Browsing Tag

corona news india

କରୋନା ରୋଗୀଙ୍କୁ ଖାଦ୍ୟ ଦେଇ ଚର୍ଚ୍ଚାକୁ ଆସିଲେ ଆଦ୍ୱିକ, ଫଟୋ ହେଲା ଭାଇରାଲ

ବିଶ୍ୱାସ ରହିଛି ଯେ, ଛୋଟ ପିଲାଙ୍କ ଶରୀରରେ ଭଗବାନ ବାସ କରନ୍ତି । ମନରେ କିଛି କପଟ ଭାବ ନରଖି ମନରେ ଯାହା ଭାବନ୍ତି କହିଦିଅନ୍ତି । ଆଜି ଆମେ ଆପଣଙ୍କୁ ସେଭଳି କିଛି ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।…

ଭାରତରେ କରୋନାକୁ ଗୋଟିଏ ଡୋଜରେ ହରାଇବ Sputnik-V ଭ୍ୟାକସିନ, ରିପୋର୍ଟରୁ ପ୍ରକାଶ

କରୋନାର ୨ୟ ଲହରରେ ଭାରତ ଭ୍ୟାକସିନକୁ ନେଇ ଚିନ୍ତାରେ ପଡିଛି । ସବୁ ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ଚେଷ୍ଟା ମଧ୍ୟ ଜାରି ରଖିଛି । ଏଥିପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଭ୍ୟାକସିନ ଦିଆଯାଉଛି । ଏହାପରେ ଏବେ ଭ୍ୟାକସିନ ରୂପେ Sputnik-V ମଧ୍ୟ ଆସନ୍ତା ସପ୍ତାହରେ ମାର୍କେଟରେ ଉପଲବ୍ଧ ହେବାକୁ…

ଭ୍ୟାକସିନ ନେବା ପୂର୍ବରୁ ଓ ପରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ, ରିପୋର୍ଟରେ ପ୍ରକାଶ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ଏବେ ପର୍ଯ୍ୟନ୍ତ ଅନେକ ଲୋକ ନିଜ ଜୀବନ ମଧ୍ୟ ହାରିସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । କେବଳ ଭ୍ୟାକସିନ ବାହାରିଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ଭ୍ୟାକସିନ…

ଘରେ ପଶିବାକୁ ଦେଲାନି ଘର ମାଲିକ, ୨ ବର୍ଷର ଛୁଆ ଓ ସ୍ୱାମୀ ସହିତ ୨ ଦିନ ଟ୍ୟାକ୍ସିରେ ବିତାଇଲେ କରୋନା ସଂକ୍ରମିତ ମହିଳା

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ମହିଳାଙ୍କୁ ନିଜ ସ୍ୱାମୀ ଓ ୨ ବର୍ଷର ଛୁଆ ସହିତ ଏକ ଟ୍ୟାକ୍ସିରେ ଦୁଇ ରାତି କଟେଇବାକୁ ପଡ଼ିଛି। କାହିଁକି ନା, ତାଙ୍କ ଘର ମାଲିକ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭଡ଼ା ଘରେ…

କୋଭିଡର ୧୭କୋଟି ଡୋଜ ଦେଇ ଭାରତ ରହିଛି ସବୁଠୁ ଆଗରେ, ରିପୋର୍ଟରୁ ପ୍ରକାଶ

କରୋନାରୁ ବଞ୍ଚିବା ପାଇଁ ଏବେ ଏକ ମାତ୍ର ସାହାରା । ଆଉ ସେ ସାହାରା ହେଉଛି ଭ୍ୟାକସିନ । ଯାହାକୁ ଦେବାରେ ଭାରତ ପ୍ରଥମ ସ୍ଥାନରେ ରହିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଦିନ ଏହି ସୂଚନା ଜାରି କରାଯାଇଛି ।  କୋଭିଡ ମହାମାରୀ ପାଇଁ ୧୭ କୋଟିରୁ ଅଧିକ ଟିକା ଦେଇ ଭାରତ…

କରୋନାର ୩ୟ ଲହର ପାଇଁ ଆସିଲା ନୂଆ ଗାଇଡଲାଇନ୍ସ,, ଜାଣନ୍ତୁ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ପ୍ରଥମ ୱେଭ ପରେ କରୋନାର ୨ୟ ଲହର ମାଡ଼ କରିଛି ।  ୩ୟ ଲହରକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟ ବେଜ୍ଞାନିକ ଆଡଭାଇଜର ବିଜୟ ରାଘବନ କହିଛନ୍ତି ଯେ, ଯଦି ଆମେ ସଚେତନ ହୋଇ ରହିବା ତେବେ ଆମେ ସମସ୍ତେ କରୋନାର ୩ୟ…

କରୋନା ପାଇଁ ଭାରତକୁ ପବଜି କମ୍ପାନୀ ତରଫରୁ ମିଳିଲା ୧.୫ କୋଟି ଟଙ୍କାର ସହାୟତା ରାଶି

କରୋନା ମହାମାରୀ କାରଣରୁ ପ୍ରାୟ ସବୁ ଦେଶରେ ଆର୍ଥିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପବଜି ମୋବାଇଲ ପବ୍ଲିସର କ୍ରାଫଟନ ପକ୍ଷରୁ ଭାରତକୁ ୧.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ପିଏମ୍ କେୟାରସ୍ ଫଣ୍ଡକୁ ପଠାଯାଇଛି ।…

କେମିତି ପ୍ରସ୍ତୁତ ହୁଏ ଅକ୍ସିଜେନ, ଅମ୍ଳଜାନ ଗ୍ୟାସକୁ ସିଲିିଣ୍ଡର ମଧ୍ୟରେ କେମିତି ରଖାଯାଉଛି ? ସବୁର ଉତ୍ତର ଜାଣନ୍ତୁ

ସାରା ଦୁନିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁୁଛନ୍ତି। ତେବେ ଏହାକୁ ନେଇ ଅନେକ ସମସ୍ୟା ଉପୁଜୁଥିବା ବେଳେ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚଡ଼କ ପଡିଛି। କରୋନା ଭାଇରସ ପାଇଁ ଅକ୍ସିଜେନ ସମସ୍ୟା ମୁଣ୍ଡ ଟେକିଥିବା ବେଳେ କିଛି…

ଯୋଦ୍ଧା ଆକବର୍‌ର ଯୋଦ୍ଧାବାଈ ପରିଧି ଶର୍ମା କରୋନା ପଜିଟିଭ, ଇନଷ୍ଟାରେ ଦେଲେ ସୂଚନା

ସାରା ଦେଶରେ କରୋନା ଭାଇରସର ପ୍ରଭାବ ବୃଦ୍ଧି ହେବାରେ ଲାଗିଛି। ଭାରତରେ ତାର କାୟା ବିସ୍ତାର ହେଉଛି। ପ୍ରତିଦିନ କରୋନାକୁ ନେଇ ଅନେକ ଲୋକ ସଂକ୍ରମିତ ହେଉଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଓଡ଼ିଶା ଆଦି ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକ କରୋନା ମହାମାରୀରେ ଆକ୍ରାନ୍ତ…