Browsing Tag

corona lifestyle tips

ଶରୀରରେ ହାଡ଼ଗଣ୍ଠି ଯନ୍ତ୍ରଣା ବଢ଼ିଗଲେ ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ

ଶରୀରକୁ ଆବଶ୍ୟକ ହେଉଥିବା ପୃଷ୍ଟିକର ଖାଦ୍ୟର ଅଭାବ ପାଇଁ ଅନେକ ରୋଗ ଦେଖାଯାଇଥାଏ। ଲୋକମାନଙ୍କ ବୟସ ଥିଲେ ମଧ୍ୟ ଖରାପ ଲାଇଫ ଷ୍ଟାଇଲ ପାଇଁ ସେମାନେ କମ ଦିନରେ ବୟସ୍କ ଦେଖାଯାଆନ୍ତି। କାରଣ ଅନେକ ସମୟରେ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଅନେକ ରୋଗ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା…

କରୋନାରୁ ସୁସ୍ଥ ପରେ ବଡ଼ ଲୋକଙ୍କ ସହ ଛୋଟ ପିଲା ହେଉଛନ୍ତି ଡାଇବେଟିସର ଶିକାର, ରିସର୍ଚ୍ଚରୁ ପ୍ରକାଶ

କରୋନା  ଭାଇରସକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଅ।।ସିଛି । ଏହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସ କେବଳ ମଧୁମେହ ବା ଡାଇବେଟିସ ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଲୋକଙ୍କ ମଧ୍ୟରେ ଡାଇବେଟିସ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ।ଏହାକୁ ନେଇ କେବଳ ବଡ଼ ଲୋକ…

କରୋନାକୁ ମାତ୍ ଦେବା ପାଇଁ ଭ୍ୟାକସିନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ, ରିସର୍ଚ୍ଚରୁ ପ୍ରକାଶ

କରୋନା ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ମଧ୍ୟରେ ପ୍ରାକୃତିକ ପ୍ରତିରୋଧକ କ୍ଷମତା ବଢ଼ିଯାଇଥାଏ । ଏହାଦ୍ୱାରା ସେମାନେ ଭାଇରସର ନୂଆ ସ୍ୱରୂପକୁ ନେଇ ମଧ୍ୟ ସୁରକ୍ଷିତ ରହିଥାନ୍ତି । ଏକ ଅଧ୍ୟୟନ ରିପୋର୍ଟରୁ ଏହା ସୂଚିତ କରାଯାଇଛି । ଆମେରିକାର ରାଙ୍କଫେଲର ୟୁନିର୍ଭସିଟିର ଅନୁସନ୍ଧାନ କର୍ତ୍ତା…

କରୋନା କାଳରେ ଡରନ୍ତୁ ନାହିଁ, ଜ୍ୱର-ଥଣ୍ଡା ଜନିତ ସମସ୍ୟା ଦେଖାଦେଲେ ଆପଣାନ୍ତୁ ଏହି ସହଜ ଉପାୟ

କରୋନା କାଳରେ ସାଧାରଣ ଥଣ୍ଡା,ଜ୍ୱର ହେଲେ ଲୋକମାନେ ଭୟଭୀତ ହୋଇଯାଉଛନ୍ତି । ଏହାଦ୍ୱାରା ଶରୀରରେ ତାପମାତ୍ରା ବଢ଼ିଥାଏ । ଦେହରୁ ଝାଳ ବୋହିବା ସହିତ ଶରୀରରେ ଜଳୀୟଅଂଶର ମାତ୍ରା କମିଯାଏ । ତେଣୁ ଏଥିରୁ ସୁରକ୍ଷିତ ରହିବା ପାଇଁ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପ୍ରତିଦିନ ୯-୧୨ ଗ୍ଲାସ ପାଣି…

ବ୍ଲାକ ଫଙ୍ଗସ ସଂକ୍ରମିତ ହେବାପରେ ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

କୋଭିଡ ୧୯ରୁ କେତେଜଣ ସୁସ୍ଥ ହେବା ପଣେ ଫଙ୍ଗଲ ଇନଫେକସନ ସମସ୍ୟାର ସାମ୍ନା କରୁଛନ୍ତି । ବ୍ଲାକ ଫଙ୍ଗସର ଅନେକ ଳକ୍ଷଣ ମଧ୍ୟ ଦେଖାଯାଉଛି । ତେବେ ଆପଣ ଜାଣିଛନ୍ତି କି କେଉଁ ଲୋକମାନେ ଏହି ରୋଗର ଶିକାର ହେଉଛନ୍ତି । ଆଜି ଆମେ ସେ ସଂପର୍କରେ କହିବାକୁ ଯାଉଛୁ । କରୋନା ରୋଗୀ ଲମ୍ବା ସମୟ ଧରି…

କରୋନାରୁ ସୁସ୍ଥ ହେବାପରେ ଶରୀରରେ ରକ୍ତ ଜମାଟ ସମସ୍ୟା ଦେଖାଗଲେ କରନ୍ତୁ ଏହି ଘରୋଇ ଉପଚାର

କୋଭିଡରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ମଧ୍ୟରେ ରକ୍ତ ଜନିତ ସମସ୍ୟା ଦେଖାଯାଏ । କିଛି ଜଣଙ୍କ ରକ୍ତ ଗାଢ଼ା ଦେଖାଯିବା ସହ ଅନ୍ୟ କେତେକଙ୍କର ରକ୍ତ ଜମାଟ ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଏ ।ଏହି ସମୟରେ ଶରୀରରେ ରକ୍ତ ପତଳା ହେବାର ମଧ୍ୟ ଦେଖାଯାଏ…

ଖାଲିପେଟରେ ଖାଆନ୍ତୁ ଏହି ୩ଟି ଜିିନିଷ, ଯାହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ରଖିବ ମଜବୁତ

କରୋନାରେ ନିଜ ଇମ୍ୟୁନି ସିଷ୍ଟମକୁ ମଜବୁତ ରଖିବା ପାଇଁ ଅନେକ ପ୍ରକାର ଟିପ୍ସ ସାମ୍ନାକୁ ଆସୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ୩ଟି ଜିନିଷ କଥା କହିବାକୁ ଯାଉଛୁ , ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବ । ଏହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ…

କରୋନା ସମୟରେ ଜାଣନ୍ତୁ ପନିର ଖାଇବାର ବିଶେଷ ଫାଇଦା

କରୋନା ସଂକ୍ରମଣରେ ଏବେ ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ । କରୋନା ଏବେ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ଦିନକୁ ଦିନ ଏହାର ବୃଦ୍ଧିହାର ବଢ଼ୁଛି । ତେବେ ଏହି ସମୟରେ ସମସ୍ତେ ନିଜ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିବା ଆବଶ୍ୟକ । ଏଥିପାଇଁ ପ୍ରୋଟିନର ଭୂମିକା ମଧ୍ୟ ଗୁରୁତ୍ୱପୂଣ୍ଣ ରହିଛି ।…

କରୋନା କାଳରେ କରନ୍ତୁ ବ୍ୟାୟାମ, ଏହା ଆପଣଙ୍କ ଶରୀର ସହ ମନକୁ ରଖିବ ସୁସ୍ଥ 

ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନରେ ପରଫେକ୍ଟ ହୋଇନଥାଏ । ଅର୍ଥାତ ହେଲ୍‌ଥ ଏକ ପ୍ରୋସେସ ହୋଇଥାଏ । ଏଥିପାଇଁ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯାହାକି ଆମର ଅଭ୍ୟାସରେ ପରିଣତ ହୋଇଯାଏ । ତେବେ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ୍ସରସାଇଜ ବା ବ୍ୟାୟାମ ହୋଇଥାଏ…

ଘରେ ଆଇସୋଲେଟରେ ଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ନିୟମ

କରୋନାରେ ସଂକ୍ରମିତ ହେବାପରେ ଡାକ୍ତର ସର୍ବପ୍ରଥମେ ହୋମ ଆଇସୋଲେସନ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତି । କୋଭିଡର ସବୁ ସର୍ତ୍ତାବଳୀକୁ ମାନିବାକୁ ମଧ୍ୟ କହିଥାନ୍ତି । କିନ୍ତୁ ଲୋକମାନେ ଘରେ ଆଇସୋଲେଟ ହୋଇ ନିଜକୁ ରଖିବା ପରେ ଅବହେଳା ହୋଇଯାଆନ୍ତି । ନିୟମ ମାନୁନଥିବ।ରୁ ଶେଷରେ ହସ୍ପିଟାଲରେ…

ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖାଗଲେ ତୁରନ୍ତ କରାନ୍ତୁ ଯାଞ୍ଚ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

କରୋନା ଭ୍ୟାକସିନ ନେବା ପରେ କିଛି ଜଣଙ୍କ ମଧ୍ୟରେ ଏହାର ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଜଣଙ୍କୁ ଜ୍ୱର ହେବାସହ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଉଛି । ତେଣୁ ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖି ଅନେକ ଭୟ କରୁଛନ୍ତି । ମନରେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।…

କରୋନା ସମୟରେ ମଧୁମେହ ରୋଗୀ ରଖନ୍ତୁ ନିଜକୁ ସତର୍କ, ମାନନ୍ତୁ ଏହି ନିୟମ

କରୋନା ଭାଇରସର ପ୍ରଭାବ ଲଗାତାର ଭାବେ ବଢ଼ିବାରେ ଲାଗିଛି । ମାସ୍କ, ସାନିଟାଇଜର ସହ ଏବେ ଭ୍ୟାକସିନ ମଧ୍ୟ ଲୋକଙ୍କୁ ଦିଆଯାଉଛି । ଶରୀରିକ ଦୂରତା ସହିତ ନିଜକୁ ସତର୍କ ରହିବା ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଛି । ତେବେ ଏହି ସମୟରେ ମଧୁମେହ ରୋଗୀ ବେଶି ସଚେତନ ରହିବା ଆବଶ୍ୟକ । କାରଣ ଏହି…