Browsing Tag

corona death toll in odisha

ଗଞ୍ଜାମରେ ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୫ ଜଣ ପ୍ରାଣ ହରାଇଲେ

ଭୁବନେଶ୍ବର : ରାଜ୍ଯରେ କରୋନା ନେଲା ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ କରୋନା ସଂକ୍ରମିତ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଁଚିଛି । ତେବେ ଗଞ୍ଜାମରେ ମୋଟ ମୃତ୍ଯୁ ସଂଖ୍ଯା ୫୯ ଏବଂ ଗଜପତିରେ ୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ବଢୁଛି ସଂକ୍ରମଣ ଗଡୁଛି ମୁଣ୍ଡ : ଆଜି ଆଉ ୪ ପରେ ରାଜ୍ଯରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଲା ୮୩

ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ । ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮୩ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମରୁ ୨ ଜଣ, ଅନୁଗୁଳ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ…

ଶିଶୁଙ୍କୁ ବି ଛାଡୁନି, ଆଖି ବୁଜିଲା ତେର ମାସର କରୋନା ଆକ୍ରାନ୍ତ

ଭୁବନେଶ୍ୱର : ନବଜାତ ଓ ବର୍ଷକର ଶିଶୁଙ୍କୁ ବି ଛାଡୁନି କରୋନା । ସମସ୍ତଙ୍କୁ ନିଜ କବଜାକୁ ନେଉଛି । ଆଜିର ସୂଚନା ଅନୁସାରେ ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…

ପୁଣି ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ଯା ୭୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ଯରେ ପୁଣି ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪ରେ ପହଁଚିଛି। Regret to inform the demise of four Covid positive patients…

ରାଜ୍ଯରେ ପୁଣି ୬ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ବର : ରାଜ୍ଯରେ ଆଜି ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ଭିତରୁ ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା…

ରାଜ୍ଯରେ ଆଜି ଆଉ ୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ଯରେ ଆଜି ଆଉ ୫ଜଣଙ୍କ ଜୀବନ ନେଲା କରୋନା। ଏମାନଙ୍କ ମଧ୍ଯରେ ଗଞ୍ଜାମରୁ ୨ଜଣ ଏବଂ ଭୁବନେଶ୍ବର,କଟକ ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ଯୁବରଣ କରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…

କରୋନା ନେଲା ଆଉ ୪ମୁଣ୍ଡ, ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଲା

ଭୁବନେଶ୍ବର: ଅନ୍ଯପଟେ ଆଜି କରୋନାରେ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ମୃତକ ଚାରିଜଣ ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୩୪…

ରାଜ୍ୟରେ ପୁଣି କରୋନା ନେଲା ଆଉ ୨ ଜୀବନ : ଅନୁଗୁଳ ଜିଲ୍ଲାରେ ହେଲା ପ୍ରଥମ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ନେଲା ଆଉ ୨ ଜୀବନ। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଉଭୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର…