Browsing Tag

corona lockdown

ଅଟୋବାଲା ହେବ ତ ଏମିତି, ନିଜ ବିବାହ ପାଇଁ ଜମା କରିଥିବା ୨ ଲକ୍ଷ ଟଙ୍କାରେ ପ୍ରବାସୀ ଶ୍ରମିକଙ୍କୁ ଦେଉଛନ୍ତି ଖାଦ୍ୟ

କୁହାଯାଏ ଯିଏ ପରୋପକାର କରେ ତାକୁ ଭଗବାନ ସାହାଯ୍ୟ କରନ୍ତି। ଆଉ ଯଦି ଜଣଙ୍କ ମନରେ ସାହାଯ୍ୟ କରିବାର ଇଚ୍ଛା ଜାଗ୍ରତ ହୁଏ ତେବେ ଭାବନ୍ତୁ ସେ ମଣିଷ କଣ ନକରିପାରିବେ। ଏଭଳି ଏକ ମହତ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ଅଟୋ ଚାଳକ। ଯିଏ କି ନିଜ ବିବାହ ପାଇଁ ଜମା କରିଥିବା…

କାର ଚାଳକ ଧ୍ୟାନ ଦିଅନ୍ତୁ ! ଗାଡ଼ିରେ FASTag ଲାଗିଥିବା ସତ୍ତ୍ୱେ ମଧ୍ୟ ଦେଇପାରନ୍ତି ଦୁଇଗୁଣା ଟ୍ୟାକ୍ସ, ଯଦି କରନ୍ତି…

କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ବଢିଚାଲିଛି ଲକଡାଉନର ସମୟସୀମା। ଲକଡାଉନ ୪.୦ରେ ଲୋକମାନେ କିଛି ସର୍ତ୍ତ ସହିତ ହିଁ ଘରୁ ବହରାକୁ ବାହାରିବା ପାଇଁ ଅନୁମତି ରହିଛି। ଏମିତିରେ ଅନୁମତି ନେଇ ଆପଣ ଗୋଟେ ସହରରୁ ଆଉ ଗୋଟେ ସହରକୁ ଯାଇପାରିବେ। ତେବେ ଏହି ସବୁ ମଧ୍ୟରେ ନିକଟରେ ଏକ ନୂଆ ନିୟମ…

କ୍ୱାରେଣ୍ଟିନରେ ରହିଲେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି, କିନ୍ତୁ କାହିଁକି ଜାଣନ୍ତୁ

ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଘାରିଛି କରୋନା ଭୟ। ଅଭିନେତା ଏବଂ ତାଙ୍କ ପରିବାରକୁ କ୍ୱାରେଣ୍ଟିନରେ ରଖାଯାଇଛି। ନୱାଜୁଦ୍ଦିନ ସିଦ୍ଦିକି ଗତ ମେ ୧୧ ତାରିଖରେ ପ୍ରଶାସନଙ୍କ ଅନୁମତି ନେଇ ମୁମ୍ବାଇରୁ ନିଜ ଘର ମୁଜ୍ଜ୍ଵଫରନଗର ବୁଢାନାକୁ ଆସିଥିଲେ। ତାଙ୍କ ସହିତ…

ପୁଣି ଘର ବାହୁଡ଼ା ହେଲା ଶେଷ ବାହୁଡା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ମୃତ ୨୦ ଗୁରୁତର

କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ସେହିପରି ଅଲଗା ଅଲଗା ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ସଡକ ପଥ ଏବଂ ଜଳ ପଥ ଦେଇ ଦୁଃଶାହସିକ ଯାତ୍ରା କରି ଘରକୁ ଫେରୁଛନ୍ତି। କିନ୍ତୁ ଏହି ସବୁ ମଧ୍ୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସମସ୍ତଙ୍କ…

ଦୀର୍ଘ ୧୫ ଦିନ ଧରି କନ୍ଦାଉଥିଲା ପେଟର ଭୋକ, ପିଲାଙ୍କର ଏପରି ଅବସ୍ଥା ସହିନପାରି ଫାଶୀରେ ଝୁଲି ପଡିଲେ ଦିନ ମଜୁରିଆ…

କାନପୁର : କରୋନା ଠାରୁ ରକ୍ଷା ପାଇବା ପାଇଁ ଦେଢ଼ ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ ଜାରି ରହିଛି।ଲକଡାଉନ ସବୁଠାରୁ ଅଧିକ କଲବଲ କରୁଛି ଦିନ ମଜୁରିଆଙ୍କୁ। ପ୍ରତି ଦିନ ରୋଜଗାର କଲେ ଘର ଚଳୁଥିବା ମଜୁରିଆଙ୍କୁ ସାମ୍ନାରେ ଏବେ ଭୋକର ଆତୁର ସମସ୍ୟା ହୋଇ ଛିଡା ହୋଇଛି। କରୋନାର ଭୟ ଠାରୁ ଅଧିକ…

ଦାଦନଙ୍କ କରୋନା ଦୁଃଖ, ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ବସାଇ କାଠ ଗାଡ଼ିରେ ଟାଣି ଟାଣି ୬୫୦ କିଲୋମିଟର ଚାଲିଲେ ସ୍ୱାମୀ

ସାତ ଜନ୍ମର ସାଥି, ମୁଁ କଷ୍ଟ ନେବିନି ତ ଆଉ କିଏ ନେବ। ଯେତେ ବି କଠିନ ସମସ୍ୟା ହେଉ ମୁଁ ତୋ ସାଥିରେ ଅଛି। କାହିଁକିନା ହାତ ଧରି ତୋତେ ବାହା ହୋଇଛି। ଏ ଉକ୍ତିଟି ଜଣେ ସ୍ୱାମୀଙ୍କର। ସ୍ୱାମୀ ସ୍ତ୍ରୀର ସମ୍ପର୍କ କେତେ ସୁନ୍ଦର ଆଉ କେତେ ନିବିଡ ତାହା ଆଜି ଆମେ ଆପଣ ଏ ଦୃଶ୍ୟରୁ ଜାଣିପାରିବେ।…

ରୋଗ ଠାରୁ ଅଧିକ କନ୍ଦାଉଛି ପେଟର ଭୋକ ! ପାଦରେ ଚାଲି ସୁଟକେସରେ ଛୁଆକୁ ଶୁଆଇ ଟାଣି ଟାଣି ନେଉଛନ୍ତି ମହିଳା

କରୋନା ଲକଡାଉନ ପାଇଁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଶ୍ରମିକ। ଲକଡାଉନ କାରଣରୁ ଆର୍ଥିକ ସଂକଟରେ ଥିବା ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। କରୋନାର ଭୟ ଠାରୁ ବଢିଯାଉଛି ଭୋକର ଜ୍ୱାଳା। ସେଥିପାଇଁ ତ ପିଲାଙ୍କ ପେଟରେ ଦାନା ଟିକେ ଦେବା ପାଇଁ ଘର ମୁହାଁ ହେଉଛନ୍ତି ଏମାନେ।…

ଚାଲି ଚାଲି ଗାଁକୁ ଫେରୁଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା, ଘଣ୍ଟେ ପରେ ଛୁଆକୁ କୋଳରେ ଧରି ପୁଣି ଚାଲିଲେ…

କରୋନା ସଙ୍କଟ ଓ ଲକଡାଉନ୍‌ ମଧ୍ୟରେ ଲୋକମାନେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଅନେକ ଦୁର୍ଘଟଣା ଓ ଅଘଟଣ ମଧ୍ୟ ଘଟୁଛି। ତେବେ ବର୍ତ୍ତମାନ ପୁଣି ଥରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ବେଳେ ଜଣେ ଗର୍ଭବତୀ ଶ୍ରମିକ ରାସ୍ତା କଡ଼ରେ ଛୁଆକୁ ଜନ୍ମ ଦେଇଛନ୍ତି।…

ଲକଡାଉନରେ ଟଙ୍କାର ଆବଶ୍ୟକତା ଅଛି କି ତେବେ SBI ଦେବ ଇନଷ୍ଟାଟ ଲୋନ, ଏମିତି କରନ୍ତୁ ଆପ୍ଲାଏ

ପାଖରେ କେବେ ବି ଅଧିକ ଟଙ୍କା ରହିପାରେନା, ଏହା ଆସେ ଆଉ ଚାଲିଯାଏ। ଆଉ କରୋନା ଲକଡାଉନ ସମୟରେ କେତେବେଳେ ଟଙ୍କାର ଆବଶ୍ୟକ ପଡିବ ତାହା କେହି କହିପାରିବେ ନାହିଁ। ତେବେ ଏଇଠି ଗୋଟେ ପ୍ରଶ୍ନ ଯେ ଯଦି କୌଣସି କାରଣରୁ ଅଚାନକ ମୋଟା ଅଙ୍କର ଟଙ୍କାର ଆବଶ୍ୟକ ପଡେ ତେବେ ଆପଣ କଣ କରିବେ? ଆମେ ଏହି…

ଘରକୁ ଯାଇପାରୁନଥିଲେ ୩୧ ଜଣ ଲୋକ, ସାଉଥ ଅଭିନେତା ପ୍ରକାଶ ରାଜ ବଢାଇଲେ ସାହାଯ୍ୟର ହାତ

ବଲିଉଡ ଏବଂ ସାଉଥ ସିନେମାର ଅଭିନେତା ପ୍ରକାଶ ରାଜ କରୋନା ଭାଇରସ ପାଇଁ କଷ୍ଟ ପାଉଥିବା ଲୋକଙ୍କୁ ସାହାଯ୍ୟ କରି ଏବେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି। ଅଭିନେତା ଲକଡାଉନ କାରଣରୁ ଫସି ରହିଥିବା ଶ୍ରମିକ ଏବଂ ଗରିବ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଯେବେ ଠାରୁ ଲକଡାଉନ ହେଲାଣି…

ଲକଡାଉନ ନିୟମ ଉଲଂଘନକାରୀ ବ୍ୟକ୍ତି ଥାନାରେ ଏମିତି ଡ୍ୟାନ୍ସ କଲେ ଯେ ଶେଷରେ ଚାଲିଗଲା ଥାନା ବାବୁଙ୍କ ଚାକିରୀ

କରୋନା ପାଇଁ ସାରା ଦେଶ ଲକଡାଉନ। କିନ୍ତୁ କିଛି ଅମାନିଆ ଲକଡାଉନ ନିୟମକୁ ଭାଙ୍ଗି ଘରୁ ପାଦ କାଢି ଚାଲି ଆସୁଛନ୍ତି ବାହାରକୁ। ଆଉ ବାହାରକୁ ଆସି ପୋଲିସ ପାଖରୁ ଖାଉଛନ୍ତି ଉତ୍ତମ ମଧ୍ୟମ ନଚେତ ସିଧା ଯାଉଛନ୍ତି ମାମୁଁ ଘରକୁ। ଉତ୍ତର ପ୍ରଦେଶ ଇଟାୱାର ଥିବା ଏକ ପୋଲିସ ଥାନାର ଭିଡ଼ିଓ ଏବେ…

ଲକଡାଉନରେ ୫୦୦ ଟଙ୍କା ସରକାରୀ ସାହାଯ୍ୟ ପାଇଁ ୫୦ କିମି ଚାଲିଲେ ବୃଦ୍ଧା, ଶେଷରେ ବ୍ୟାଙ୍କରେ ପହଁଚି ଜାଣିଲେ

କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁ ପାଇଁ ସାରା ଦେଶରେ ଲକଡାଉନ ବା ତାଲା ବନ୍ଦ। ତାଲା ବନ୍ଦ କାରଣରୁ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଅନେକ ଅସୁବିଧାକୁ ସାମ୍ନା କରୁଛନ୍ତି। ଦୋକାନ ବଜାର ବନ୍ଦ କାରଣରୁ କାମ ଧନ୍ଦା ବନ୍ଦ ଫଳରେ ଜୀବନ ଜୀବିକାକୁ ଦୋହଲାଇ ଦେଇଛି କରୋନା। ଆଉ ଯଦି ଆମେ କହିବୁ ଏହି…