ଏ କି ଖାମ୍ଖିଆଲି! ଜୀବିତ ବୃଦ୍ଧଙ୍କୁ ପଲିଥିନରେ ପ୍ୟାକ୍ କରି ମୁର୍ଦାଘର ପଠାଇ ଦେଲେ ଡାକ୍ତର; ଆଉ ତା’ ପରେ…
କରୋନା ମହାମାରୀ ଏବେ ବି ଏହି ଦୁନିଆରୁ ଶେଷ ହୋଇ ନାହିଁ। ବିଶ୍ୱର ଅନେକ ଦେଶରେ କରୋନା କାସ୍ତା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ କରୋନା ବିପଦରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ଲୋକଙ୍କୁ ନାନା ପରାମର୍ଶ ଦେଉଛନ୍ତି। ତଥାପି ଲୋକଙ୍କ ମନରେ କରୋନାକୁ ନେଇ ଭୟ ଓ ଆଶଙ୍କା ଭରି ରହିଛି।…