ଗତ ୨୪ ଘଣ୍ଟା ଭିତରେ ୨୬ ଜଣଙ୍କ ଜୀବନ ନେଲା କରୋନା, ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଭୁବନେଶ୍ୱର(କେନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୬ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଗଂଜାମରୁ ୩ଜଣ, କଳାହାଣ୍ଡିରୁ ୪ ଜଣ, ଖୋର୍ଦ୍ଧାରୁ ୩, କୋରାପୁଟରୁ ୧, ନୂଆପଡ଼ାରୁ ୧, ଅନୁଗୁଳୁର ୨ ଜଣ, ବାଲେଶ୍ୱରରୁ…