ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜରୁ ୧୦ ଓ ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ୍ ଚିହ୍ନଟ
ରାୟଗଡ଼ା / ବାଲେଶ୍ବର(କେନ୍ଯୁଜ୍): ରାଜ୍ଯର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଛନ୍ତି କରୋନା ପଜିଟିଭ। ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଛି। ଯାହା ସୂନା ମିଳିଛି ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ ବାହାରିଥିବା ବେଳେ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର…