ଆଜି ରାଜ୍ଯରେ ୧୯୮୨ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ
ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୮୨ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୧୧୫୬ ଥିବାବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୨୬ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୪୫, ଅନୁଗୁଳରୁ ୧୧୯ ଓ ମୟୂରଭଞ୍ଜରୁ ୧୦୭ ନୂଆ କେସ୍ ସାମ୍ନାକୁ…