Browsing Tag

corona patients

ସାମାନ୍ୟ ଏବଂ ଲକ୍ଷଣ ନଥିବା କରୋନା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡଲାଇନ୍‌, ଜାଣନ୍ତୁ କ’ଣ

ଦେଶରେ ଦିନକୁ ଦିନକୁ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ ୧୯ ଆକ୍ରାନ୍ତଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି । ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର…

କରୋନାର ହାଲକା ଲକ୍ଷଣ ଥିବା ଲୋକଙ୍କୁ ସେଲଫ୍ ଆଇସୋଲେସନରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ: AIIMS ନିର୍ଦ୍ଦେଶକ

ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବାରୁ ସ୍ଥିତି ଖୁବ୍ ସଙ୍ଗୀନ ରହିଛି। ହସ୍ପିଟାଲରେ ଆଇସିୟୁ ବେଡ୍, ଅକ୍ସିଜେନ୍ ଓ ଔଷଧର ଅଭାବରେ ଲୋକଙ୍କ ଅବସ୍ଥା ବହୁତ ଜଟିଳ । ହେଲେ ବିଶେଷଜ୍ଞମାନେ ଅନେକ ଥର କହି ସାରିଲେଣି କି କରୋନାର ହାଲକା ଲକ୍ଷଣ ଥିବା ଲୋକଙ୍କୁ ସେଲଫ୍ ଆଇସୋଲେସନରେ ମଧ୍ୟ…

ହୋମ୍ ଆଇସୋଲେସନରେ ରହି ଭଲ ହେଉଥିବା କରୋନା ରୋଗୀଙ୍କ ଠାରେ ଭାଇରସର ଲଙ୍ଗ୍ ଟର୍ମ ଇଫେକ୍ଟ କମ୍ ରହିଥାଏ

ସାରା ଦେଶରେ କରୋନା ମାମଲାର ନୂଆ ନୂଆ ସଂଖ୍ୟା ସାମନାକୁ ଆସିବାରେ ଲାଗିଛି। ଦେଶର ପ୍ରତି ସ୍ଥାନର ହସ୍ପିଟାଲରେ ରୋଗୀଙ୍କ ଭିଡ଼। କରୋନାର ଦ୍ୱିତୀୟ ଲହରରେ ରୋଗୀଙ୍କ ସୁସ୍ଥ ହେବାରେ ବହୁତ ସମୟ ଲାଗୁଛି। ହେଲେ କରୋନାର ଅନେକ ରୋଗୀ ହୋମ୍ ଆଇସୋଲେସନରେ ରହି ଆରୋଗ୍ୟ ବି ହେଉଛନ୍ତି। ଏକ ନୂଆ…

ସାହସୀ ହେବାକୁ ବାର୍ତ୍ତା ଦେଲେ କୋଭିଡ୍‌ ସଂକ୍ରମିତ ସ୍ୱାମୀ, ସ୍ତ୍ରୀ, ହସ୍ପିଟାଲରୁ ଗାଇଲେ ‘ଜିନ୍ଦଗୀ ଔର କୁଛ ଭି…

କରୋନା କାରଣରୁ ଯେଉଁଠି ଲୋକେ ମନୋବଳ ହରାଇ ବସୁଛନ୍ତି, ସେଠି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ଏହି ଭିଡିଓ ଦେଖିଲେ ଆପଣ ପଜିଟିଭ ଭାବିବା ଆରମ୍ଭ କରିଦେବେ। ଭିଡିଓଟି ପଦ୍ମଶ୍ରୀ ଅନୁଜ ଶର୍ମାଙ୍କର। କିଛିଦିନ ତଳେ ସେ ଓ ତାଙ୍କ ସ୍ତ୍ରୀ…

ମା’ ରୋଗିଣା, ତଥାପି ବାଇକ୍‌କୁ ଆମ୍ବୁଲାନ୍ସ କରି କରୋନା ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି ବାରଣାସୀର ଅମନ୍‌

କରୋନା ଭାଇରସ୍‌ ଯୋଗୁ ଲୋକମାନେ ନିଜ ଲୋକଙ୍କ ଠାରୁ କ୍ରମେ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ବାରଣାସୀର ଜଣେ ଯୁବକ କରୋନା ପୀଡ଼ିତଙ୍କୁ ମେଡିକାଲରେ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇ ସଂସ୍କାର କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିବାକୁ ନିଜ ଦିନ…

କରୋନା ରୋଗୀଙ୍କ ସହ ମେଡିକାଲରେ ହିଁ ଦୀପାବଳି ପାଳିଲେ ଡାକ୍ତର, ଦେଖନ୍ତୁ ଭିଡିଓ

ଦୀପାବଳି ପର୍ବ ସାରା ଦେଶରେ ବେଶ୍‌ ଧୁମ୍‌ଧାମ୍‌ର ସହ ପାଳିତ ହୋଇଛି। କରୋନା ଯୋଗୁ ଚଳିତଥରର ଦୀପାବଳି ସବୁଥର ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଥରକ କେତେକ ରାଜ୍ୟରେ ବାଣ ଫୁଟାଇବା ବ୍ୟାନ୍‌ ହୋଇଥିବା ବେଳେ ଆଉ କିଛି ଲୋକ କରୋନା ଯୋଗୁ ମେଡିକାଲରେ ହିଁ ଆଲୋକର ପର୍ବ ପାଳିଥିଲେ।…

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

ଭୁବନେଶ୍ବର: ଆଜି ୧୫ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରାଯାଇ । ତେବେ ସୂଚନା ଅନୁସାରେ ସମସ୍ତ କରୋନା ଆକ୍ରାନ୍ତଙ୍କର ରହିଛି କୋଲକାତା…