Browsing Tag

corona news

ଭାରତରେ ପୁଣି ସୃଷ୍ଟି ହୋଇପାରେ ସାଂଘାତିକ ପରିସ୍ଥିତି! କରୋନା ଦ୍ୱିତୀୟ ଲହର ଭଳି ବଢ଼ିପାରେ ମୃତ୍ୟୁ ମାମଲା; ମିଳିତ…

କରୋନାର ଓମିକ୍ରନ୍ ଭାରିଆଣ୍ଟ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦିନକୁ ଦିନ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୦୨୧ ଏପ୍ରିଲରୁ ଜୁନ୍ ମଧ୍ୟରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ମାରାତ୍ମକ…

ଆମେରିକାରେ କ୍ୱାରେଣ୍ଟାଇନ ୫ ଦିନ! ପୂର୍ବରୁ ଥିଲା ୧୦, ଏବେ ନୂଆ ନିୟମ ଜାରି କଲେ ସରକାର, ସବୁ ଜାଗାରେ ମାସ୍କ…

ଓମିକ୍ରନର ବଢ଼ୁଥିବା ବିପଦ ଭିତରେ ଆମେରିକା କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ପାଇଁ କ୍ୱାରେଣ୍ଟାଇନର ଅବଧିକୁ ୧୦ ଦିନରୁ ହ୍ରାସ କରି ୫ ଦିନ କରି ଦେଇଛି। ଏଥି ସହିତ ଯେଉଁମାନେ ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହି ଅବଧିକୁ ହ୍ରାସ କରାଯାଇଛି। ଦେଶର ରୋଗ ନିୟନ୍ତ୍ରଣ…

କରୋନାରେ ନିଜ ନେଗେଟିଭ ରିପୋର୍ଟକୁ ନେଇ ଟ୍ରୋଲ ହେବା ପରେ ଏମିତି ବର୍ଷିଲେ ଅଭିନେତ୍ରୀ କଙ୍ଗନା

କଙ୍ଗନା ରଣାୱତ କିଛି ଦିନ ପୂର୍ବରୁ କରୋନା ନେଗେଟିଭ ହେବାର ଖବର ସାମ୍ନାକୁ ଆସିଥିଲା । ଏହାକୁ ନେଇ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହାକୁ ନେଇ କିଛି ଲୋକ ମିଥ୍ୟା ବୋଲି କହିଥିଲେ ।ଏହାର ପ୍ରମାଣ ମଧ୍ୟ ମାଗିଥିଲେ । ତାଙ୍କ ମତରେ ଏହି ଖବର ମିଥ୍ୟା ବୋଲି ସେ କହୁଥିଲେ । ଏହାକୁ ନେଇ…

କରୋନା ସମୟରେ ମଧୁମେହ ରୋଗୀ ରଖନ୍ତୁ ନିଜକୁ ସତର୍କ, ମାନନ୍ତୁ ଏହି ନିୟମ

କରୋନା ଭାଇରସର ପ୍ରଭାବ ଲଗାତାର ଭାବେ ବଢ଼ିବାରେ ଲାଗିଛି । ମାସ୍କ, ସାନିଟାଇଜର ସହ ଏବେ ଭ୍ୟାକସିନ ମଧ୍ୟ ଲୋକଙ୍କୁ ଦିଆଯାଉଛି । ଶରୀରିକ ଦୂରତା ସହିତ ନିଜକୁ ସତର୍କ ରହିବା ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଛି । ତେବେ ଏହି ସମୟରେ ମଧୁମେହ ରୋଗୀ ବେଶି ସଚେତନ ରହିବା ଆବଶ୍ୟକ । କାରଣ ଏହି…

କରୋନାରେ ସଂକ୍ରମିତ ହେଉଥିବା ଯୁବବର୍ଗଙ୍କ ସଂଖ୍ୟା ଅଧିକ, ରିପୋର୍ଟରୁ ପ୍ରକାଶ

ଦେଶରେ କରୋନାର ୨ୟ ଲହର ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । କିଛିଦିନ ପୂର୍ବରୁ ୪ଲକ୍ଷ କେସ ଗୋଟିଏ ଦିନରେ ଆସିଥିଲା । ତେବେ ସର୍ଭେରୁ ଜଣା ପଡିଛି ଯେ, ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବୟସ ବହୁତ କମ ରହିଛି । ଅର୍ଥାତ କରୋନାର ୨ୟ ଲହର ଏବେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଦେଖିବାକୁ…

‘O’ ବ୍ଲଡ ଗ୍ରୁପ ବ୍ୟକ୍ତିମାନଙ୍କ ପାଖେ ଦେଖାଯାଏ ନାହିଁ କରୋନା ଲକ୍ଷଣ, ରିସର୍ଚ୍ଚରୁ ପ୍ରକାଶ

କୋଭିଡ ମହାମାରୀରେ ପ୍ରତିଦିନ କିଛି ନା କିଛି ରିସର୍ଚ୍ଚ ସାମ୍ନାକୁ ଆସୁଛି । ଏହି ସମୟରେ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଛି । ଏହି ରିସର୍ଚ୍ଚରେ ଆପଣଙ୍କ ବ୍ଲଡ ଗ୍ରୁପ ଆପଣଙ୍କୁ କରୋନାରୁ ସୁରକ୍ଷା ଦେବ । ଏହି ସର୍ଭେ ଅନୁଯାୟୀ 'AB' ଏବଂ 'B'…

କରୋନା ପରେ ବ୍ୟକ୍ତିଙ୍କର ଆଖି ରଙ୍ଗ ପରିବର୍ତ୍ତନ ସହ ମତିଭ୍ରମ ଭଳି ସମସ୍ୟା ଦେଖାଯାଉଛି, ଜାଣନ୍ତୁ

କରୋନା ସଂକ୍ରମଣର ପ୍ରଭାବ ସୁସ୍ଥ ଥିବା ପରେ ମଧ୍ୟ ଦେଖାଯାଉଛି । କରୋନାକୁ ହରେଇଥିବା ଲୋକଙ୍କ ମଧ୍ୟରେ ଏବେ ନୂଆ ସମସ୍ୟା ଦେଖାଯାଉଛି । ଆଖିର ରଙ୍ଗ ପରିବର୍ତ୍ତନ ହେବା ସହ କେତେଜଣଙ୍କ ପାଖରେ ଭୁଲିବା ସମସ୍ୟା ଦେଖାଯାଉଛି । ତେଣୁ ଏଥିପାଇଁ ଉତ୍ତମ ଡାଏଟର ଆବଶ୍ୟକତା ରହିଛି । ଏହା ବ୍ୟତିତ…

କରୋନା ପାଇଁ ନିଆଗଲା ନିଷ୍ପତ୍ତି, ଏବେ ପିଲାଙ୍କୁ ଦିଆଯିବ Pfizer-BioNotech ଭ୍ୟାକସିନ

ସାରା ଦୁନିଆରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା କରୋନାର ୨ୟ ଲହର ଏବେ ବେଶି ମାରାତ୍ମକ ହେବାରେ ଲାଗିଛି । ମଣିଷ ଜୀବନ ବହୁ ମୂଲ୍ୟବାନ । ତେଣୁ ସରକାର ଏହି ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ନିମିତ୍ତ ଭ୍ୟାକସିନ ବାହାର କରିଛନ୍ତି । ଏହି କ୍ରମରେ ପ୍ରଥମେ…

କରୋନା ଜନିତ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିଲେ କିଛି ଏଭଳି ପୋଷ୍ଟ, ଦେଖନ୍ତୁ

କରୋନର ୨ୟ ଲହର ସତେ ଯେପରି ସମସ୍ତଙ୍କ ଜୀବନ ନେବାକୁ ପ୍ରଣ କରିଛି । ଗତ ବର୍ଷରୁ ଏବର୍ଷ ପର୍ଯ୍ୟନ୍ତ କାହିଁ କେତେ ଲୋକ ମୃତ୍ୟୁ ବରଣ କଲାଣି । କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଥିରେ ଟଳମଳ ହୋଇନାହିଁ ବରଂ ଆର୍ଥିକ, ବୃତ୍ତିଗତ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ଲୋକ ନାହିଁ ନଥିବା ଅସୁବିଧାର…

ଆମେରିକା ଉପରାଷ୍ଟ୍ରପତି କମଲା ହରିସ ଶୁକ୍ରବାର ପ୍ରବାସୀ ଭାରତୀୟଙ୍କୁ କରିବେ ସମ୍ବୋଧନ

ଆମେରିକା ଉପରାଷ୍ଟ୍ରପତି କମଲା ହରିସ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି । ଏଥିରେ ସେ ଭାରତୀୟଙ୍କୁ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରିବେ । ମିତ୍ର ଦେଶ ଭାରତରେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ହିଁ ଏହାକୁ ନେଇ ଏକ ଅପିଲ ଦାୟର…

କରୋନା କାଳରେ ଏବେ ମୁଖ୍ୟ ସମସ୍ୟା ବଢ଼ୁଥିବା ବାୟୁପ୍ରଦୂଷଣ ସହ ଅକ୍ସିଜେନ ଅଭାବ

କରୋନା କାଳରେ ଅତ୍ୟଧିକ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବଡ ଚ୍ୟାଲେଞ୍ଜ ଦେଇଛି । ଏହି ସମୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଲୋକଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ସାରା ଦେଶ ଚିନ୍ତାଗ୍ରସ ହୋଇପଡିଛି । ଅକ୍ସିଜେନ ଅଭାବ ଏବେ ସାରା ଦେଶରେ ଦେଖିବାକୁ…

ଶ୍ୱାସରୋଗୀ ହୋଇଥିଲେ ମାନନ୍ତୁ ଏହି ସତର୍କତା, ନଚେତ୍‌ ହସ୍ପିଟାଲର ହେବେ ସମ୍ମୁଖିନ

ଦେଶରେ କରୋନା ଭାଇରସର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ କରୋନାର ନୂଆ ଷ୍ଟ୍ରେନ ଅଧିକ ମାତ୍ରାରେ ଲୋକଙ୍କୁ ଗ୍ରାସ କରୁଛି। ସମାଜ ପାଇଁ ଏହା ବହୁ କ୍ଷତିକାରକ। ସାଧାରଣତଃ ଏହା ଆସ୍ଥମା ଅର୍ଥାତ ଶ୍ୱାସରୋଗୀଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଆସ୍ଥମା…