Browsing Tag

corona new strain

ଆଖି ଖରାପ କରି ଦେଉଛି କରୋନାର ନୂଆ ଷ୍ଟ୍ରେନ୍‌, ଶୁଣିବାର କ୍ଷମତା ମଧ୍ୟ କମୁଛି

ବର୍ଷ ୨୦୨୦ ତୁଳନାରେ ୨୦୨୧ରେ କରୋନାର ପ୍ରକୋପ ଅଧିକ ଭୟଙ୍କର ରହିଛି। ଡାକ୍ତରଙ୍କ ଅନୁସାରେ, ଏବେ କରୋନା ଭାଇରସ୍‌ କାନ ଓ ଆଖିକୁ ସିଧା ଆଟାକ୍‌ କରୁଛି। କରୋନାର ନୂଆ ଷ୍ଟ୍ରେନ୍‌ ଏଥର ଭାଇରଲ ଜ୍ୱର, ପେଟ ଯନ୍ତ୍ରଣା, ଡାଇରିଆ, ଅପଚ, ଗ୍ୟାସ୍‌, ବାନ୍ତି, ଭୋକ ନ ଲାଗିବା, ଶରୀର ଯନ୍ତ୍ରଣା ଏବଂ…

ନାଗପୁରକୁ ଫେରିଛି ଲକଡାଉନ୍‌, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା

ନୂଆଦିଲ୍ଲୀ : କରୋନା ବଢିବା ସହ ବଢୁଛି କଟକଣା । ମହାରାଷ୍ଟ୍ରର ନାଗପୁରକୁ ଫେରିଛି ଲକ୍‌ଡାଉନ୍‌ । ଆଜିଠୁ ନାଗପୁର ଜିଲ୍ଲାରେ ୭ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ସମସ୍ତ ବେସରକାରୀ ଅଫିସ୍‌ ବନ୍ଦ ରହିଥିବା ବେଳେ ୨୫…

କରୋନା ନୂଆ ଷ୍ଟ୍ରେନର ୭ଟି ନୂଆ ଲକ୍ଷଣ, ନଜାଣିଲେ ପରେ ହେବେ ହଇରାଣ

ଗତ କିଛି ମାସ ହେବ ସାରା ବିଶ୍ୱରେ କୋଭିଡ଼-୧୯କୁ ନେଇ ଭୟ କମିଯାଇଥିବା ବେଳେ ଏବେ କରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢ଼ାଇ ସାରିଲାଣି। ଭାରତରେ ୯୫.୯୯ ପ୍ରତିଶତ କରୋନାରୁ ସୁସ୍ଥ ହୋଇଥିବା ବେଳେ, ବ୍ରିଟେନରୁ ଭାରତକୁ ଆସିଥିବା କିଛି ଲୋକଙ୍କ ମଧ୍ୟରେ ଭାଇରସର ନୂଆ ରୂପ ସାମ୍ନାକୁ ଆସିଛି।…

ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ରୂପ, ଭୂତାଣୁର ମ୍ଯୁଟେସନ ଇଂଲଣ୍ଡ ଓ ସାଉଥ ଆଫ୍ରିକା ଷ୍ଟ୍ରେନ ଠାରୁ ଭିନ୍ନ

ଜାପାନରେ ପୁଣିଥରେ କରୋନା ଭାଇରସର ଆଇ ଏକ ନୂଆ ରୂପ (ଷ୍ଟ୍ରେନ) ସାମ୍ନାକୁ ଆସିଛି। ବ୍ରାଜିଲରୁ ଜାପାନ ପହଞ୍ଚିଥିବା ଯାତ୍ରୀଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି। ବ୍ରାଜିଲ୍ର ଆମାଜନସ୍ ପ୍ରଦେଶରୁ ଆସିଥିବା ଚାରିଜଣ ପର୍ଯ୍ୟଟକଙ୍କ ଠାରେ ନୂଆ ‘ଷ୍ଟ୍ରେନ୍’ର ଅନ୍ୟ ଏକ କରୋନାଭାଇରସ୍…

ଓଡ଼ିଶାରେ ନାହିଁ ବ୍ରିଟେନ୍‌ର ନୂଆ ଭୂତାଣୁ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର: ଓଡ଼ିଶାରେ ନାହିଁ ବ୍ରିଟେନ୍‌ର ନୂଆ ଭୂତାଣୁ। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତିଙ୍କ ଜିନମ୍‌ ସିକ୍ୱେଏନସିଂ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଯେତିକି ଜିନମ୍‌ ସିକ୍ୱେଏନ୍‌ସିଂ ଟେଷ୍ଟ…

ବଢୁଛି କରୋନାର ନୂଆ ଷ୍ଟ୍ରେନ୍‌! ବର୍ତ୍ତନାମ ସୁଦ୍ଧା ଭାରତରେ ୨୦ଜଣ ବ୍ରିଟେନ ଫେରନ୍ତାଙ୍କ ଠାରେ ନୂଆ ଷ୍ଟ୍ରେନ୍‌…

ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନାର ନୂଆ ଷ୍ଟ୍ରେନ୍‌ । ବର୍ତ୍ତନାମ ସୁଦ୍ଧା ଦେଶରେ ୨୦ଜଣ ବ୍ରିଟେନ ଫେରନ୍ତାଙ୍କ ଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ୮ ଜଣ ଅଛନ୍ତି । ଗତକାଲି ୬ ଜଣଙ୍କ ନିକଟରେ ଲକ୍ଷଣ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୨୦କୁ ବୃଦ୍ଧି…

ଚିନ୍ତା ବଢାଉଛି ଖବର: ଦେଶରେ ୬ଜଣଙ୍କ ମଧ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ

ନୂଆଦିଲ୍ଲୀ:  ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । କରୋନା ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର ବୋଲି କୁହାଯାଉଛି । ତେବେ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଥିବାବେଳେ, ପୁଣି ଦେଶରେ ଆଉ ୬ଟି ନୂଆ କେସ୍‌ ଚିହ୍ନଟ ହୋଇଛି । ୬ ଜଣ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ନୂଆ…

ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌: ରାଜଧାନୀର ଜଣେ ବ୍ରିଟେନ୍‌ ଫେରନ୍ତା ୪ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ରାଜ୍ୟର ଆଉ ଜଣେ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜଧାନୀର ଜଣେ ୪ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ ପରେ ପୁଣି ଭୟ ବଢିଛି । ବାପା, ମାଆଙ୍କ ସହ ସେ ଗତ ୨୦ ତାରିଖରେ ଫେରିଥିଲେ । ବ୍ରିଟେନ୍‌ରୁ ନୂଆଦିଲ୍ଲୀ…

ଭୟ ଖେଳାଉଛି କରୋନାର ନୂଆ ଷ୍ଟ୍ରେନ୍‌: ଲଣ୍ଡନରେ ଆଉ ୨ ପ୍ରକାରର କୋଭିଡ୍ ଭୂତାଣୁ ଚିହ୍ନଟ

ଲଣ୍ଡନ: ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ଲଣ୍ଡନରେ ଆଉ ୨ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହା ଅଧିକ ଭୟଙ୍କର ବୋଲି କୁହାଯାଉଛି । ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ କହିଛନ୍ତି, ଏହି ଦୁଇ ନୂଆ ଭାଇରସ୍‌ ଦକ୍ଷିଣ ଆଫ୍ରିକାରୁ ଆସିଛି । ଦକ୍ଷିଣ…