Browsing Tag

corona cases in india

ଜାନୁଆରୀରେ ଦେଶରେ ବଢିପାରେ କରୋନା ସଂକ୍ରମଣ, ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ ବଢିପାରେ କରୋନା ସଂକ୍ରମଣ । ତେଣୁ ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହରରୁ ଅନୁମାନ କରାଯାଉଛି, ଆସନ୍ତା ଜାନୁଆରୀ ମଧ୍ୟ ଭାଗରୁ ଦେଶରେ ସଂକ୍ରମଣ ବଢି ପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଏହି ସୂଚନା ଆସିଛି। ପୂର୍ବ ଏସିଆରେ କୋଭିଡ୍‌ ଲହର…

୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ, କେନ୍ଦ୍ରର ନିର୍ଦ୍ଦେଶ

ଦେଶରେ କରୋନାର ୨ୟ ଲହରରେ ଅନେକ ଲୋକ ମୃତ୍ୟୁ ବରଣ କରିବା ପରେ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ବାରମ୍ବାର ସମସ୍ତଙ୍କୁ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ହିଁ ୩ୟ ଲହରକୁ ରୋକାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଗତ କାଲି ଅର୍ଥାତ ଶନିବାର ରାଜ୍ୟ ସହ…

ଦୈନିକ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ଲକ୍ଷାଧିକ ପଜିଟିଭ୍

ଦୈନିକ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଦେଶରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧ ଲକ୍ଷ ୨୫ ହଜାରରୁ ଅଧିକ ନୂଆ କେସ୍‌ ଆସିଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଛତିଶଗଡ଼ରେ ଗୋଟିଏ ଦିନରେ…

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ନୂଆ ଆକ୍ରାନ୍ତ: ମହାରାଷ୍ଟ୍ର ଦିଲ୍ଲୀରେ ବିଗିଡିବାରେ ଲାଗିଛି ସ୍ଥିତି

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାସହିତ ୪୮୭ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏଯାଏ କରୋନାରେ ମୃତ୍ୟୁସଂଖ୍ୟା ୨୧ହଜାର ୧୨୯କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଦିଲ୍ଲୀରେ ବିଗିଡିବାରେ ଲାଗିଛି ସ୍ଥିତି।…

ଭାରତରେ ୭ ଲକ୍ଷ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିଲ୍ଲୀ ଓ ତାମିଲନାଡୁରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା ପାର କଲାଣି ୭ ଲକ୍ଷ । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ…

ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ, ୭ ଲକ୍ଷ ଛୁଇଁବାକୁ ବସିଲାଣି ଆକ୍ରାନ୍ତଙ୍କ ସଂଖ୍ଯା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୮୩୬ ରହିଥିବାବେଳେ, ରୁଷରେ…

ଲକ ଡାଉନର ତୃତୀୟ ପର୍ଯ୍ୟାୟରେ ୧୦ ଗୁଣ ବଢିଛି କରୋନା ସଂକ୍ରମିତ ମାମଲା ଓ ମୃତ୍ୟୁ ସଂଖ୍ୟା

ଚୀନରେ ଡିସେମ୍ବର ମାସରେ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ ଭାରତରେ ଜାନୁଆରୀ ୨୦ ତାରିଖରେ ହିଁ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ପଜିଟିଭ ଚିହ୍ନଟ ପରେ ସରକାରଙ୍କ ତତ୍ପରତା ବେଶ ବଢି ଯାଇଥିଲା । ସେସମୟରେ ଅନ୍ୟ ଦେଶ ତୁଳନାରେ ଭାରତରେ ଏହାର ଗତି କିନ୍ତୁ ଅପେକ୍ଷାକୃତ ଧିମା ଥିଲା ।…