Browsing Tag

corona death toll in india

ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମିନାହିଁ ମୃତ୍ୟୁ ହାର, ମେ ୧୬ରୁ ୨୯ମଧ୍ୟରେ ଗଲାଣି ୫୫ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁ ହାର କମିନାହିଁ। କିଛି ଦିନ ହେବ ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ପଜିଟିଭ୍ ରେଟ କମିବା ସହ ସଂକ୍ରମଣ କମିଛି। ମାତ୍ର ଏବେ ବି ଚିନ୍ତାର ବିଷୟ, ମୃତ୍ୟୁ ହାର । ଚଳିତ ମାସର ପ୍ରଥମ ୧୫ ଦିନରେ ୫୮ହଜାର ୪୩୧ ଜଣଙ୍କ ମୃତ୍ୟୁ…

ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ଏହି ତାଲିକାରେ ତୃତୀୟ ଦେଶ ଭାବରେ ଯୋଡ଼ି ହୋଇଛି ଭାରତ । ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩…

ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟାରେ ୪ ହଜାର ୪୫୫ ମୃତ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ୩ ଲକ୍ଷ ପାର କରିବାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ଦେଶ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୪ ହଜାର ୪୫୫ । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩ ହଜାର ୭୫୧ । ମାତ୍ର ୧୨ ଦିନରେ ପ୍ରାଣ ହରାଇଛନ୍ତି ୫୦…

ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ଯା, ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ଜୀବନ ନେଇଛି ମହାମାରୀ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ । ଲାଗାତାର ଦ୍ୱିତୀୟ ଦିନରେ ୪ହଜାର ଉପରେ ରହିଛି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ହଜାର ୨୦୫ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୮ ହଜାର ଅତିକ୍ରମ…

ମୃତ୍ୟୁସଂଖ୍ୟା ତାଲିକାର ତିନି ନମ୍ବର ସ୍ଥାନରେ ଭାରତ, ମହାରାଷ୍ଟ୍ରରେ ଯାଇଛି ସର୍ବାଧିକ କରୋନା ଆକ୍ରାନ୍ତଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଏକ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯୬ରେ ପହଞ୍ଚିଛି । ଯାହା ବିଶ୍ୱରେ ୧ ଲକ୍ଷରୁ ଅଧିକ ମୃତ୍ୟୁସଂଖ୍ୟା ତାଲିକାର ତିନି ନମ୍ବର ସ୍ଥାନକୁ ଚାଲି ଆସିଛି । ପ୍ରଥମ ସର୍ବାଧିକ ମୃତ୍ୟୁହାରରେ ଆମେରିକା ଥିବା…

ଦେଶରେ କରୋନା ନେଲାଣି ୫୦ହଜାର ୯୨୧ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗମ୍ଭୀର । ମାରାତ୍ମକ ଭାଇରସରେ ମୃତ୍ୟୁ ସଂଖ୍ୟା ୫୦ହଜାର ଟପିଲା। ମୋଟ୍ ୫୦ହଜାର ୯୨୧ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ୧୫୬ ଦିନରେ ୫୦ହଜାର ଟପିଛି ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୫୭ହଜାର ୯୮୨ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୯୪୧ ଜଣଙ୍କ ଜୀବନ…

ଦେଶରେ ୪୦ହଜାର ଟପିଲା କରୋନା ମୃତ୍ଯୁସଂଖ୍ୟା, ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  କରୋନା କବଳରେ ସାରା ଦେଶ। ଗତ ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ହୋଇଛନ୍ତି। ୯୦୪ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍‌। ନୂଆ ମୃତକଙ୍କୁ ମିଶାଇ ଦେଶରେ ୪୦ହଜାର ଟପିଛି ମୃତକଙ୍କ ସଂଖ୍ୟା। ମୋଟ ମୃତ୍ୟୁସଂଖ୍ୟା ରହିଛି ୪୦ହଜାର ୬୯୯। ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ଲକ୍ଷ ୬୪ହଜାର…

ଦେଶରେ ୩୦ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟା ଭିତରେ ସର୍ବାଧିକ ୪୯,୩୧୦ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍। ଏହାରି ଭିତରେ ଦେଶରେ ୩୦ହଜାର ଟପିଲା ମୃତ୍ୟୁ ସଂଖ୍ୟା । ସୂଚନା ମୁତାବକ ୩୦ହଜାର ୬୦୧କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସବୁ ରେକର୍ଡ ଭାଙ୍ଗି ସର୍ବାଧିକ ୪୯ହଜାର ୩୧୦ଜଣ ଆକ୍ରାନ୍ତ ହୋଇଛନ୍ତି।…

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ସାରା ବିଶ୍ୱରେ ୪ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦେଶରେ ୭ହଜାରରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା। ୪ଲକ୍ଷ ୮ହଜାର ୨୩୮ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୭୧ଲକ୍ଷ ୮୯ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। ୭ହଜାର ଟପିଲା ଦେଶରେ କରୋନା…