Browsing Tag

corona death

ହତଭାଗିନୀ ମାଆ: କରୋନାରେ ପ୍ରାଣ ହରାଇଥିବା ପୁଅକୁ ଶେଷଥର ପାଇଁ ବି ଦେଖି ପାରିଲାନି, ଅନଲାଇନରେ ଜଣାଇଲା ଅନ୍ତିମ ବିଦାୟ

ବ୍ରିଟେନରେ ଜଣେ ମାଆକୁ ପୁଅର ଅନ୍ତିମ ସଂସ୍କାର ଅନଲାଇନରେ ଦେଖିବାକୁ ପଡିଛି । କରୋନା ଭାଇରସ ଯୋଗୁ ତାଙ୍କ 13 ବର୍ଷ ପୁଅର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁଃଖର ବିଷୟ, ଶେଷଥର ପାଇଁ ତାଙ୍କ ମାଆ ଓ 6 ଭାଇ, ଭଉଣୀ ତାଙ୍କୁ ଦେଖିପାରି ନ ଥିଲେ। କାରଣ, କରୋନା ଯୋଗୁ ପରିବାରର ସମସ୍ତଙ୍କୁ…

ଆଜି ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା 62ରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ ଆଜି ରାତି ସୁଦ୍ଧା ଭାରତରେ 2322 ଜଣ ଅକ୍ରାନ୍ତ ହୋଇଥିବା ବେଳେ 62 ଜଣଙ୍କର ମୃତ୍ୟୁ ଘଟିଛି । ଏଯାଏ 162 ଜଣ କରୋନାରୁ…

ଆମେରିକାରେ ୫୦୦୦ ଟପିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୧,୦୦୦ ରୁ ଉର୍ଦ୍ଧ୍ୱ ଲୋକ

ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ୍ କରୋନା କବଳରେ । ଏହି ଭାଇରସ୍ ଯୋଗୁଁ ଗତ ୨୪ ଘଣ୍ଟାରେ ଆମେରିକାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଛନ୍ତି । ଯାହାଦ୍ୱାରା ଏହି ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୫୦୦୦ ଟପିଛି । ତେବେ ବର୍ତ୍ତମାନ୍ ଆମେରିକାରେ କରୋନା…

ସାରା ବିଶ୍ୱର ୨୦୨ଟି ରାଷ୍ଟ୍ରରେ କରୋନାର କଳା ଛାୟା: ନେଲାଣି ୪୨ ହଜାରରୁ ଅଧିକ ମୁଣ୍ଡ, ଆମେରିକାରେ ସର୍ବାଧିକ…

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ୨୦୨ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୪୨ ହଜାରରୁ ଅଧିକ ମୁଣ୍ଡ । ବିଶ୍ୱରେ ଏଯାଏ ୮.୫୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୭୭ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି। ସେପଟେ ଇଟାଲି ପରେ ଚୀନ୍‌କୁ ଟପିଲା ଆମେରିକା ଓ…

କରୋନା ନେଲା ସେଲିବ୍ରିଟିଙ୍କ ଜୀବନ, ଆଖି ବୁଜିଲେ ଜାପାନୀ କମେଡିଆନ କେନ ଶିମୁରା

ଜାପାନର କମେଡିଆନ କେନ ଶିମୁରାଙ୍କ 70 ଵର୍ଷ ବୟସରେ ମୃତ୍ୟୁ ଘଟିଛି । ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାପାନରେ କରୋନା ଭାଇରସରେ କୌଣସି ସେଲିବ୍ରିଟିଙ୍କ ମୃତ୍ୟୁ ଘଟିବା, ଏହା ହେଉଛି ପ୍ରଥମ ଘଟଣା । ଏମିତି ବି କୁହାଯାଉଛି, 2016ରେ କେନଙ୍କର…

କରୋନାରେ ଚାଲିଗଲେ ବାପା, ଲୁହଭରା କଣ୍ଠରେ ଅଭିନେତ୍ରୀ କହିଲେ, ବାପାଙ୍କ ମୃତ୍ୟୁକୁ ଦେଖିବା ପାଇଁ ମୁଁ ପ୍ରସ୍ତୁତ ଥିଲି

କରୋନା ଭାଇରସରେ ହଲିଉଡ ଅଭିନେତ୍ରୀ ସୋଫିଆ ମାଇଲସଙ୍କ ବାପା ପିଟର ମାଇଲସଙ୍କ ମୃତ୍ୟୁ ଘଟିଛି । ଏ ନେଇ ସୋଫିଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ହେଉଛି କରୋନା ଭାଇରସର ନିରାଟ ସତ କାହାଣୀ । ଅଭିନେତ୍ରୀ ଜଣକ ଆହୁରି କହିଥିଲେ ଯେ ସେ ନିଜ ବାପାଙ୍କ ମୃତ୍ୟୁକୁ ଦେଖିବା…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ୪୯୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଧୀରେ ଧୀରେ କାୟା ମେଲାଉଛି । ଆଜି ସୁଦ୍ଧା ୧୦ ଜଣଙ୍କର ଜୀବନ ଯାଇଥିବା ରିପୋର୍ଟ ମିଳିଛି ।  ପ୍ରତିଦିନ କିଛି କିଛି ମାତ୍ରାରେ ବଢ଼ିବାରେ ଲାଗିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଏଯାବତ ୨୫ଟି ରାଜ୍ୟକୁ ବ୍ୟାପି ସାରିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୯୮ ଜଣ…

ବିଶ୍ୱ ପାଇଁ ବିପଦ ପାଲଟିଛି କରୋନା: ସାରା ବିଶ୍ବରେ ୧୬ହଜାର ଟପିଲା ମୃତ୍ୟୁ ସଂଖ୍ୟା, ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା । ୧୯୫ ରାଷ୍ଟ୍ରକୁ ରାହୁ ଭଳି ଗ୍ରାସି ସାରିଲାଣି ଭୂତାଣୁ । ଏବେ ପ୍ରତିଦିନ ହଜାରେ ସଂଖ୍ୟାରେ ମୁଣ୍ଡ ନେବା ଆରମ୍ଭ କରିଛି ପ୍ରାଣଘାତୀ ଭୂତାଣୁ । ମୃତ୍ୟୁ ସଂଖ୍ୟା ୧୬ହଜାର ଟପିଛି। ଆକ୍ରାନ୍ତ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ । ଇଟାଲୀରେ…

ପୁଣି କରୋନା ନେଲା ମୁଣ୍ଡ, ଗୁଜୁରାଟରେ ଦୁଇ ବୟସ୍କଙ୍କ ଜୀବନ ନେଲା କରୋନା ଭାଇରସ, ଭାରତରେ ମୃତ୍ୟୁ ସଂଖ୍ୟା ହେଲା ୭

କେନ୍ୟୁଜ୍(ବ୍ୟୁରୋ):  ପୁଣି ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା ଭାଇରସ, ସୁରଟ ଡାକ୍ତରଖାନାରେ ୬୯ବର୍ଷୀୟ ଜଣେ ବ୍ୟକ୍ତି ଓ ଗୁଜୁରାଟର ବଡଦୋରାରେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହିଳା ଜଣକ Covid-19ରେ ଆକ୍ରାନ୍ତ ଥିଲେ ମହିଳାଙ୍କ ପୋଷ୍ଟମାର୍ଟମ…

ଭାରତରେ ଚତୁର୍ଥ କରୋନା ଆକ୍ରନ୍ତଙ୍କ ମୃତ୍ୟୁ, ୭ ମାର୍ଚ୍ଚରେ ଜର୍ମାନୀରୁ ଇଟାଲୀ ଦେଇ ଭାରତକୁ ଫେରିଥିଲେ ବ୍ୟକ୍ତି ଜଣକ

କେନ୍ୟୁଜ୍(ବ୍ୟୁରୋ): ଭାରତରେ ଚତୁର୍ଥ କରୋନା ଆକ୍ରନ୍ତଙ୍କ ମୃତ୍ୟୁ । ସୂଚନା ଦେଇଛନ୍ତି  ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀ। ମୃତକ ଜଣକ ପଞ୍ଜାବର ନଓ୍ୱା ସହର ଓ ତାଙ୍କ ବୟସ ୭୨ ବର୍ଷ ବୋଲି ଜଣା ପଡିଛି। ଦୁଇ ସପ୍ତାହ ହେବ ବ୍ୟକ୍ତି ଜଣକ ଇଟାଲୀ ଦେଇ ଜର୍ମାନରୁ ଫେରିଥିଲେ। ଛାତିରେ ଗଭୀର…

ଇରାନରେ ଗୋଟିଏ ଦିନରେ ୧୨୯ ଜଣଙ୍କ ଜୀବନ ନେଲା କରୋନା ଭାଇରସ

ଇରାନରେ ସୋମବାର ଦିନ ଅର୍ଥାତ ଆଜି ଗୋଟିଏ ଦିନରେ କରୋନା ଭାଇରସ ସଂକ୍ରମଣ କାରଣରୁ ୧୨୯ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଯାହାପରେ ମୃତକଙ୍କ ସଂଖ୍ୟା ବଢି ୮୫୩ ରେ ପହଞ୍ଚିଛି। ମହାମାରୀ ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ ସଂକ୍ରମଣରେ ଆଜି ଗୋଟିଏ ଦିନରେ ହିଁ ସବୁଠାରୁ ଅଧିକ…

କରୋନାରେ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲା…

କେନ୍ୟୁଜ୍(ବ୍ୟୁରୋ): କରୋନା ମୃତ୍ୟୁ ନେଇ ଘୋଷଣା ହେଲା ଅନୁକମ୍ପା ସହାୟତା । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି । ସେହିପରି କରୋନା ମୁକାବିଲାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କା ଲେଖାଏଁ…