ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବେ ଘୋଷଣା
ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍ଲାଇନ୍।
ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ…