ରାଜ୍ୟର ୩୦ ଜିଲ୍ଲାରୁ ଆଜି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ଜଣ କରୋନାରେ ମୃତ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ୩୦ ଜିଲ୍ଲାରୁ ଆଜି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୧୬୮ ଓ ଲୋକାଲ କଣ୍ଟାକ୍ଟ କେସରୁ ୮୫୧ କରୋନା ଆକ୍ରାନ୍ତ ଅଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୮ହଜାର ୩୬୪ରେ…