Browsing Tag

corona lockdown

ଆଉ ୨ ଦିନ ପରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌, ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା କାୟା । ତଥାପି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଆଉ ୨ ଦିନ ପରେ ଅଗଷ୍ଟ ୧ରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌ । ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର ରହିଛି । ଏବେ କାଟାଗୋରୀ-Bରେ ୧୦ଟି ଜିଲ୍ଲା ରହିଛି । ୧…

ଲକଡାଉନ୍ ଯୋଗୁ ସହାରନପୁରରୁ ନଜର ଆସିଲା ହିମାଳୟ, ଦେଖନ୍ତୁ ଆଖି ଲାଖିଯିବା ଭଳି ଦୃଶ୍ୟ

କରୋନାର ଦ୍ଵିତୀୟ ଲହରୀ ଯୋଗୁ ଏବେ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଲାଗୁ ହୋଇଛି। ଏଭଳି ସ୍ଥିତିରେ ଦେଶରେ ପ୍ରଦୂଷଣର ସ୍ତର କମ୍ ହୋଇଛି। ବାୟୁମଣ୍ଡଳରେ ପ୍ରଦୂଷଣ କମ ହେବା ଯୋଗୁ କେତେକ ସ୍ଥାନରେ ପାହାଡ଼ ଦେଖିବାକୁ ମିଳୁଛି, ଯାହା ପୂର୍ବରୁ ଦୃଶ୍ୟମାନ ହେଉନଥିଲା। ତେବେ ଏଭଳି ପ୍ରଥମ ଥର…

ରାଜସ୍ଥାନ: ଲକଡାଉନରେ ସାଇକେଲରେ ବୁଲୁଥିଲେ କଲେକ୍ଟର, ଯେତେବେଳେ ରୋକିଲେ ମହିଳା କନଷ୍ଟେବଳ, ତ ଜାଣନ୍ତୁ ତା’ପରେ…

ରାଜସ୍ଥାନର ଭିଲୱାଡାରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ପୋଲିସର ତତ୍ପରତା ଏବଂ ସଚ୍ଚୋଟତା ବିଷୟରେ ଜଣାପଡିଛି। ଖବରରୁ ଜଣାପଡିଛି ଯେ ମଙ୍ଗଳବାର ଲକଡାଉନରେ ସହରର ହାଲଚାଲ ଜାଣିବା ପାଇଁ ସାଇକେଲରେ ବାହାରିଥିବା ଡିଏମ ଶିବ ପ୍ରସାଦଙ୍କୁ ମହିଳା କନଷ୍ଟେବଳ ନିର୍ମଳା ଦେବୀ ରୋକି…

ଆଜିଠୁ ଲକଡାଉନ୍‌: ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ, କରୋନା ସଂକ୍ରମଣରେ ବ୍ରେକ୍‌ ଦେବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ଲକଡାଉନ୍‌ । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ । କରୋନାର ଦ୍ରୁତ ସଂକ୍ରମଣରେ ବ୍ରେକ୍‌ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା…

ହୁ ହୁ ହୋଇ ବଢ଼ୁଛି କରୋନା ମାମଲା, ବିବାହ ଓ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରଶାସନ

କରୋନା ମହାମାରୀ ଏବେ ପୁଣିଥରେ ଉଗ୍ରରୂପ ଧାରଣ କରିଛି। ଟିକା ଆସିଯାଇଥିଲେ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିନଥିବାରୁ ଏବେ ବି ସାଧାରଣ ଜନତା ଭୟଭୀତ ଅଛନ୍ତି। ତେବେ ଇତିମଧ୍ୟରେ ଖବର ଆସିଛି ଯେ ଚୀନ୍‌ରେ କରୋନା ଭାଇରସ୍‌ ଭୟଙ୍କର ଭାବେ ବ୍ୟାପୁଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ୍‌ର କମ୍ୟୁନିଷ୍ଟ…

ଆଶୀର୍ବାଦ ପାଲଟିଲା କରୋନା, ଲକ୍‌ଡାଉନ୍‌ ଯୋଗୁ ୬୫ ପ୍ରତିଶତ କମିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର

କରୋନା ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ କିଛିଟା କ୍ଷେତ୍ରରେ ଏହା ଆଶୀର୍ବାଦ ସାବ୍ୟସ୍ତ ହେଇଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ଠପ୍‌ ହୋଇଥିବା ବେଳେ ଏହା ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହୋଇଛି। ଲକ୍‌ଡାଉନ୍‌ କାରଣରୁ ଲୋକମାନେ ଘରୁ ବାହାରିନଥିବାରୁ ଏହି ସମୟରେ…

ଦୀର୍ଘ ଅଢ଼େଇ ମାସ ପରେ ଭକ୍ତ ଆଉ ଭଗବାନଙ୍କ ହେବ ମିଳନ, ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ

କରୋନା ଲକଡାଉନରେ ସବୁ କିଛି ବନ୍ଦ। ଏମିତିକି ଭକ୍ତ ଏବଂ ଭଗବାନଙ୍କ ମଝିରେ ଫାଟ ସ୍ରୁଷ୍‌ଟି କରୁଥିଲା ଲକଡାଉନ। କିନ୍ତୁ ଦୀର୍ଘ ଅଢେଇମାସ ପରେ ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ। କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେଦ୍ର ସରକାର। ସେଥିପାଇଁ ସମସ୍ତ…

ଲକଡାଉନରେ ଏମିତି କରନ୍ତୁ ଗ୍ରାଣ୍ଡ ପାର୍ଟି, ଭିଡିଓ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ବେଳେ ବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଯାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। କରୋନା ଯୋଗୁଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ ଜାରି ରହିଛି।କିଛି ସ୍ଥାନରେ କୌଣସି ପ୍ରତିବନ୍ଧକ ନାହିଁ ତଥାପି ଲୋକେ ସାମାଜିକ ଦୂରତା…

କରୋନା ପ୍ରଭାବ: ୮ ପ୍ରତିଶତ କମିଲା କାରଖାନାରୁ ନିର୍ଗତ ହେଉଥିବା ଗ୍ୟାସ୍‌ର ପରିମାଣ

କରୋନା ଯୋଗୁ ଜାରି ରହିଥିବା ଲକଡାଉନ୍‌ ସାରା ବିଶ୍ୱ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ବେଳେ ପରିବେଶ ପାଇଁ ଏହା ଆଶୀର୍ବାଦ ପାଲଟିଛି। ଚୀନ୍‌ରେ କଳକାରଖାନାରୁ ନିର୍ଗତ ହେଉଥିବା ଗ୍ୟାସ୍‌ର ପରିମାଣ ବୃଦ୍ଧି ପାଉଥିବା ବେଳେ ମହାମାରୀ ଯୋଗୁ ଏହା ହ୍ରାସ ପାଇଛି। ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି…

ଏକ ନିଆରା ବିବାହ ଯାହାର ସାକ୍ଷୀ ‘କରୋନା ଭାଇରସ’, ଲକଡାଉନରେ ଖାଦ୍ୟ ବାଣ୍ଟୁଥିବା ଯୁବକଙ୍କୁ ହେଲା ଭିକ…

ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଦେଖେନା ବୟସ କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। ଆଉ କାହାକୁ କେତେବେଳେ ଯେ ପ୍ରେମ ହୋଇଯାଏ ତାହା କେହି ଜାଣନ୍ତିନି। ଏହି ଅଢେଇ ଅକ୍ଷର ପ୍ରେମର କେତେ ଯେ ଶକ୍ତି ତାହା ଆଜି ଆପଣ ଏହି…

ଭିଡିଓ କଲ୍‌ ମାଧ୍ୟମରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଜଜ୍‌, ଦେଶରେ ପ୍ରଥମ

ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ସମସ୍ତ ଅଫିସ୍‌, କୋର୍ଟ, ସ୍କୁଲ, କଲେଜ ବନ୍ଦ ରହିଛି। ଏଣୁ ଲୋକମାନେ ଘରୁ କାମ କରୁଛନ୍ତି। ଜରୁରୀକାଳୀନ ସ୍ଥିତିରେ ଭିଡିଓ କଲ୍‌ ମାଧ୍ୟମରେ ମିଟିଂ ଓ ଅନ୍ୟାନ୍ୟ କାମ କରାଯାଉଛି। କେବଳ ମିଟିଂ ନୁହେଁ ଭିଡିଓ କଲିଂ ମାଧ୍ୟମରେ କେସ୍‌ର ଶୁଣାଣି ମଧ୍ୟ ହେଉଛି।…