସର ଆଶ୍ୱସ୍ତି ପରେ ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଗତ କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ମାମଲା ହଜାର ତଳକୁ ରହୁଥିଲା । ତେବେ ମହାରାଷ୍ଟ୍ରରେ କରୋନା ଭାଇରସ ପୁଣି ଥରେ ଚିନ୍ତା ବଢ଼ାଇଛି । ଏଠାରେ ଗତ ସପ୍ତାହ ଠାରୁ କରୋନା ଭାଇରସ…

କରୋନାର ଆଉ ଏକ ଲହରି କବଳରେ ସାରା ବିଶ୍ୱ! ଆମେରିକାରେ ଖରାପ ହେବାରେ ଲାଗିଛି ସ୍ଥିତି, କିଛି ଦେଶରେ କଡ଼ା ଲକ୍‌ଡାଉନ

ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀର ପ୍ରକୋପ ପୁଣିଥରେ ବଢ଼ିବାରେ ଲାଗିଛି। ଟିକାକରଣ ସତ୍ତ୍ୱେ ମାମଲାରେ ବୃଦ୍ଧି ଘଟୁଛି। ସ୍ଥିତି ଗତବର୍ଷ ନଭେମ୍ବର ଭଳି ହୋଇ ଯାଇଛି। ସେପଟେ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ କରୋନା ମାମଲା ପୁଣି କାୟା ବିସ୍ତାର କରି…

୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ, କେନ୍ଦ୍ରର ନିର୍ଦ୍ଦେଶ

ଦେଶରେ କରୋନାର ୨ୟ ଲହରରେ ଅନେକ ଲୋକ ମୃତ୍ୟୁ ବରଣ କରିବା ପରେ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ବାରମ୍ବାର ସମସ୍ତଙ୍କୁ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ହିଁ ୩ୟ ଲହରକୁ ରୋକାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଗତ କାଲି ଅର୍ଥାତ ଶନିବାର ରାଜ୍ୟ ସହ…

କରୋନା ସଂକ୍ରମଣ ବଢୁଥିବାରୁ ବାତିଲ ହୋଇପାରେ ଅଲମ୍ପିକ୍ସ, ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ

ଆଉ ଦୁଇ ଦିନ ପରେ ଟୋକିଓ ଅଲମ୍ପିକ୍ସ । ତେବେ କ୍ରୀଡା ସହ ଜଡିତ ବ୍ୟକ୍ତି ଓ କ୍ରୀଡାବିତଙ୍କୁ ମିଶାଇ ୭୨ ଜଣ କରୋନା ସଂକ୍ରମିତ ହେବା ଓ ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଲମ୍ପିକ୍ସ ଆୟୋଜନ କରିବା ଯୁଦ୍ଧ ଠାରୁ କଷ୍ଟକର । ବିନା ଦର୍ଶକରେ…

ଟୋକିଓ ଅଲମ୍ପିକ୍ସରେ ପ୍ରବେଶ କଲା କରୋନା, ଖେଳଗ୍ରାମରେ ସାମ୍ନାକୁ ଆସିଲା ପ୍ରଥମ ମାମଲା

ଟୋକିଓ ଅଲମ୍ପିକ୍ସରେ କରୋନା ଏଣ୍ଟ୍ରି। ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଯାଉଛି ଖେଳର ମହାକୁମ୍ଭ । ଯାହାକୁ ନେଇ ଏବେଠାରୁ…

କମୁଛି ସଂକ୍ରମଣ, ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨ହଜାର ୬୦୨ ପଜିଟିଭ୍‌

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୬୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…