ଲକ୍ ଡାଉନ୍ ବେଳେ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ କଟକଣା, ଜିଲ୍ଲା ଓ ରାଜ୍ୟ ସୀମା ସିଲ୍ ପାଇଁ କେନ୍ଦ୍ରର…
କେନ୍ୟୁଜ୍(ବ୍ୟୁରୋ): ସୀମା ସିଲ୍ ପାଇଁ ନିର୍ଦ୍ଦେଶ । ଲକ ଡାଉନ୍ ବେଳେ ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜିଲ୍ଲା ଓ ରାଜ୍ୟ ସୀମା ସିଲ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ…