ଅମିତାଭଙ୍କ ପରେ ରେଖା ! କଣ ସଂଯୋଗ ନା ଏମିତି
ଏଇ କରୋନା ଭାଇରସ୍ ଆତଙ୍କ ଭିତରେ ଏମିତି କିଛି ଘଟଣା ଘଟୁଛି ତାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ଗତକାଲି ମେଗାଷ୍ଟାର ଅମିତାଭ ବଚ୍ଚନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଏବେ ମୁମ୍ବାଇ ନାନାବତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ରହୁଥିବା ‘ଜଲସା’…