Browsing Tag

corona death toll rises in odisha

ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜୀବନ, ୩୦୦ ଛୁଇଁବାକୁ ୪ ବାକି

ଭୁବନେଶ୍ବର : ଏମିତି ୧୦/୧୨ କରି ରାଜ୍ୟରେ ଜୀବନ ନେଇ ଚାଲିଛି କରୋନା । ଗତକାଲିର ହିସାବ ଅନୁସାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୨୯୬ରେ ପହଞ୍ଚିଥିବା ବେଳେ ୩୦୦ ଛୁଇଁବାକୁ ଆଉ ୪ ବାକି ଅଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…