Browsing Tag

corona death

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ: ୭ ଦିନରେ ୩୬ ଲକ୍ଷ ମାମଲା ରେକର୍ଡ, ୧୦ ହଜାର ମୃତ୍ୟୁ

ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଛି । ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନା…

ଭାରତରେ ଉପରମୁହାଁ କରୋନା ମୃତ୍ୟୁ: ଶନିବାର ୮୭୧ ଜୀବନ ନେଇଛି ମହାମାରୀ

କେନ୍ୟୁଜ୍ (ବ୍ୟୁରୋ):  ଭାରତରେ ଉପରମୁହାଁ କରୋନା ମୃତ୍ୟୁ । ଗତକାଲି ୮୭୧ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ। ଗୋଟିଏ ଦିନରେ ଯାଇଛି ୧୦୩ ଜୀବନ । କେରଳରେ ୯୪, କର୍ଣ୍ଣାଟକରେ ୫୦ ଜୀବନ ଯାଇଛି । ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ବଢ଼ିବା ଚିନ୍ତା ବଢ଼ାଉଛି । ଗତ…

କରୋନାର ଚିକିତ୍ସା ପାଇଁ ୮ ମାସରେ ଖର୍ଚ୍ଚ ହେଲା ୮ କୋଟି ଟଙ୍କା, ବିକିଲେ ୫୦ ଏକର ଜମି; ତଥାପି ବଞ୍ଚିଲାନି ଜୀବନ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଇତି ମଧ୍ୟରେ ମଧ୍ୟ ପ୍ରଦେଶର ରୀବାରୁ ଏକ କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣେ ଚାଷୀଙ୍କ ଚିକିତ୍ସାରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, ତଥାପି ତାଙ୍କ ଜୀବନ…

ବିଶ୍ୱରେ ୫୦ ଲକ୍ଷ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା, ସପ୍ତାହରେ ପ୍ରତିଦିନ ୮ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ(କେନ୍ଯୁଜ୍): ବିଶ୍ୱରେ ଘାତକ ସାଜିଛି କରୋନା । କରୋନା ମୃତ୍ୟୁ ୫୦ ଲକ୍ଷ ଛୁଇଁଛି । ପ୍ରଥମ ୨୫ ଲକ୍ଷ ମୃତ୍ୟୁ ପାଇଁ ୩୬୫ ଦିନ ଲାଗିଥିଲା । ପରବର୍ତ୍ତି ୨୫ ଲକ୍ଷ ମୃତ୍ୟୁ ପାଇଁ ଲାଗିଛି ମାତ୍ର ୨୩୬ ଦିନ। ୭ ଦିନର ହାରାହାରି ରିପୋର୍ଟରେ ବିଶ୍ୱର ମୃତ୍ୟୁ ସଂଖ୍ୟା ମଧ୍ୟରୁ…

କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା, ସୁପ୍ରିମ କୋର୍ଟରେ କହିଲେ କେନ୍ଦ୍ର…

ଦେଶରେ କରୋନା ଯୋଗୁ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ବୁଧବାର ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ତରଫରୁ ସୁପ୍ରିମ୍‌ କୋର୍ଟରେ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ତରଫରୁ ଏହା ମଧ୍ୟ କୁହାଯାଇଛି କି, ଏହି କ୍ଷତିପୂରଣ…

ଗତ ୨୪ ଘଣ୍ଟାରେ କରୋନାରେ କାହାର ବି ହୋଇନି ମୃତ୍ୟୁ, ୧୩୮ ଦିନ ପରେ ଆସିଲା ଖୁସିର ଦିନ

କରୋନା ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଖାସ୍‌ କରି ଦେଶର ସବୁଠୁ ଅଧିକ ସଂକ୍ରମିତ ସ୍ଥାନ ଦିଲ୍ଲୀରେ ସଂକ୍ରମଣ ହାର ହ୍ରାସ ପାଇଛି। ଦୀର୍ଘ ଦିନ ପରେ ରବିବାର ରାଜଧାନୀ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ରବିବାର ଦିଲ୍ଲୀରେ କାହାର ବି ମୃତ୍ୟୁ ହୋଇନାହିଁ। ୧୩୮ ଦିନ ପରେ ଏଭଳି ଦିନ ଆସିଛି।…

କରୋନାର ଆଉ ଏକ ଦୁଃଖଦ ହୃଦୟ ବିଦାରକ କାହାଣୀ, ଝିଅର ନିର୍ବନ୍ଧ ଦିନ ଚାଲିଗଲେ ବାପା ମା

ଏବେ ବାସ୍ତବ ଘଟଣା ସବୁ କାହାଣୀରେ ବଦଳି ଯାଉଛି । ଗତ ବର୍ଷ କରୋନାର ପ୍ରଥମ ଲହରରୁ ଅନେକ କଷ୍ଟକର ଓ ଯନ୍ତ୍ରଣାଦାୟକ ପରିସ୍ଥିତିର ସାମନା କରିଛି ମଣିଷ । ସେହିଭଳି ଏଇ ନିକଟରେ ଏମିତି ଏକ ହୃଦୟକୁ ଭିଜାଇ ଦେଲା ଭଳି ମୃତ୍ୟୁ ପାଖରୁ ଦେଖିଛୁ । ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏହି ଘଟଣା କାହାଣୀ…

ଆଜି ସର୍ବାଧିକ କରୋନା ନେଲା ଜୀବନ, ୫୯ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ବର୍ତ୍ତମାନ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ…

ଦେଶରେ ୪ଲକ୍ଷ ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା, ବିଶ୍ୱରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ ୪ଲକ୍ଷ ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ତୃତୀୟ ଦେଶ ଭାବେ ଭାରତରେ ମୃତ୍ୟୁ ସଂଖ୍ୟା ୪ଲକ୍ଷ ପାର୍‌ କରିଛି। ଲକ୍ଷେ ଉପରେ ରହିଛନ୍ତି ୧୦ ଦେଶ। ଆମେରିକାରେ କରୋନାରେ ୬ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।…

ରାଜ୍ୟରେ ଆଉ ୩୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(କେ ନ୍ୟୁଜ):  ରାଜ୍ୟରେ ଆଉ ୩୭ ଜଣଙ୍କ ଜୀବନ ନେଲା କରୋନା | ଆଜି ସକାଳ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ ବିଭାଗ ଏବାବଦରେ ସୂଚନା ଦେଇଥିବା ବେଳେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଥିବା ଜଣାଯାଇଛି | 36.A 50 years old Male of…

ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ଗଲା ୪୪ ଜଣଙ୍କ ଜୀବନ

ଭୁବନେଶ୍ବର (କେନ୍ୟୁଜ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ…

ଗତ ୨୪ ଘଣ୍ଟା ଭିତରେ ୨୭ ଜଣଙ୍କ ଜୀବନ ନେଲା କରୋନା, ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ, ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଦୁଇ ଜଣ, କୋରାପୁଟରୁ ୪ ଜଣ, ନୂଆପଡ଼ାରୁ ତିନି…