ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ୬ ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧାରୁ ୨୪୯ ନୂଆ କେସ୍ ରହିଛି। ଯାହାକି ମୋଟ ଆକ୍ରାନ୍ତଙ୍କ ୪୭.୭୯ ପ୍ରତିଶତ । ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଗତକାଲି ଖୋର୍ଦ୍ଧାରୁ ୩୨୩ ପଜିଟିଭ୍ ଚିହ୍ନଟ…