ଆଜି ରାଜ୍ଯରେ ଚିହ୍ନଟ ହେଲେ ୧୭୦୯ ନୂଆ ସଂକ୍ରମିତ, ଗଲା ୧୧ ଜଣଙ୍କ ଜୀବନ
ଭୁବନେଶ୍ବର: ଆଜି ରାଜ୍ଯରେ ଚିହ୍ନଟ ହେଲେ ୧୭୦୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୯୮୫ ଓ ଲୋକାଲ୍ କେସରୁ ୭୨୪ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୨୫…