Browsing Tag

corona pandemic

ଦେଶର ପ୍ରଥମ ସହର ଭାବେ ଦିଲ୍ଲୀରେ କରୋନା ପାଇଁ ଲାଗୁ ହେଲା Graded Response Action ପ୍ଲାନ

କରୋନା କାଳରେ ସବୁ କିଛି ପ୍ରଭାବିତ ହୋଇଥିବା ବେଳେ ଲୋକଙ୍କୁ ଏଥିରୁ ସୁରକ୍ଷିତ ରଖିବା ପାଇଁ ଅନେକ ନିୟମ ଲାଗୁ କରାଯାଉଛି। ସମସ୍ତ ରାଜ୍ୟ ସରକାର ନିଜ ରାଜ୍ୟକୁ ଗୁରୁତ୍ୱ ଦେବାକୁ ଯାଇ ଯଥେଷ୍ଟ ସତର୍କ ରହୁଛନ୍ତି। ଏବେ କରୋନାର ୩ୟ ଲହରକୁ ଧ୍ୟାନରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ  Graded…

କରୋନାରେ “ଯୋଦ୍ଧା ଆକବର”ର ଏହି ଅଭିନେତାଙ୍କ ଅବସ୍ଥା ହେଲା ଶୋଚନୀୟ, ଜାଣନ୍ତୁ

ଜିଟିଭିରେ ପ୍ରସାରିତ ହୋଇଥିବା ପପୁଲାର ଟିଭି ସିରିୟଲ "ଯୋଦ୍ଧା ଆକବର"ରେ କାମ କରିଥିବା ଏହି ଅଭିନେତାଙ୍କ ଜୀବନରେ ଆସିଛି ସମସ୍ୟାର ଝଡ଼। ଅଭିନେତାଙ୍କ ନାମ ହେଉଛି ଲୋକେନ୍ଦ୍ର ସିଂ। ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଏହି ଅଭିନେତା ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କାରଣରୁ ଅନ୍ୟାନ୍ୟ ରୋଗରେ…

କରୋନା ସମୟରେ ଛୋଟ ଶିଶୁଙ୍କର କେମିତି ନେବେ ଯତ୍ନ, ଜାଣନ୍ତୁ

କରୋନା ମହାମାରୀ ଯୋଗୁଁ ସମସ୍ତ ବିଶ୍ବରେ ହାହାକାର ପରିସ୍ଥିତି। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ବେଶ ଘାତକ ବୋଲି ବିଶେଷଜ୍ଞ କରିସାରିଲେଣି। ଲୋକଙ୍କ ମନରେ ଭ୍ରାନ୍ତ ଧାରଣ ଥିଲା କି, ଛୋଟପିଲାଙ୍କୁ କରୋନା ସଂକ୍ରମଣ ହେଉନାହିଁ! କିନ୍ତୁ ଦ୍ବିତୀୟ ଲହରରେ ସେ ବିଶ୍ବାସ…

କରୋନା ମହାମାରୀ ଲଢେଇରେ ସାମିଲ ହେବା ପାଇଁ ଆଗେଇ ଆସିଲେ ସଲମାନ, ବାଣ୍ଟିଲେ ୫ ହଜାର ଖାଦ୍ଯ ପ୍ଯାକେଟ୍

ବଲିଉଡର ଭାଇଜାନ ସଲମାନ ଖାନ କରୋନା ମହାମାରୀ ଲଢେଇରେ ସାମିଲ ହେବାକୁ ପୁଣିଥରେ ଆଗେଇ ଆସିଛନ୍ତି। ସଲମାନ ଅଗ୍ରିମ ଫ୍ରଣ୍ଟଲାଇନ ୱାର୍କରଙ୍କ ପାଇଁ ୫ ହଜାର ଖାଦ୍ଯ ପ୍ଯାକେଟ ପହଞ୍ଚାଇଛନ୍ତି। ଏହି କାମରେ ସଲମାନଙ୍କ ଟିମ୍ ନୁହେଁ ବରଂ ନିଜେ ସଲମାନ ଦେଖାଶୁଣା କରୁଛନ୍ତି। ଏବେ ଏହାର ଭିଡିଓ ସୋସିଆଲ…

ଫ୍ରାନ୍ସକୁ ପୁଣି ଫେରିଲା କରୋନା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍‌ଡାଉନ୍‌ ଘୋଷଣା କଲେ ମାକ୍ରନ ସରକାର

ଫ୍ରାନ୍ସରେ କରୋନା ସ୍ଥିତି ଉଦ୍‌ବେଗଜନକ । ଦେଶକୁ ପୁଣି ଫେରିଲା କରୋନା ସଂକ୍ରମଣ । କରୋନା ସଂକ୍ରମଣ ରୋକିବାକୁ ଫ୍ରାନସ୍‌ ସରକାର ପୁଣି ଥରେ କଡ଼ା ପଦକ୍ଷେପ ନେଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦ୍ୱିତୀୟ ଥର ପାଇଁ ଜାତୀୟ ସ୍ତରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।…

ଆଜିଠାରୁ ଝାରସୁଗୁଡା ସାପ୍ତାହିକ ସଟ୍‌ଡାଉନ୍‌, କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ଝାରସୁଗୁଡା: ଝାରସୁଗୁଡା ସଟ୍ ଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ସଟ୍‌ଡାଉନ୍ ନିଷ୍ପତି‌। ଝାରସୁଗୁଡା ସହର ସମେତ ବ୍ରଜରାଜନଗର ଓ ବେଲପାହାଡକୁ ଆଜିଠାରୁ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି। ଗତ ୨ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜିଲ୍ଲା…

କରୋନା ଯୋଗୁଁ ଚାଲିଯାଇଛି କି ଚାକିରି ? ଘରେ ବସି କମାଇପାରିବେ ଟଙ୍କା

କରୋନା ମହାମାରୀ ଯୋଗୁଁ ଦେଶରେ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ପ୍ରାଇଭେଟ କମ୍ପାନୀ କର୍ମଚାରୀଙ୍କ ବେତନ କାଟିବା ସହିତ କର୍ମଚାରୀଙ୍କୁ ଚାକିରିରୁ ମଧ୍ୟ ଛଟେଇ କରିଦେଇଛି। ତେବେ ଏହି ମହାମାରୀ ସମୟରେ ନୂଆ ଚାକିରି ପାଇବା ବହୁତ କଷ୍ଟକର ବ୍ୟାପାର। ତେବେ ଅନଲାଇନ ରିଟେଲକୁ ଛାଡି ସମସ୍ତ…

କରୋନା ମହାମାରୀକୁ ରୋକିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ, କାନ୍ଥ ବାଡରେ ଚିତ୍ର ଆଙ୍କି କରାଯାଉଛି…

ମୟୂରଭଞ୍ଜ: କରୋନା ମହାମାରୀକୁ ରୋକିବା ପାଇଁ ଚାଲିଛି ଯୋରଦାର ପ୍ରୟାସ । ଏହାକୁ ନଜର ରଖିରେ ବିଭିନ୍ନ ସ୍ତରରେ ଚାଲିଛି ଲୋକଙ୍କୁ ସଚେତନା କରିବାର ନୂଆ ନୂଆ ଯୋଜନା। ଏହାରି ଭିତରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା…

ଚାକିରି ଚାଲିଯିବାରୁ ପରିବା ବିକିବାକୁ ବାଧ୍ୟ ହେଲେ ଏହି ସଫ୍ଟୱେୟାର ଇଞ୍ଜିନିୟର, ଜାଣିବା ପରେ ନିଯୁକ୍ତି ଦେଲେ ସୋନୁ…

କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ କେବଳ ଶ୍ରମିକଙ୍କ ପାଇଁ ନୁହେଁ ବରଂ ପ୍ରତିଟି ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୋନୁ ଏବେ ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ସାହାଯ୍ୟ କରିଛନ୍ତି। କରୋନା ଯୋଗୁ ଉକ୍ତ…