Browsing Tag

corona guidelines

ମଙ୍କିପକ୍ସ ସଂକ୍ରମିତଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ, ଜାଣନ୍ତୁ କ’ଣ

ଦୁନିଆର ୭୫ ଦେଶରେ ପାଖାପାଖି ୧୬ ହଜାର ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି। ଭାରତରେ ମଧ୍ୟ ମଙ୍କିପକ୍ସ ରୋଗୀ ମଧ୍ୟ ଦେଖିବାକୁ ମିଳିଲେଣି। କେରଳରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ମଧ୍ୟ ମଙ୍କିପକ୍ସ ଲକ୍ଷଣ ଦେଖିବାକୁ ମିଳିଥିଲା। ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି…

ରାଜ୍ୟରେ ରହିବ କି ନାଇଟ୍‌ କର୍ଫ୍ୟୁ? ଆଜି ଆସିବ ସେପ୍ଟମ୍ବର ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି କରୋନା ଗ୍ରାଫ୍‌। ହେଲେ ସଂପୂର୍ଣ୍ଣ ଅନଲକ୍‌ ହୋଇନାହିଁ ଓଡ଼ିଶା। ସେପଟେ ଆଜି ସରିବ ଅଗଷ୍ଟ ଅନ୍‌ଲକ ଗାଇଡଲାଇନ ଅବଧି, ଆସିବ ସେପ୍ଟମ୍ବର ଗାଇଡଲାଇନ। କଣ ରହିବ ଏହାର ରୂପରେଖ? ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି ଓ ଭବିଷ୍ୟତ ତୃତୀୟ ଲହର ଆଶଙ୍କା ଦେଖି…

ସେପ୍ଟେମ୍ବରରେ କ’ଣ ରହିବ ଅନ୍‌ଲକ ରୂପରେଖ? ଆଜି,କାଲି ଭିତରେ ଆସିପାରେ ନୂଆ ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ଦିନକ ପରେ ସରିବ ଅଗଷ୍ଟ କଟକଣା। ସେପ୍ଟେମ୍ବରରେ କଣ ରହିବ ଅନ୍‌ଲକ ରୂପରେଖ ଏହା ଉପରେ ନଜର ରହିଛି। ସାରା ରାଜ୍ୟରୁ ହଟିବ କି ନାଇଟ କର୍ଫ୍ୟୁ। ଭୁବନେଶ୍ୱର, କଟକ ଓ ପୁରୀରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ହଟିବ କି ନାହିଁ ତା ଉପରେ ମଧ୍ୟ ନଜର ରହିଛି। ଅଗଷ୍ଟ…

କଣ ରହିବ ମୁକାବିଲା ରୂପରେଖ ? କରୋନା ମହାମାରୀକୁ ନେଇ ଆଜି ଆସିବ ଜୁଲାଇ ଗାଇଡଲାଇନ୍‌

ଭୁବନେଶ୍ବର(କେନ୍ଯୁଜ୍): ଆଜି ଆସିବ ଜୁଲାଇ ଗାଇଡଲାଇନ୍‌ । କରୋନା ମାନଚିତ୍ରରେ ବଦଳିଛି ଓଡ଼ିଶାର ରଙ୍ଗ । ଗ୍ରୀନ୍‌ ଜୋନ୍‌ ଜିଲ୍ଲା ବଢ଼ିଛି । ତଥାପି ରେଡ୍‌ ଜୋନରେ ଅଛନ୍ତି ଉପକୂଳର କିଛି ଜିଲ୍ଲା । ଆଂଶିକ ଲକଡାଉନ୍‌ ଅବଧି ଦୁଇ ଦିନ ପରେ ସରୁଥିବାରୁ ଜୁଲାଇ ଗାଇଡଲାଇନ୍‌ ନେଇ ବଢୁଛି ଉତ୍କଣ୍ଠା…

ବାଲିଗୁଡା ସହରରେ ଆଜିଠୁ ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ ବଜାର

ବାଲିଗୁଡା : ବାଲିଗୁଡା ସହରରେ ଆଜିଠୁ ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ ବଜାର । ସହରରେ କରୋନା ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତି ନିଆଯାଇଛି । କେବଳ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ବାଲିଗୁଡା ତହସିଲ, ବ୍ଲକ ପ୍ରଶାସନ, ସହରର ସମସ୍ତ ବ୍ୟବସାୟୀ ଓ ବଣିକ ସଙ୍ଘକୁ ନେଇ…

ପଶ୍ଚିମବଙ୍ଗରେ ଏବେ ୫୦୦ ଲୋକଙ୍କୁ ନେଇ ର‍୍ୟାଲି କରିବ ବିଜେପି, ପିଏମ୍‌ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ନିୟମ ଲାଗୁ

କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ବିଜେପି ପଶ୍ଚିମବଙ୍ଗ ନିର୍ବାଚନରେ ଛୋଟ ର‍୍ୟାଲି କରିବାକୁ ବଡ଼ ନିଷ୍ପତ୍ତି ନେଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତିରେ କୁହାଯାଇଛି, କୌଣସି ବି ର‍୍ୟାଲିରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏପରି…

ଆଜିଠୁ ଶ୍ରୀମନ୍ଦିରରେ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ ପାଇଁ କଡା କଟକଣା: ଏଣିକି ବାହାର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ…

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କଟକଣା । କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣପାଇଁ ପ୍ରାଶସନ ଜାରି କରିଛି SOP । SOP ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ରହିଛି । ଏଣିକି ବାହାର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତେ ମାସ୍କ ପିନ୍ଧିବେ ।…

ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଆଜିଠୁ ନିୟମ କାର୍ଯ୍ୟକାରୀ

ଭୁବନେଶ୍ବର: ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଟିକା ନେଇଥିବା ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଦେଶର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ଆଜିଠୁ ଏହି…

ଆଜିଠୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି: ଏଣିକି ବିବାହ ଉତ୍ସବରେ ଶହେ ଓ ଅନ୍ତ୍ୟେଷ୍ଟିରେ ୫୦ ଲୋକ ହୋଇ ପାରିବେ ସାମିଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି କରୋନା । ଗତକାଲି ଗୋଟିଏ ଦିନରେ ୭୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଟେନ୍‌ସନ୍‌ ବଢିଛି । ଏଥିରେ ୬୨ ଜଣ ସ୍ଥାନୀୟ ସଂକ୍ରମଣ ଅଛନ୍ତି । ଗୋଟିଏ ଦିନରେ ନୂଆପଲ୍ଲୀରୁ ସର୍ବାଧିକ ୧୧ ଓ ଖଣ୍ଡଗିରି ଅଞ୍ଚଳରୁ ୭ ଜଣ ପଜିଟିଭ୍‌ ହୋଇଛନ୍ତି । ଗତକାଲି…

ଦୋଳ ଓ ହୋଲି ପାଇଁ ବିଏମ୍‌ସି ପକ୍ଷରୁ ଜାରି ହେଲା ଗାଇଡ୍‌ଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର: ଦୋଳ ଓ ହୋଲି ପାଇଁ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌ । SRCଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବ। ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ ଲାଗିଛି କଟକଣା । ଘରେ ରହି ପରିବାର ସଦସ୍ୟଙ୍କ ସହ…

ଏଥର ହୋଲିରେ ଲାଗିପାରେ କଟକଣା! ବୈଷୟିକ କମିଟିର ପ୍ରସ୍ତାବ, ବିପଜ୍ଜନକ ହୋଇପାରେ ରଙ୍ଗଖେଳ

କେନ୍ଯୁଜ୍: ମାତ୍ର ତିନି ସପ୍ତାହରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାରରୁ ୩୯ ହଜାରରେ ପହଁଚିଲାଣି । ଏକାଧିକ ରାଜ୍ୟରେ କରୋନା ଯୋଗୁଁ ନାଇଟ କର୍ଫ୍ୟୁ ଓ ଲକଡାଉନ ଲାଗୁ ହେଲାଣି । ଏଭଳି ସ୍ଥିତିରେ ଚଳିତବର୍ଷ ହୋଲି ପାଳନ ବିପଜ୍ଜନକ ହୋଇପାରେ । ଏପରିକି ହୋଲି ଖେଳ ଯୋଗୁଁ…

ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌: ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ ଅଙ୍ଗନବାଡି

ଭୁବନେଶ୍ବର: ଆସିଲା ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌ । ୧ ଫେବ୍ରୁଆରୀରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ଆବଦ୍ଧ ସ୍ଥାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ । ସାଂସ୍କୃତିକ, ସାମାଚିକ, ଧାର୍ମିକଳ…