Browsing Tag

corona patient detected in bhubaneswar

ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ପୁଣି ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଚିନ୍ତା ବଢାଉଛି କରୋନା । ସଂକ୍ରମିତ ସଂଖ୍ୟାରେ ଲାଗୁନି ବ୍ରେକ। ଦୈନିକ ନୂଆ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢି ହଟସ୍ପଟ ଜୋନରେ ପରିଣତ ହୋଇଥିବା ରାଜଧାନୀ ଭୁବନେଶ୍ବରରେ ଚିନ୍ତା ବଢାଉଛି ଲୋକାଲ କଣ୍ଟାକ୍ଟ କେସ୍। ଆଜି ପୁଣି ଭୁବନେଶ୍ୱରରୁ ଆଉ ୧୨୮ କରୋନା…