Browsing Tag

corona patient

କରୋନା ରୋଗୀଙ୍କ ସେବା କରି ସଂକ୍ରମିତ ହେଲେ ମା, ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିବା ଶେଷ ମେସେଜ ହେଲା ଭାଇରାଲ

କରୋନା ଭାଇରସର ପ୍ରକୋପରେ ଛାତି ଥରାଇଦେବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଆମେରିକାରୁ ସାମ୍ନାରୁ ଆସିଛି, ଯେଉଁଠାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବା କରୁଥିବା ଜଣେ ମା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କ ଝିଅ ପାଇଁ ଲେଖିଯାଇଥିବା ଶେଷ…

“ମତେ କରୋନା, ପାଖକୁ ଆସିବ ତ ରକ୍ତ ପକେଇଦେବି…”, ମେଡିକାଲରେ ଏଭଳି ଧମକ ଦେଉଛି ରୋଗୀ; ଦେଖନ୍ତୁ…

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଆୟତ କରିବାକୁ ସରକାର ବିଭିନ୍ନ ପନ୍ଥା ଆପଣାଉଛନ୍ତି। କାହାକୁ କରୋନା ହୋଇଥିବା ନେଇ ସନ୍ଦେହ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଉଛି। କିନ୍ତୁ କିଛି ଅମାନିଆ ସରକାରଙ୍କ କଥା ଶୁଣିବା ପରିବର୍ତ୍ତେ…

ହସ୍ପିଟାଲ ବେଡ଼ରେ ଶୋଇ ୩୯ ବର୍ଷୀୟା ମହିଳା ଭିଡିଓ ଜରିଆରେ ଜଣାଇଲେ କେତେ ମାରାତ୍ମକ କରୋନା ଭାଇରସ୍

ଲଣ୍ଡନର ଜଣେ ୩୯ ବର୍ଷୀୟା କରୋନାରେ ପୀଡିତ ମହିଳା ସୋସିଆଲ ମିଡିଆ ମାଧ୍ୟମରେ ଏହି ଭାଇରସ୍ କେତେ କ୍ଷତିକାରକ ସେ ନେଇ ଜଣାଇଛନ୍ତି । ଟାରା ଜନି ନାମକ ଏହି ମହିଳା ଜଣକ ହସ୍ପିଟାଲ ବେଡରେ ଶୋଇ ଭିଡ଼ିଓଟି ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଶରୀରରେ ଦୁଇଟି ଟ୍ୟୁବ ଲାଗିଥିବା ଦେଖିବାକୁ ମିଳିଛି…

ପାକିସ୍ତାନରେ COVID-19 ରୋଗୀଙ୍କ ସହ ଢୋଲ ବଜାଇ ନାଚିଲେ ଡାକ୍ତର, ଲୋକେ କହିଲେ, ‘ଏଇଟା ହସ୍ପିଟାଲ ନା ଡ୍ୟାନ୍ସ…

କରୋନା ସଂକ୍ରମିତ ରୋଗୀଙ୍କ ମନୋବଳ ବଢାଇବା ତଥା ସେମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଉପାୟ ଆପଣାଯାଉଛି। ଠିକ ଏମିତି ପାକିସ୍ତାନରେ ମଧ୍ୟ ଡାକ୍ତରମାନେ ରୋଗୀଙ୍କ ମନରୁ ଚିନ୍ତା ଦୂର କରିବା ପାଇଁ ବ୍ୟାଣ୍ଡ ବାଜା ସହିତ ମନୋରଞ୍ଜନ କରୁଥିବା ଦେଖାଯାଇଛି। ସୋସିଆଲ…

ଭେଣ୍ଟିଲେଟର ନେଉଛି ଜୀବନ, ଅନ୍ୟ ରୋଗୀଙ୍କ ତୁଳନାରେ ଭେଣ୍ଟିଲେଟରରେ ଅଧିକ ମରୁଛନ୍ତି କରୋନା ରୋଗୀ

କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସାରା ଦୁନିଆରେ ଏବେ ଭେଣ୍ଟିଲେଟରର ଆବଶ୍ୟକତା ପଡିଛି । ଏପରିସ୍ଥଳେ କିଛି ଡାକ୍ତର୍ ଏହି ଜୀବନ ବଞ୍ଚାଉଥିବା ମେସିନ୍ ଠାରୁ ଦୁରେଇ ରହୁଥିବା ଦେଖିବାକୁ ମିଳିଛି । ସେମାନଙ୍କ କହିବା ଅନୁଯାୟୀ ଅନେକ କେସରେ…

କରୋନା ଯୁଦ୍ଧରେ ବିଜୟୀ ହେଲେ UKର ୧୦୧ ବୟସ୍କ ବ୍ୟକ୍ତି, ଆଲେକ୍‌ଜାଣ୍ଡ୍ରା ହସ୍ପିଟାଲରେ ଦୁଇ ସପ୍ତାହ ହେବ ଚାଲିଥିଲା…

ନୂଆଦିଲ୍ଲୀ: ହାରିଲା କରୋନା ଜିତିଲେ ବୃଦ୍ଧ । କରୋନା ଯୁଦ୍ଧରେ ଜିତିଲେ ୧୦୧ ବୟସ୍କ ବ୍ୟକ୍ତି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବା ପରେ ଘରକୁ ଫେରିଛନ୍ତି UKର କେଥ୍‌ । ଦୁଇ ସପ୍ତାହ ହେବ ସେ ଆଲେକ୍‌ଜାଣ୍ଡ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା…

ଭୁବନେଶ୍ୱର ତୋଷାଳୀ ଭବନ ଆଗରେ ଥିବା ଓମଫେଡ ବୁଥରୁ ଆପଣ ଯାଇଛନ୍ତି କି? ଯଦି ହଁ ତାହାହେଲେ ୧୪ ଦିନ ରୁହନ୍ତୁ…

ଭୁବନେଶ୍ୱର: ଭୁବନେଶ୍ୱର ତୋଷାଳୀ ଭବନ ଆଗରେ ଥିବା ଓମଫେଡ ବୁଥରୁ ଆପଣ ଚା ପିଇଛନ୍ତି କି ? କିମ୍ବା ବୁଥକୁ ଯାଇଛନ୍ତି କି ? ଯଦି ହଁ ତାହାହେଲେ ୧୪ ଦିନ କ୍ୱାରେଣ୍ଟାଇନରେ ରୁହନ୍ତୁ। ନଚେତ ଆପଣଙ୍କ ଠାରୁ ଆପଣଙ୍କ ପରିବାରକୁ କରୋନା ବ୍ୟାପିବାର ସମ୍ଭାବନା ରହିଛି। ସମ୍ପୃକ୍ତ ଓମଫେଡ଼ ବୁଥକୁ…

ହାରିଲା କରୋନା ଜିତିଲେ ବୃଦ୍ଧ: ଦିଲ୍ଲୀର ଏଲଏନଜେପି ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେଲେ ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ହାରିଲା କରୋନା । ଜିତିଲେ ବୃଦ୍ଧ । କରୋନା ଯୁଦ୍ଧରେ ଜିତିଛନ୍ତି ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତି । ସୁସ୍ଥ ହେବା ପରେ ଦିଲ୍ଲୀର ଏକ ହସପିଟାଲରୁ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । କିଛି ଦିନ ତଳେ କରୋନାରେ ସଂକ୍ରମିତ ଏହି ବ୍ୟକ୍ତିଙ୍କୁ ଏଲଏନଜେପି ହସପିଟାଲରେ ଭର୍ତ୍ତି…

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା: ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌, ଜଣାନ୍ତୁ କେଉଁଠି…

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା । ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୧୨.୭୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୬୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ୩.୩୬ ଲକ୍ଷ ଟପିଛି…

କେରଳ କାସଗୋଡ଼ରେ ସୁସ୍ଥ ହେଲେ କୋଭିଡ-19ର ପ୍ରଥମ ରୋଗୀ, ତାଳି ମାରି ବିଦାୟ ଜଣାଇଲେ ମେଡିକାଲ ଷ୍ଟାଫ

ଭାରତରେ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ସହରଗୁଡିକ ମଧ୍ୟରେ କେରଳର କାସଗୋଡ଼ର ନାମ ସାମିଲ ଅଛି । ଏଠାରେ ପାଖାପାଖି 200 ଲୋକ କରୋନାରେ ସଂକ୍ରମିତ ଅଛନ୍ତି। ଏହି କାରଣରୁ କେରଳକୁ କରୋନା ଭାଇରସର ହଟ ସ୍ପଟ ମଧ୍ୟ କୁହାଯାଉଛି। କିନ୍ତୁ ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି।…

ଅଶ୍ଳୀଳତାର ସୀମା ଟପିଲେ ତବଲିଗି ଜମାତର କରୋନା ସନ୍ଦିଗ୍ଧ, ବିନା ପୋଷାକ ପିନ୍ଧି ନର୍ସଙ୍କୁ କରୁଛନ୍ତି ଅଶ୍ଳୀଳ ଇଙ୍ଗିତ

ଗାଜିଆବାଦ ସରକାରୀ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିବା ତବଲିଗି ଜମାତର କରୋନା ସନ୍ଦିଗ୍ଧ ଏବେ ହସ୍ପିଟାଲର କର୍ମଚାରୀ ଏବଂ ନର୍ସଙ୍କ ସହିତ ଅଭଦ୍ର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହାପରେ ହସ୍ପିଟାଲର ସିଏମଓ ପୋଲିସକୁ ଏହା ବିଷୟରେ ସୂଚନା ଦେଇଛନ୍ତି। ସୂଚନା ମିଳିବା ପରେ…

ପୁଣି ମୁଣ୍ଡ ନେଲା କରୋନା ଭାଇରସ୍‌, ୫ରେ ପହଞ୍ଚିଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ): ପୁଣି ମୁଣ୍ଡ ନେଲା କରୋନା ଭାଇରସ୍‌ । ଭାରତରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ରାଜସ୍ଥାନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଇଟାଲିର ୬୯ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧ରେ ପହଞ୍ଚିଛି।…