ଆଜିକୁ ଠିକ୍ ବର୍ଷେ ତଳେ…ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍ଡାଉନ୍
ଭୁବନେଶ୍ବର: ଆଜିକୁ ଠିକ୍ ବର୍ଷେ ତଳେ, ଠିକ୍ ପ୍ରାୟ ଏହି ସମୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍ଡାଉନ । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସହ ୮ଟି ସହରରେ ଲକ୍ଡାଉନ ଆରମ୍ଭ ହୋଇଥିଲା। ସେପଟେ କେନ୍ଦ୍ର ସରକାର ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଘୋଷଣା…