Browsing Tag

corona death in india

ଦେଶରେ ୨୪ ଘଣ୍ଟାରେ କରୋନାରେ ୪ ହଜାର ୧୯୪ ଜଣଙ୍କ ମୃତ୍ୟୁ, ୨ ଲକ୍ଷ ୫୭ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ୪ ହଜାର ଉପରେ ରହୁଛି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ କରୋନାରେ ୪ ହଜାର ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଦିନକରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୨,୬୨,୮୯,୨୯୦କୁ ବୃଦ୍ଧି ହୋଇଛି।…

ରାଜ୍ୟରେ ୮ ଜଣଙ୍କ ଜୀବନ ନେଲା କରୋନା, ମୃତକ ସଂଖ୍ୟା ୫୪୬କୁ ବୃଦ୍ଧି

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୪୬ ବୃଦ୍ଧି ପାଇଛି । ଆଜିର ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ଥିବା ବେଳେ ଭୁବନେଶ୍ୱର, କୋରାପୁଟ, ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । - ରାଜଧାନୀ…

ଦେଶରେ ବଢିଚାଲିଛି କରୋନା, ମୃତ୍ୟୁସଂଖ୍ୟା ୫୭,୫୪୨ ଛୁଇଁଲା

ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ମାଡିବାରେ ଲାଗିଛି । ଦିନକରେ କରୋନା ନେଲା ୮୩୬ ଜୀବନ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ଇତିମଧ୍ୟରେ ୩୦ ଲକ୍ଷ ଅତିକ୍ରମ…

ଦେଶରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୧୦୯ ଛୁଇଁଲା ମୃତ୍ୟୁ ସଂଖ୍ୟା

ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୨୭୭ ନୂଆ କେସ୍‌ ସାମ୍ନାକୁ ଆସିଛି । ସେହିପରି ଗତ 24 ଘଣ୍ଟା ଭିତରେ ୧୨୭ ଜଣଙ୍କ ଜୀବନ ନେଲଣି ଏହି ମାରାତ୍ମକ ଭାଇରସ୍‌ । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୩ ହଜାର ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌…

ଭାରତରେ କରୋନା ଉପରେ ଲାଗୁନି ବ୍ରେକ, ୧୩୦୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ । ଦେଶରେ ମୃତ୍ୟୁ ସଂଖ୍ୟା ୧୩୦୧ କୁ ବୃଦ୍ଧି ହୋଇଛି । କରୋନାରେ ୩୭ ହଜାର ୭୭୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୧୮ ଜଣ । ବିଭିନ୍ନ ହସ୍ପିଟାଲରେ ୨୬ ହଜାର ୫୩୫ ଜଣ ଚିକିତ୍ସାଧୀନ ଅଛନ୍ତି ।

ଭାରତରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୬୩୬୫ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି କରୋନା । ୫୦୦ଟପିଲା ମୃତ୍ୟୁ ସଂଖ୍ୟା । ୧୫ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି । ୧୫ହଜାର ୭୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୨୧ଜଣଙ୍କ ମୃତ୍ୟୁ ହୋଇଛି। ଯେବେକି ୧୬,୩୬୫…

ଭାରତରେ କାୟା ମେଲାଉଛି କରୋନା: ୫୦ ଛୁଇଁଲା ମୃତ୍ୟୁ ସଂଖ୍ୟା, ୧୯୬୫ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୧୯୬୫ ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫୧ ଜଣ ସୁସ୍ଥ ହୋଇଛନ୍ତି । ଗତ ୧୨ଘଣ୍ଟା ମଧ୍ୟରେ ୧୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭୬୪…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ୪୯୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଧୀରେ ଧୀରେ କାୟା ମେଲାଉଛି । ଆଜି ସୁଦ୍ଧା ୧୦ ଜଣଙ୍କର ଜୀବନ ଯାଇଥିବା ରିପୋର୍ଟ ମିଳିଛି ।  ପ୍ରତିଦିନ କିଛି କିଛି ମାତ୍ରାରେ ବଢ଼ିବାରେ ଲାଗିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଏଯାବତ ୨୫ଟି ରାଜ୍ୟକୁ ବ୍ୟାପି ସାରିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୯୮ ଜଣ…

କରୋନା ଭାଇରସରେ ଭାରତର ତୃତୀୟ ମୃତ୍ୟୁ, ସାଉଦିଆରବରୁ ଫେରିଥିଲେ ୭୧ ବର୍ଷୀୟ ବୃଦ୍ଧ

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି…

ଏହି ଉପାୟରେ ଘରକୁ ରଖନ୍ତୁ ପରିଷ୍କାର, ପାଖ ମାଡ଼ିବନି କରୋନା ଭାଇରସ୍‌

କରୋନା ଭୟ ସାରା ବିଶ୍ୱକୁ ଘାରିଛି। ଏହି ବିଷାଣୁ ବ୍ୟାପିବାକୁ କୌଣସି ନିର୍ଦ୍ଦିଷ୍ଟ ମାଧ୍ୟମ ନ ଥିବାରୁ କିଏ କେତେବେଳେ ଆକ୍ରାନ୍ତ ହେବ ତାହା ଜଣାପଡ଼ୁନାହିଁ। ଏଣୁ ଧୀରେ ଧୀରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଲୋକମାନେ କରୋନାରୁ ନିଜକୁ ବଞ୍ଚାଇବା ପାଇଁ ମୁହଁରେ ମାସ୍କ…

କରୋନା ଭାଇରସ୍‌ରେ ଆକ୍ରାନ୍ତ ଭାରତୀୟଙ୍କ ମୃତ୍ୟୁ, ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କର୍ଣ୍ଣାଟକର କଲବୁର୍ଗାରେ କରୋନା ଭାଇରସ୍‌ରେ ଜଣେ ୭୬ ବର୍ଷୀୟ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ ଯୋଗୁ ଏହା ଭାରତରେ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବୁଧବାର କହିଛି ଯେ ଏକ ଅଫିସିଆଲ ନୋଟ୍‌ରେ ମୃତକଙ୍କୁ ଚିହ୍ନଟ କରାଯାଇ ତାଙ୍କ…

କରୋନାକୁ ନେଇ ଚିନ୍ତାରେ ଭାରତ, ପୁଣି ୧୮ଜଣଙ୍କ ରକ୍ତ ନମୁନା ଆସିଲା ପଜିଟିଭ୍‌!

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ସେପଟେ କରୋନାକୁ ନେଇ ଚିନ୍ତାରେ ଭାରତ। ଗତ କିଛି ଦିନ ହେବ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ସଂଖ୍ୟା ୫୦ ଟପି ୬୦ରେ ପହଞ୍ଚିଛି। କେରଳରେ ୧୪ ଜଣ ଚିହ୍ନଟ…