Browsing Tag

corona guideline

ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବେ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍‌ଲାଇନ୍‌। ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ…

ବଢ଼ୁଛି କରୋନା! DGCA ଜାରି କଲା ନୂଆ ଗାଇଡ୍‌ଲାଇନ, ଜାଣି ନିଅନ୍ତୁ…ନଚେତ୍‌ କରିପାରିବେ ନାହିଁ ବିମାନ ଯାତ୍ରା

ଯଦି ଆପଣ ବି ବିମାନରେ ଯାତ୍ରା କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଜରୁରୀ ଖବର। DGCA ବିମାନ ଯାତ୍ରାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ସାରା ଦେଶରେ କରୋନାର ନୂଆ ମାମଲାକୁ ନଜରରେ ରଖି ଯାତ୍ରୀମାନଙ୍କ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି। ଯଦି ବିମାନ ଯାତ୍ରୀମାନେ କୋଭିଡ୍‌…

ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌, ଏସବୁ କଟକଣା ହେଲା କୋହଳ

କେନ୍ୟୁଜ୍(ବ୍ୟୁରୋ): ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌ । କରୋନା ସଂକ୍ରମଣ କମୁଛି । କଟକଣା ସାମାନ୍ୟ କୋହଳ କଲେ ସରକାର ।  କମିଲା ନାଇଟ୍‌ କର୍ଫ୍ୟୁ ଅବଧି । ଏଣିକି ସବୁ ସହରାଞ୍ଚଳରେ ରାତି ୧୦ ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୯ଟାରୁ ସକାଳ ୫ଟା ଯାଏ ଥିଲା ରାତ୍ରିକାଳୀନ…

ପୁଣି ରାଜଧାନୀର ବିଭିନ୍ନ ହାଟ ହେବ ସ୍ଥାନାନ୍ତର, ବିଏମସି ଜାରି କଲା ନିର୍ଦ୍ଦେଶାନାମା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ହାଟର ହେବ ବିକେନ୍ଦ୍ରୀକରଣ ।କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଟର ବିକେନ୍ଦ୍ରୀକରଣ ପାଇଁ ବିଏମସି ଜାରି କଲା ନିର୍ଦ୍ଦେଶନାମା। ଏଥିରେ Unit-1 ଓ unit-4 ଦୁଇ ଜନଗହଳିପୂର୍ଣ୍ଣ ହାଟକୁ ବିକେନ୍ଦ୍ରୀକରଣ ପାଇଁ ମାର୍ଗଦର୍ଶିକା ଜାରିକରଯାଇଛି।…

ଅଧିକ ପାଣି ପଇବା ଦ୍ୱାରା ରକ୍ତଚାପ ଓ ହାର୍ଟଆଟାକ ଭଳି ସମସ୍ୟା ଦେଖାଯାଏ, ଜାଣନ୍ତୁ

ଆପଣ ସବୁବେଳେ ଶୁଣିଥିବେ ଶରୀର ପାଇଁ ପାଣି ଖୁବ ଜରୁରୀ । ତେଣୁ ପାଣି ଅଧିକ ମାତ୍ରାରେ ପିଇବା ଆବଶ୍ୟକ । ପ୍ରତିଦିନ ୨ରୁ୩ ଲିଟର ପାଣି ସମସ୍ତେ ପିିଇବା ଜରୁରୀ । କରୋନା ସମୟରେ ଏହା ନିତ୍ୟାନ୍ତ ଆବଶ୍ୟକ । ଶରୀରକୁ ଏହା ହାଇଡ୍ରେଟ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ପାଣି…

ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଜାଣନ୍ତୁ କଣ ରହିଛି କଟକଣା

କେନ୍ୟୁଜ୍(ବ୍ୟୁରୋ): ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର। କରୋନାର ଦ୍ବିତୀୟ ଲହରୀକୁ ଆଖିଆଗରେ ରଖି କିଛି କଟକଣା ଓ କିଛି କଟକଣା ମୁକ୍ତ କରିଛନ୍ତି। ନଜର ପକାନ୍ତୁ  କଣ କଣ  ରହିଛି କଟକଣା। RTPCR ଟେଷ୍ଟିଂ ଯଥା ସମ୍ଭବ ଅଧିକା କରିବାକୁ  ନିର୍ଦ୍ଦେଶ…

ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଜାରି କଲେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ରୋକିବାକୁ ନୂତନ ଗାଇଡଲାଇନ ଜାରି କରିଛନ୍ତି ମଧ୍ୟପ୍ରଦେଶ ସରକାର । ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଆସୁଥିବା ଲୋକଙ୍କୁ ସାତ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନଗୁଡିକର ଶେଲ୍ ତିଆରି କରି ସାମାଜିକ ଦୂରତା ଅନୁସରଣ…

ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ସଟଡାଉନ କୋହଳ: ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ନୂଆଁଖାଇ ପାଇଁ ହଟିଲା କଟକଣା

ଝାରସୁଗୁଡା/ସମ୍ବଲପୁର: ଝାରସୁଗୁଡାରେ ସଟଡାଉନ କୋହଳ । ଆସନ୍ତାକାଲି ସ୍ୱାଧୀନତା ଦିବସ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ଯାଏ ସଟଡାଉନ କୋହଳ ହୋଇଛି । ସାଧାରଣ ଲୋକ ପତାକା ଉତ୍ତୋଳନ କରିପାରିବେ । ଶିକ୍ଷାନୁଷ୍ଠାନ ସମେତ ଅଫିସ୍‌ ଓ ବିଭିନ୍ନ ଅନୁଷ୍ଠାନର …

ଆଜିଠୁ ଖୋଲିଲା ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ୍, ସାମାଜିକ ଦୂରତା ରକ୍ଷା କରି ଦୋକାନ ଖୋଲିବାକୁ ଅନୁମତି

ଭୁବନେଶ୍ବର : ଆଜିଠୁ ଖୋଲିଲା ଭୁବନେଶ୍ୱର ୟୁନିଟ୍‌ ଫୋର ମାର୍କେଟ । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ୧୪ ଦିନ ପରେ ଖୋଲିଲା ମାର୍କେଟ । ସାମାଜିକ ଦୂରତା ରକ୍ଷା କରି ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସମସ୍ତେ ସରକାରଙ୍କ ଗାଇଡଲାଇନ୍‌ ମାନିବେ । ଗତ ୧୬ ତାରିଖରୁ ବନ୍ଦ…

କଠୋର ହେଉଛି କଟକଣା : ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ଆସିଲେ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍

କଟକ : କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଆସନ୍ତାକାଲିଠୁ କଟକର ୩ଟି ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ । ସଂକ୍ରମଣ ବଢୁଥିବାରୁ କଠୋର ହେବାରେ ଲାଗିଛି କଟକଣା । ଏଣିକି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଯାଜପୁର ଓ…

ଆଜି ଓ ଆସନ୍ତାକାଲି ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ, ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ। କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଧରି କଟକଣା କାର୍ଯ୍ଯକାରୀ କରାଯାଉଛି । ଚଳିତ ମାସର ଏହା ହେଉଛି ତୃତୀୟ ସପ୍ତାହ । ତେଣୁ ଆଜି ଓ ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା,…

ମାସ୍କ ପିନ୍ଧିବା ପାଇଁ ଆସିଲା ନୂଆ ନିର୍ଦ୍ଦେଶାବଳୀ, ଜାଣନ୍ତୁ କେବେ ଆଉ କେଉଁଠି ପିନ୍ଧିବେ ମାସ୍କ

ବର୍ତ୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଆରମ୍ଭରୁ ନେଇ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ସାମାଜିକ ଦୂରତା ଏବଂ ଫେସ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ତେବେ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କ…