Browsing Tag

corona patient

ଏ କି ଖାମ୍‌ଖିଆଲି! ଜୀବିତ ବୃଦ୍ଧଙ୍କୁ ପଲିଥିନରେ ପ୍ୟାକ୍‌ କରି ମୁର୍ଦାଘର ପଠାଇ ଦେଲେ ଡାକ୍ତର; ଆଉ ତା’ ପରେ…

କରୋନା ମହାମାରୀ ଏବେ ବି ଏହି ଦୁନିଆରୁ ଶେଷ ହୋଇ ନାହିଁ। ବିଶ୍ୱର ଅନେକ ଦେଶରେ କରୋନା କାସ୍ତା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ କରୋନା ବିପଦରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ଲୋକଙ୍କୁ ନାନା ପରାମର୍ଶ ଦେଉଛନ୍ତି। ତଥାପି ଲୋକଙ୍କ ମନରେ କରୋନାକୁ ନେଇ ଭୟ ଓ ଆଶଙ୍କା ଭରି ରହିଛି।…

ସାଂଘାଇରେ ଶେଷ ହେଉଛି ରାସନ; ଗାଏବ କରାଯାଉଛି କରୋନା ରୋଗୀ! ଜାଣନ୍ତୁ କେମିତି ରହିଛି ସ୍ଥିତି

ଚୀନରେ ବର୍ତ୍ତମାନ କରୋନା ଭାଇରସ୍‌ରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ୨୭ରୁ ଅଧିକ ରାଜ୍ୟ କରୋନା ମହାମାରୀ କବଳରେ ଫସିଛି। ଦେଶରେ ଗତ ୨୪ ଘଣ୍ଟାରେ କରୋନାର ୧୬ ହଜାର ୪୧୨ ନୂଆ ମାମଲା ଚିହ୍ନଟ କରାଯାଇଛି। ସାଂଘାଇରେ ଗୋଟିଏ ଦିନରେ ରେକର୍ଡ ୮ ହଜାର ୫୮୧ ମାମଲା ଚିହ୍ନଟ ହୋଇଛି। ଦେଶର…

ଆଉ ଏକ ନୂଆ ସମସ୍ୟା, କରୋନା ରୋଗୀଙ୍କୁ ବୋନ୍‌ ଡେଥ୍‌ ବିପଦ

କୋଭିଡ୍‌ ରୋଗୀଙ୍କୁ ବୋନ୍‌ ଡେଥ୍‌ ବିପଦ। ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ସୃଷ୍ଟି କରିଥିବାବେଳେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବା ପରେ ଲୋକଙ୍କ ନିକଟରେ ବ୍ଲାକ ଫଙ୍ଗସ୍‌, ମଧୁମେହ, ରକ୍ତଜମାଟ ବାନ୍ଧିବା ଓ ହୃଦରୋଗ ଭଳି ବହୁ ସମସ୍ୟା ଦେଖାଯାଉଛି। ଏପରିସ୍ଥଳେ ବର୍ତ୍ତମାନ ଡାକ୍ତରମାନେ…

ମହାରାଷ୍ଟ୍ର: ଜୁଇରେ ନିଆଁ ଲଗାଇବା ପୂର୍ବରୁ ହଠାତ ଉଠି ବସିଲେ କରୋନା ରୋଗୀ, ଆଖି ଖୋଲିବା ପରେ କାନ୍ଦିବାକୁ ଲାଗିଲେ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦିନକୁ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ବିଗତ କିଛିଦିନ ତଳେ ଅନେକ ସହରର ଶ୍ମଶାନ ଘାଟରେ ଶହ ଶହ ସଂଖ୍ୟାରେ ଶବ ପୋଡା ଯାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ଯଦିଓ ଏବେକାର ସ୍ଥିତି ପୂର୍ବଠୁ ସାମାନ୍ୟ ସୁଧୁରିଛି। କିନ୍ତୁ…

ଅଜୟ ଦେବଗନଙ୍କ ହିରୋଇନ ଆକାଂକ୍ଷା ସିଂ କରୋନା ରୋଗୀଙ୍କ ପାଇଁ ଅନଲାଇନରେ କରିବେ ନିଜ ଡ୍ରେସ ସେଲ

କରୋନାର ଏହି ଜଟିଳ ପରିସ୍ଥିତିରେ ସମସ୍ତେ ନିଜ ତରଫରୁ କିଛି ନା କିଛି ସହଯୋଗର ହାତ ବଢ଼ାଉଛନ୍ତି । ଏ ପରିସ୍ଥିତିରେ ବଲିଉଡ଼ ସେଲିବ୍ରେଟି ମଧ୍ୟ ବାଦ ପଡି ନାହାନ୍ତି । ଲୋକଙ୍କୁ ସାହାଯ୍ୟ କରିବା ନିମିତ୍ତ ସୋସିଆଲ ମିଡିଆରେ ଅନେକ ଅଭିଯାନ ଆରମ୍ଭ ହୋଇଛି । ଏହି ସ୍ଥଳରେ କିଛି ବ୍ୟକ୍ତି ନିଜ…

ଯାଜପୁର:ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର…

ବରଗଡ଼: ଆମ୍ବୁଲାନ୍ସ ଆସିଲାନି କି ପିପିଇ କିଟ୍ ମିଳିଳାନି, ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ହସ୍ପିଟାଲ ଆସିଲେ କରୋନା…

ବରଗଡ଼(କେନ୍ୟୁଜ୍):  ରେନକୋର୍ଟ ପିନ୍ଧି ହସ୍‌ପିଟାଲ ଆସିଲେ କରୋନା ଆକ୍ରାନ୍ତ । ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ମୋଟର ସାଇକେଲ ଯୋଗେ ହସପିଟାଲ ଆସିଛନ୍ତି କରୋନା ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଇଚ୍ଛାପାଲି ଗାଁରେ । ଗାଁର…

କରୋନା ରୋଗୀ ଅନୁଭବ କରିବେ ନାହିଁ ଏକୁଟିଆପଣ, ନର୍ସ ବାହାର କଲେ ବଢ଼ିଆ ଉପାୟ, ଦେଖନ୍ତୁ ଫଟୋ

ସାରା ବିଶ୍ୱ ଏବେ ବି କରୋନା ମହାମାରୀ ସହ ଜୁଝି ହେଉଛି। ଏହାରି ଭିତରେ ବ୍ରାଜିଲ୍‌ରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ କୋଭିଡ୍‌ ପଜିଟିଭ ଥିବା ଜଣେ ରୋଗୀ ଯେପରି କୌଣସି ବି ପରିସ୍ଥିତିରେ ଏକୁଟିଆପଣ ଅନୁଭବ ନ କରିବେ, ସେଥିପାଇଁ ଜଣେ ନର୍ସ ଏକ ବଢ଼ିଆ ଉପାୟ ବାହାର କରିଛନ୍ତି,…

କରୋନା ରୋଗୀଙ୍କ ୨୨ ଦିନର ବିଲ୍‌ ୭ ଲକ୍ଷ, Apple ହସ୍ପିଟାଲକୁ ନୋଟିସ୍‌ ଜାରି କଲା ଜିଲ୍ଲା ପ୍ରଶାସନ

କରୋନା ଚିକିତ୍ସା କରିବା ନାଁରେ ରୋଗୀଙ୍କୁ ଲୁଟିଚାଲିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ସାମାନ୍ୟ ଚିକିତ୍ସା କରି ଧରାଇ ଦେଉଛନ୍ତି ଲମ୍ବା ବିଲ୍‌। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋରରେ। ଏଠାରେ ଭୁଲ୍‌ ବିଲ୍‌ ଦେଇଥିବା ଅଭିଯୋଗରେ ଏକ ମେଡିକାଲ ନାଁରେ ଥାନାରେ ଅଭିଯୋଗ ହୋଇଛି।…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ସାଲିଆସାହି କରୋନା ରୋଗୀ, ପୁଣି ପୋଲିସ ଉଠାଇ ନେଲା କାହିଁକି ?

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ସଲିଆସାହିରେ ପୋଲିସ ଜନତା ମୁହାଁମୁହିଁ । ଡିସ୍ଚାର୍ଜ କରୋନା ଆକ୍ରାନ୍ତ ରୋଗୀକୁ ପୁନର୍ବାର ହସ୍ପିଟାଲକୁ ନେବା ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସ୍ଟୁଷ୍ଟି ହୋଇଛି । 10 ଦିନ ତଳେ ଜଣେ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସା ପାଇଁ…

ସାବଧାନ ! ରିସର୍ଚ୍ଚରୁ ହେଲା ଖୁଲାସା, କରୋନା ରୋଗୀଙ୍କୁ ହୋଇପାରେ ଏହି ଗମ୍ଭୀର ରୋଗ

ଯେତିକି ଯେତିକି ଦିନ ଗଡୁଛି ସେତିକି ସେତିକି ଭୟଙ୍କର ହେଇଚାଲିଛି କରୋନା। ଏବେ କରୋନାକୁ ନେଇ ଆଉ ଗୋଟେ ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମିତ ହୋଇଥିବା ରୋଗୀଙ୍କ ଠାରେ 'ଥାଇରଏଡ଼ ବା ସବସ୍ୟୁଟ ଥାଇରଏଡିଟିସ' ଭଳି ରୋଗ ହୋଇପାରେ। ଏକ ରିସର୍ଚ୍ଚରେ ଏହା ସାମ୍ନାକୁ ଆସିଛି। ରିସର୍ଚ୍ଚର…

ଲୁଚିକି ଚାଲିଯାଉଥିବା ଲୋକେ ଏହି ବ୍ୟକ୍ତିଙ୍କ ଠାରୁ କିଛି ଶିକ୍ଷା କରନ୍ତୁ, କରୋନା ପଜିଟିଭ ଜାଣିବା ପରେ ଦୁଇ କିଲୋମିଟର…

ଲକଡାଉନ ଭିତରେ ଆପଣ କରୋନାର ଅନେକ କରୁଣ ଚିତ୍ର ଦେଖିବାକୁ ପାଇଛନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ କିଏ ଲୁଚିକି ପଳାଇଲେଣି ତ ଆଉ କିଏ ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବାବେଳେ ଫେରାର ହୋଇଯାଉଛନ୍ତି। କିନ୍ତୁ ସେଭଳି କାମ କରୁଥିବା ଲୋକଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି ଜଣେ…