Browsing Tag

corona positive

କରୋନା ଭାଇରସର ଲେଉଟାଣି ଖବର ନେଇ ଏବେ ଆତଙ୍କିତ ଲୋକେ

ଭୁବନେଶ୍ୱର : କୋଭିଡର ପ୍ରକୋପ ସରିଗଲା ବୋଲି ସମସ୍ତେ ଭାବୁଥିବା ବେଳେ ଏବେ ପୁଣି କାୟା ମେଲାଇଲାଣି ଏହାର ସଂକ୍ରମଣ । ପୁଣି ଫେରିଛି ମହାମାରୀ । ଫେରିଛି କରୋନା । ପୁଣି ଚହଳ ପକାଇଲାଣି କୋଭିଡ୍‌-୧୯ । ସରକାରୀ ସୂଚନା ଅନୁସାରେ ମେ ୧୯ ସୁଦ୍ଧା ଦେଶରେ ୨୫୭ ଜଣ କୋଭିଡରେ ସଂକ୍ରମିତ ହୋଇଥିବା…

ସନରାଇଜର୍ସ ହାଇଦ୍ରାବାଦକୁ ଝଟକା, କରୋନା ସଂକ୍ରମିତ ହେଲେ ଟ୍ରାଭିସ ହେଡ୍

ଅଷ୍ଟ୍ରେଲିଆ କ୍ରିକେଟର ଟ୍ରାଭିସ ହେଡଙ୍କୁ କରୋନା । ଏନେଇ ସୂଚନା ଦେଇଛନ୍ତି ହେଡ କୋଚ୍ ଡାନିଏଲ ଭିଟୋରୀ । ଟ୍ରାଭିସ ହେଡ ଏବେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଆଇପିଏଲ ଖେଳୁଛନ୍ତି । ତେବେ ଅବଶିଷ୍ଟ ଦୁଇଟି ମ୍ୟାଚ ଲାଗି ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସନରାଇଜର୍ସର…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ କରୋନା, କହିଲେ, ‘ସେଲ୍ଫ ଆଇସୋଲେସନରେ ଅଛି’

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା ହେତୁ ସିଏମ୍‌ ଆଜି ପରୀକ୍ଷଣ କରାଇଥିଲେ, ଯେଉଁଥିରେ ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ସେ କହିଛନ୍ତି, ‘ମୁଁ ସେଲ୍ଫ ଆଇସୋଲେସନରେ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ…

ସୁପ୍ରିମକୋର୍ଟରେ ପହଞ୍ଚିଲା କରୋନା, ଆକ୍ରାନ୍ତ ହେଲେ ୪ ବିଚାରପତି ଏବଂ ୧୫୦ କର୍ମଚାରୀ

ସୁପ୍ରିମ୍ କୋର୍ଟର ଚାରିଜଣ ବିଚାରପତି କୋଭିଡ୍ ଆକ୍ରାନ୍ତ । କେବଳ ବିଚାରାପତି ନୁହେଁ ୧୫୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ କ୍ୱାରେଣ୍ଟିନରେ ରହିଛନ୍ତି । ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି କୋଭିଡ୍-୧୯ରେ ସଂକ୍ରମିତ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହେଲେ କରୋନା ପଜିଟିଭ୍‌, ଘରେ ନିଜକୁ କଲେ କ୍ୱାରେଣ୍ଟାଇନ୍‌

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରାଜନାଥ ସିଂଙ୍କଠାରେ ହାଲୁକା ଲକ୍ଷଣ ଦେଖାଦେଇଛି, ଯାହାପରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି। ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନେ…

ପୁଣି ଲମ୍ବା ଲମ୍ଫ ମାରିଛି କରୋନା: ଦେଶରେ ଦୁଇ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ପାର

ନୂଆଦିଲ୍ଲୀ : ଦେଶରେ ପୁଣି ଲମ୍ବା ଲମ୍ଫ ମାରିଛି କରୋନା । ଦୁଇ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୫୪୨ । ଆଉ ୨୭ ଜୀବନ ନେଇଛି ପ୍ରାଣଘାତୀ କରୋନା । ଗତକାଲି ଅପେକ୍ଷା ସଂକ୍ରମଣ ୩୮ ପ୍ରତିଶତ ବଢ଼ିଛି । ଗତକାଲି ସାରା ଦେଶରୁ…

କ୍ୟାନସରକୁ ହରାଇଥିଲେ ଏବେ କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ କିରଣ ଖେର

ପୁଣି କରୋନା କଲାଣି କାୟା ବିସ୍ତାର । ବଲିଉଡ ଅଭିନେତ୍ରୀ କିରଣ ଖେର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅଭିନେତ୍ରୀ ନିଜେ ଟ୍ଵିଟରରେ ପୋଷ୍ଟ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୋର କରୋନା ପଜିଟିଭ୍ ଆସିଛି, ତେଣୁ ମୋ ସଂପର୍କରେ ଯେଉଁମାନେ…

ଜାନୁଆରୀରେ ଦେଶରେ ବଢିପାରେ କରୋନା ସଂକ୍ରମଣ, ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ ବଢିପାରେ କରୋନା ସଂକ୍ରମଣ । ତେଣୁ ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହରରୁ ଅନୁମାନ କରାଯାଉଛି, ଆସନ୍ତା ଜାନୁଆରୀ ମଧ୍ୟ ଭାଗରୁ ଦେଶରେ ସଂକ୍ରମଣ ବଢି ପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଏହି ସୂଚନା ଆସିଛି। ପୂର୍ବ ଏସିଆରେ କୋଭିଡ୍‌ ଲହର…

ରାଜ୍ୟରେ ୩୭ ନୂଆ ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୮

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଟିମ୍‌ର ଚିନ୍ତା; କରୋନା ପଜିଟିଭ ହେଲେ ଏହି ଷ୍ଟାର୍‌ ଖେଳାଳି

ଟି-୨୦ ବିଶ୍ୱକପ୍‌ ୨୦୨୨ର ହୋଷ୍ଟ୍‍ ଟିମ୍‌ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମ୍‌ର ଷ୍ଟାର ଲେଗ୍‌-ସ୍ପିନର ଆଡମ୍‌ ଜାମ୍ପା କୋଭିଡ୍‌-୧୯ ପଜିଟିଭ ବାହାରିଛନ୍ତି। ଏଥିଯୋଗୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ସେ ବାହାରି ଯାଇଛନ୍ତି। ଏମିତିରେ କୋଭିଡ୍‌ ପଜିଟିଭ ହେବା ସତ୍ତ୍ୱେ ଜାମ୍ପା…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୫୯ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…