Browsing Tag

corona positive in puri

ପୁରୀ ଡାକ୍ତରଖାନା ପ୍ରସୂତି ବିଭାଗର ଓଟି ସିଲ୍: ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ…

ପୁରୀ: ପୁରୀ ଡାକ୍ତରଖାନା ପ୍ରସୂତି ବିଭାଗର ଓଟି ସିଲ । ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଫଳରେ ପ୍ରସୂତି ବିଭାଗରେ ଅପରେସନ ପାଇଁ ଆସୁଥିବା ରୋଗୀ ଏବେ ଓଟି ବାହାରେ ପଡି ରହିଛନ୍ତି । ବିଭାଗକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌…

ପୁରୀରୁ ୧୨ ଜଣ ପଜିଟିଭ ଚିହ୍ନଟ, ଚାଲିଛି କଣ୍ଟାକଟ ଟ୍ରେସିଙ୍ଗ

ପୁରୀ: ଗତ ସପ୍ତାହେ ଧରି ପୁରୀରେ ଚାଲିଛି କୋଭିଡ ଟେଷ୍ଟ। ଏହା ଭିତରେ ପୁରୀରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ସମସ୍ତଙ୍କୁ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ…