Browsing Tag

corona positive partner

ଯଦି ଆପଣଙ୍କ ପାର୍ଟନର ବି ହୋଇଛନ୍ତି କରୋନା ପଜିଟିଭ, ତେବେ ଏସବୁ ବିଷୟ ପ୍ରତି ହୁଅନ୍ତୁ ଅଧିକ ଯତ୍ନବାନ

କରୋନାର ଦ୍ଵିତୀୟ ସଂକ୍ରମଣ ଏବେ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ଏଣୁ ବର୍ତ୍ତମାନ ସ୍ଥିତିରେ ନିଜର ତଥା ନିଜ ପରିଜନଙ୍କ ଯତ୍ନ ନେବା ଆବଶ୍ୟକ ହୋଇପଡ଼ିଛି। ସବୁ ପ୍ରକାର ସଚେତନତା ପରେ ବି ଯଦି ଆପଣଙ୍କ ପାର୍ଟନର କରୋନା…