Browsing Tag

corona outbreak

କରୋନା ସ୍ଥିତି ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କଟକ ଓ ଖୋର୍ଦ୍ଧାକୁ ମିଳିବ ୧୫…

ଭୁବନେଶ୍ଵର: ଓଡ଼ିଶାର ଗଂଜାମ, କଟକ, ଖୋର୍ଦ୍ଧା ଜିଲ୍ଲା କରୋନାରେ ସର୍ବାଧିକ ପ୍ରଭାବିତ । ଗତକାଲି ଗଞ୍ଜାମ ଜିଲ୍ଲା ସ୍ଥିତି ସମୀକ୍ଷା ପରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରୋନା ସ୍ଥିତି…

ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ, ନୂଆ ଜିଲ୍ଲା ଭାବେ ସୋନପୁର ହେଲା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ। ଏହାକୁ ମିଶାଇ ୧୫୦୦ ପାରି କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ କଟକରେ ସର୍ବାଧିକ ୧୬ଜଣ ପିଜିଟିଭ୍‌ ବାହାରିଛନ୍ତି। ଏହାସହ ବଲାଙ୍ଗିରରୁ ୧୪ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି…

କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଗଞ୍ଜାମ: ପ୍ରବାସୀଙ୍କୁ କୋଭିଡ୍‌-୧୯ ପାଠ। କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶସାନ ପକ୍ଷରୁ ନୂଆ ନିୟମାବଳି ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ…

କରୋନା ଅଟକାଇ ପାରିଲାନି ବାହାଘର, ମାସ୍କ ପିନ୍ଧି ବେଦୀରେ ବସିଲେ ବର କନ୍ୟା

ତାଳଚେର /ସୁନ୍ଦରଗଡ଼: ନା ବାଜା ବାଜଣା, ନା ବାଣ କି ବରଯାତ୍ରୀ । ବନ୍ଧୁ ବାନ୍ଧବଙ୍କ କୋଳାହଳ ବି ନାହିଁ । ମାତ୍ର ୬ଟି ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ । କରୋନା କଟକଣା ଯୋଗୁଁ ନିରାଡମ୍ବରେ ହୋଇଛି ବାହାଘର। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି । ତାଳଚେର ସନ୍ଥପଡ଼ା ଗାଁର…