Browsing Tag

corona deathtoll in odisha

ରାଜ୍ଯରେ ଦିନକରେ କରୋନା ନେଲା ସର୍ବାଧିକ ୧୦ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩, ସୁନ୍ଦରଗଡରୁ ୨,ବାଲେଶ୍ବରରୁ…

ରାଜ୍ଯରେ ୫୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ: କ୍ବାରେଣ୍ଟାଇନରୁ ୩୯୪ ଏବଂ ଲୋକାଲ୍ କେସରୁ ୧୯୭ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଉ ୫୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୯୪ ଏବଂ ଲୋକାଲ୍ କେସରୁ ୧୯୭ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୫ଟି ଜିଲ୍ଲାରୁ ଏହି ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା …

ରାଜ୍ଯରେ ଅର୍ଦ୍ଧଶତକ ପାର୍ କଲା କରୋନା ମୃତ୍ୟୁ ସଂଖ୍ଯା, ପୁଣି ନେଲା ୪ ମୁଣ୍ଡ

ଭୁବନେଶ୍ବର: ରାଜ୍ଯରେ ପୁଣି ୪ ମୁଣ୍ଡ ନେଲା କରୋନା। ଏମାନଙ୍କ ଭିତରୁ ୩ଜଣ ଗଞ୍ଜାମରୁ ଏବଂ ଜଣେ ଭଦ୍ରକରୁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ମୃତ୍ୟୁ ୫୨ରେ ପହଁଚିଛି । Regret to inform the demise of 4 Covid positive patients while under treatment…

ରାଜ୍ଯରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମୃତକ ୪ଜଣ ପୁରୁଷ । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର…

ରାଜ୍ଯରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚିଲା । Regret to report the demise of two Covid positive patients…

ରାଜ୍ଯରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତକ ଉଭୟ ମହିଳା

ଗଞ୍ଜାମ: ରାଜ୍ୟରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହି ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର । ମୃତକ ଉଭୟ ମହିଳା ବୋଲି ଜଣାପଡିଛି । ଜଣେ ୪୮ ବର୍ଷୀୟ ଓ ଅନ୍ୟ ଜଣେ ୩୯ ବର୍ଷୀୟ । ଏମାନେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି…

ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ, ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି ।ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷିୟ ପୁରୁଷ। ସେ ବିଭିନ୍ନ ରୋଗରେ ପୀଡିତ ଥିଲେ । ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ଆଉ ୧୭୦ କରୋନା…

ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା, ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି  ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି । ଯିଏକ…