ପୁଣି ବଢିଲା ଦୈନିକ କରୋନା ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୩ହଜାର ୨୦୫ ପଜିିଟିଭ୍ ଚିହ୍ନଟ, ୩୧ମୃତ
ନୂଆଦିଲ୍ଲୀ: ପୁଣି ବଢିଲା ଦୈନିକ କରୋନା ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୩ହଜାର ୨୦୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୋଟିଏ ଦିନର ବ୍ୟବଧାନ ପରେ ୩ହଜାର ଉପରେ ଦୈନିକ ସଂକ୍ରମଣ। ଗତକାଲି ୨ ହଜାର ୫୬୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ୩୧ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । କରୋନାରୁ…