ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୩୪୨ ପଜିଟିଭ୍ ଚିହ୍ନଟ, ୬୮ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୩୪୨ ପଜିଟିଭ୍ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍ ରହିଛି ୨.୦୨ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୧ ପ୍ରତିଶତ । ୨୪ ଘଣ୍ଟାରେ ୬୬ ହଜାର ୧୪୬ ଟେଷ୍ଟିଂ ହୋଇଛି ।
ଖୋର୍ଦ୍ଧାରୁ…