Browsing Tag

corona positive case in bhubaneswar

ଭୁବନେଶ୍ବରରୁ ଆଜି ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୩୪୨ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରୁରୁ ଆଜି ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୭୧ ଓ ଲୋକାଲା କଣ୍ଟାକ୍ଟ କେସରୁ ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି  ଭୁବନେଶ୍ବରରେ  ୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ…

ଆଜି ଭୁବନେଶ୍ୱରରୁ ୪୬ ଜଣ କରୋନା ପଜେଟିଭ ଚିହ୍ନଟ, ୨୪ ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରେ ୨୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥିବା ବେଳେ ୨୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ପାତ୍ରପଡା ଏମ୍‌ସ ନିକଟରୁ ଜଣେ ଲୋକାଲ କଣ୍ଟାକ୍ଟ କେସ୍ ଆସିଛି । କଟକରୋଡ ନିକଟରୁ ୩୦…

ଭୁବନେଶ୍ବରରେ ୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ୱାରେଣ୍ଟିନରୁ ୨୦ଜଣ ଥିବାବେଳେ ଅନ୍ୟ ୪ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ଯା ୩୬୯ରେ ପହଁଚିଛି । ଏମାନଙ୍କ ଭିତରୁ ୨୧୬ଜଣ ସୁସ୍ଥ ହୋଇ…

ଭୁବନେଶ୍ବରରୁ ୬ ଜଣ ଓ କଟକରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ୬ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ  ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୫ ଜଣ ଲୋକାଲ୍ କେସ୍ ହୋଇଥିବା ନେଇ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି…

ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ପଜିଟିଭ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଭୁବନେଶ୍ବର ମୁନିସିପାଲିଟି ଅଞ୍ଚଳରେ ମୋଟ ପଜିଟିଭ୍ ସଂଖ୍ଯା ୧୯୬ରେ ପହଁଚିଛି । ତେବେ ବର୍ତ୍ତମାନ ଏଠାରେ ୯୯ ଆକ୍ଟିଭ୍ କେସ୍…

ଭୁବନେଶ୍ବରରୁ ୧୯ ପଜିଟିଭ୍ ଚିହ୍ନଟ, ଏମାନଙ୍କ ଭିତରୁ ୧୫ଟି ରହିଛି ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୧୯ ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ ୧୫ଟି ଲୋକାଲ କେସ ରହିଥିବାବେଳେ ହୋମ କ୍ୱାରେଣ୍ଟାଇନରୁ ୪ଜଣ ରହିଛନ୍ତି। ସରକାରୀ ଡାକ୍ତରଖାନାର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ, ୨ଟି ଘରୋଇ ଡାକ୍ତରଖାନାର ୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରେ…

ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର, ସେ ନୂଆଦିଲ୍ଲୀରୁ…

ଡିସଚାର୍ଜ ହେଲେ ଭୁବନେଶ୍ୱର ଏମସ୍‌ର ପ୍ରଥମ କୋଭିଡ୍‌ ପଜିଟିଭ୍‌ ଡାକ୍ତର

ଭୁବନେଶ୍ୱର: ଡିସଚାର୍ଜ ହେଲେ ଭୁବନେଶ୍ୱର ଏମସ୍‌ର ପ୍ରଥମ କୋଭିଡ୍‌ ପଜିଟିଭ୍‌ ଡାକ୍ତର। ଗତକାଲି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ଏ ନେଇ ଏମସ୍‌ର ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନାବାନେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ସମସ୍ତ ଡାକ୍ତର,…