Browsing Tag

corona fear

କରୋନାର କରୁଣ ଚିତ୍ର: ପାଖ ମାଡ଼ିଲେନି ଆତ୍ମୀୟ ସ୍ୱଜନ, ଶେଷରେ ସ୍କୁଟିରେ ବୋହି ନେଲେ ବାପାଙ୍କ ଶବ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଛେମୁଣ୍ଡା ( ଦରୋବାହାଲ ) ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନାରେ ସଂକ୍ରମିତ ଜଣେ ବୃଦ୍ଧଙ୍କ ମୃତ୍ୟୁରେ ଆତ୍ମୀୟ ସ୍ଵଜନ କାନ୍ଧ ଦେବାକୁ ପାଖ ମାଡ଼ି ନ ଥିବା ବେଳେ ପିତାଙ୍କ ଶବକୁ ୩ ପୁଅ ସ୍କୁଟି ଯୋଗେ ଗାଁ…

ୟାକୁ ହିଁ କୁହନ୍ତି ମଣିଷ ପଣିଆ: କରୋନା ସନ୍ଦିଗ୍ଧଙ୍କ ଶବ ସତ୍କାର କରି ପ୍ରଶଂସା ସାଉଁଟୁଛନ୍ତି ଦୁଇ ଯୁବକ

ଟାଙ୍ଗୀ: କରୋନା ଶିଖେଇ ଦେଇଛି ଅନେକ କିଛି । ମଣିଷ ଟଙ୍କାର ପାହାଡ଼ ଉପରେ ଠିଆ ହୋଇଥିଲେ ସୁଦ୍ଧା ଏବେ ନାଚାର । କେଉଁଠି ପୁଅର ଚିକିତ୍ସା ପାଇଁ ବାପ ନିରୁପାୟ ତ । କେଉଁଠି ମାର ଶବ ସଂସ୍କାର ପାଇଁ ମିଳୁନି ଚାରି କାନ୍ଧ । କରୋନା ଯେମିତି ଆଜି ନିଜ ସମ୍ପର୍କୀୟଙ୍କୁ ଦୁରେଇ ଦେଉଛି । ସତରେ କଣ…

କେନ୍ଦୁଝର: ଘର ଲୋକ ଛୁଇଁଲେନି ମୃତଦେହ, ଶେଷରେ ନାଏବ ସରପଞ୍ଚ ଓ ଓ୍ଵାର୍ଡ ମେମ୍ବର ମିଶି କଲେ ସତ୍କାର

କେନ୍ଦୁଝର : ଘର ଲୋକ ଛୁଇଁଲେନି । ଓ୍ଵାର୍ଡମେମ୍ବର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସତ୍କାର କଲେ ନାଏବ ସରପଞ୍ଚ । କେନ୍ଦୁଝର ଜିଲ୍ଲା ଶୁଆକାଟି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ପ୍ରହ୍ଲାଦ ସେଠୀ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଥିଲେ ।…

ଘର ଲୋକେ ଚୁପ୍‌ ବସିଲେ, ମୃତ ଶତାୟୁ ମହିଳାଙ୍କୁ କାନ୍ଧ ଦେଲେ ସାମ୍ବାଦିକ

ପିପିଲି (କେ ନ୍ୟୁଜ୍‌) : ସାରା ରାଜ୍ୟରେ କରୋନା ଭାଇରସ୍‌ର ଆତଙ୍କ ଜାରି ରହିଛି । ତାରି ଭିତରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଦୃଶ୍ୟ । ଏଭଳି ଅବସ୍ଥାରେ ଜଣେ ଶତାୟୁ ମହିଳାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକ କିମ୍ବା ସମ୍ପର୍କୀୟମାନେ କେହି ଶବ ସଂସ୍କାର ପାଇଁ ଆସିଲେ ନାହିଁ । ହେଲେ…

କରୋନା ବୁଝାଉଛି ସମ୍ପର୍କର ମୂଲ୍ଯ: ବୃଦ୍ଧାଙ୍କ ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷରେ ଜଟଣୀର କିଛି ଯୁବକ କଲେ…

ଖୋର୍ଦ୍ଧା(କେନ୍ଯୁଜ୍) : କରୋନା ଜଣାଇ ଦେଇଛି ସମ୍ପର୍କର ମୂଲ୍ଯ। କେତେବେଳେ କାହା ସହିତ ସମ୍ପର୍କ ଯୋଡୁଛି ତ କେତେବେଳେ ସମ୍ପର୍କ ଭାଙ୍ଗୁଛି। ଏଭଳି ପରିସ୍ଥିତିରେ ନିଜ ଲୋକ ବି ଦୁଃଖ ସମୟରେ ପାଖରେ ଠିଆ ହେବା ପାଇଁ କୁଣ୍ଠାବୋଧ କରୁଥିବାବେଳେ, ଅନ୍ଯପଟେ ସେହି ସ୍ଥାନରେ ଅଚିହ୍ନା ଅପରିଚିତ…

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି…

କରୋନା ଡରରେ ଆସିଲେନି କେହି, ଶବ ସତ୍କାର କଲେ ମେଡିକାଲ କର୍ମଚାରୀ ଓ ସ୍ୱେଚ୍ଛାସେବୀ

ମାହାଙ୍ଗା (କେନ୍ୟୁଜ୍‌) : କରୋନା ଆତଙ୍କରାଜ ଏବେ ସହର ଠାରୁ ଗାଁ ଯାଏ । କିଛି ଦିନ ତଳେ ମାସ୍କକୁ ଅଣଦେଖା କରୁଥିବା ମଣିଷ ଏବେ ମୃତ୍ୟୁକୁ ଦେଖି ଭୟ ପାଉଛି । ହେଲେ ଏଇ ଭୟ ତାକୁ ମାନବିକତା ହରାଇବାକୁ ଯେମିତି ବାଧ୍ୟ କରୁଛି । ବେଳେ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଉ ଆଜି ଘଟିଛି କଟକ…

କଳାହାଣ୍ଡି: ପୁଣି କରୋନା ଭୟରେ କାନ୍ଧ ଦେଲେ ନାହିଁ କେହି, ୧୪ ଘଣ୍ଟା ପଡ଼ି ରହିବା ପରେ NAC କର୍ମଚାରୀ କଲେ ଶବ ସତ୍କାର

ଧର୍ମଗଡ଼(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ କରୋନା ଭୟ।  ମୃତ୍ୟୁ ପରେ ବି କାନ୍ଧ ଦେବାକୁ କେହି ଆସିଲେନି। ବାଧ୍ୟ ହୋଇ NAC କର୍ମଚାରୀ କଲେ ଶବ ସତ୍କାର ।  ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ଗାଁରେ । ଏହି ଗାଁ ରେ ଗତ ୨ ତାରିଖ…

ମରିଗଲା ମାନବିକତା, ଦିନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଅଟୋ ଭିତରେ ପଡ଼ି ରହିଲା ମୃତଦେହ

ଗଞ୍ଜାମ : ମରିଗଲା ମାନବିକତା । ଅଟୋ ଭିତରେ ଆଠଘଣ୍ଟା ପଡ଼ି ରହିଲା ମୃତଦେହ । ହେଲେ କରୋନା ସନ୍ଦେହରେ ଅଟୋରୁ ମୃତଦେହ ବାହାର କରିବାକୁ କେହି ଆସିଲେନି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ କିଛି ସଂପର୍କୀୟ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ…

କରୋନା ଦୁଃଖ ଠାରୁ ବଳି ଯାଇଛି ଏମିତି ବ୍ଯବହାର, ଭୟରେ ନିଜ ଜନ୍ମ କଲା ପୁଅକୁ ଘରେ ପୁରାଉ ନାହାନ୍ତି ବାପା-ମା’

ଜଳେଶ୍ବର(କେନ୍ଯୁଜ୍): ମହାମାରୀ କରୋନା କବଳରେ ସାରା ବିଶ୍ବରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ଯେଭଳି ଭାବରେ ବଢିବାରେ ଲାଗିଛି, ମୃତକଙ୍କ ସଂଖ୍ଯା ମଧ୍ଯ ସେହି ପରିମାଣରେ ବଢିବାରେ ଲାଗିଛି। ତେବେ ଗୋଟିଏ ପଟେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ଯପଟେ ଧିରେ ଧିରେ ଲୋପ…

କରୋନା ଭୟରେ କେହି କଲେନି ସହଯୋଗ, ଶେଷରେ ଶବକୁ କାନ୍ଧ ଦେଲେ ମୁସଲମାନ ପଡ଼ୋଶୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରେ ଏକ ଖବର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ହିନ୍ଦୁ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ଜଣେ ମୁସଲିମ ପଡୋଶୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁ ଆର ଟି ନଗରରେ । ଗତ ଫେବ୍ରୁଆରୀ ମାସରେ ବିଦେଶରେ ରହୁଥିବା କାର୍ତିକି ମଇଟି ଓ ନିଜ ସ୍ତ୍ରୀ…

କରୋନା ଭୟ : ୧୫୦୦ କିଲୋମିଟର ପାଦରେ ଚାଲି ଚାଲି ଆସିବା ପରେ ମଧ୍ୟ ଘରେ ପୂରାଇ ଦେଲେନାହିଁ ମା’ କହିଲେ..

କରୋନାର ଆତଙ୍କ ଦିନକୁଦିନ ବଢୁଥିବା ବେଳେ ଲୋକମାନେ ଏବେ ଘରୁ ବାହାରିବା ପାଇଁ ମଧ୍ଯ ଭୟ କରୁଛନ୍ତି । କେବଳ ସେତିକି ନୂହେଁ ଏହି ମାରାତ୍ମକ ଭାଇରସ୍ ଭୟରେ ଅନେକ ଲୋକ ଏବେ ନିଜ ପରିବାରକୁ ମଧ୍ଯ ଦୂରେଇ ଦେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରଣାସୀରେ । ଏଠାରେ…