Browsing Tag

corona positive in bbsr

ଆଜି ରାଜଧାନୀ ଭୁବନେଶ୍ୱରରୁ ୬୮୩ କରୋନା ପଜିଟିଭ୍‌ ଚିହ୍ନଟ, ୩୩୨ ସୁସ୍ଥ

ଭୁବନେଶ୍ୱରରୁ ଆଜି ୬୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୭ କ୍ୱାରେଣ୍ଟାଇନ ଓ ୫୭୬ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି ବିଏମସି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

ରାଜଧାନୀ ଭୁବନେଶ୍ବରରୁ ଆଜି ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୨୯୨ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି  ଆଜି  ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୬୪ ଜଣ ଓ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି ୧୫୭ ଜଣ। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୨୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର  …

ରାଜଧାନୀରେ ୯ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କଣ୍ଟାକ୍ଚ କେସ ରହିଛି ୮ଟି

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରୁ ଆଜି ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରୁ ଜଣେ ରହିଥିବା ବେଳେ ୮ଟି ଲୋକାଲ କଣ୍ଟାକ୍ଚ କେସ ରହିଛି। ଏୟାରପୋର୍ଟ କଲୋନୀର ୨୬ବର୍ଷୀୟା ମହିଳା ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ…

ସ୍ମାର୍ଟ ସିଟି ଭୁବନେଶ୍ବରରେ କରୋନା ବଢ଼ାଇ ଚାଲିଛି କାୟା, ଆଜି ପୁଣି ୧୬ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ବରରେ ମୁଣ୍ଡ ବିନ୍ଧାର କାରଣ ସାଜିଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଯାହା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ଆଜି ଭୁବନେଶ୍ୱରରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ରାଜଧାନୀରେ ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲା BMC, ଜାଣନ୍ତୁ କେଉଁ କେଉଁ ଅଞ୍ଚଳର ଏମାନେ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ପୁଣି ୧୭  କରୋନା ଆକ୍ରାନ୍ତ  ଚିହ୍ନଟ।  ଏମାନଙ୍କ ମଧ୍ୟରେ ଅଛନ୍ତି ରେଳ ବିଭାଗର ୭ ଜଣ ଅଧିକାରୀ। ଏହି ଅଧିକାରୀ ମାନଙ୍କ ବୟସ ୩୬,୪୦,୩୧,୪୦,୩୫,୩୬,୩୬। ସେହିଭଳି  ଭୀମପୁର ଏୟାରପୋର୍ଟ ଅଞ୍ଚଳରୁ ଜଣେ  ୩୪ ବର୍ଷୀୟ ପୁରୁଷ ଓ ୬୨ ବର୍ଷୀୟ ମହିଳା ଚିହ୍ନଟ…