ଆଜି ରାଜ୍ଯରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ, ୧୭ଶହ ଟପିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର: ଆଜି ରାଜ୍ଯରେ ଆଉ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୩୬୯, ଏବଂ ଲୋକାଲ୍ କେସରୁ ୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୬ ହଜାର ୪୫କୁ ବୃଦ୍ଧି ପାଇଛି। ସେହିପରି…