Browsing Tag

corona positive

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗରୁ ୧୮ ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରାଜ୍ୟରେ ୨୦୦ ଟପିଛି ସଂକ୍ରମିତଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ…

ରାଜ୍ଯରେ ଆଜି ପୁଣି ଶହେ ଟପିଲା ଦୈନିକ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୬୦

ଭୁବନେଶ୍ୱର(କେନ୍ୟୁଜ):  ଆଜି ପୁଣି ଶହେ ଟପିଲା ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦ ଓ କଟକରୁ ୩୨ ସଂକ୍ରମିତ ରହିଛନ୍ତି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୨୪ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୯କୁ…

ଟିମ୍‌ ଇଣ୍ଡିଆକୁ ଝଟକା, ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ କରୋନା ସଂକ୍ରମିତ

ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଭାରତୀୟ ଟିମର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସେ ଅଭ୍ୟାସ୍ ମ୍ୟାଚରୁ ବାଦ୍ ପଡିବା ସମ୍ଭାବନା ରହିଛି । ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ୧ ଜୁଲାଇରୁ ୫ ଜୁଲାଇ ପର୍ଯ୍ୟନ୍ତ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା…

ସୋନିଆ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ବି କରୋନା ପଜିଟିଭ, ନିଜକୁ ଘରେ କଲେ କ୍ୱାରେଣ୍ଟାଇନ

ମାଆ ସୋନିଆ ଗାନ୍ଧୀଙ୍କ ପରେ ଝିଅ ପ୍ରିୟଙ୍କା ଗାନ୍ଧୀ ବି କରୋନା ପଜିଟିଭର ଶିକାର ହୋଇଛନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। କହି ରଖୁଛୁ ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି ଲକ୍ଷ୍ନୌରୁ ଦିଲ୍ଲୀ ଫେରିଥିଲେ।…

ସୋନିଆ ଗାନ୍ଧୀଙ୍କୁ କରୋନା, ଟେଷ୍ଟ୍‍ ରିପୋର୍ଟ ଆସିଲା ପଜିଟିଭ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ଏହି ସୂଚନା ଦେଇଛନ୍ତି। ସୁରଜେଓ୍ଵାଲା କହିଛନ୍ତି କି, ସୋନିଆ ଗାନ୍ଧୀ ଗତ କିଛି ଦିନ ଭିତରେ ଯେଉଁ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ମିଶିଥିଲେ, ସେମାନଙ୍କ ଭିତରୁ ଅନେକ ମଧ୍ୟ…

ଉଭୟ ଡୋଜ୍‌ ଏବଂ ବୁଷ୍ଟର ନେଇଥିବା ସତ୍ତ୍ୱେ ବିଲ୍‌ ଗେଟ୍ସଙ୍କୁ ହେଲା କରୋନା! ଆଇସୋଲେଟ୍‌ କଲେ ନିଜକୁ…

ମାଇକ୍ରୋସଫ୍ଟ (Microsoft) କୋ-ଫାଉଣ୍ଡର ବିଲ୍‌ ଗେଟ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ବିଲ୍‌ ଗେଟ୍ସ କହିଛନ୍ତି ଯେ ସେ କରୋନା ପଜିଟିଭ୍‌ ମିଳିଛନ୍ତି ଏବଂ ତାଙ୍କଠାରେ ହାଲୁକା ଲକ୍ଷଣ ରହିଛି। ସେ ଆହୁରି କହିଛନ୍ତି, କରୋନା ପଜିଟିଭ୍‌…

ପୁଣି ବଢିଲା ଦୈନିକ କରୋନା ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୩ହଜାର ୨୦୫ ପଜିିଟିଭ୍ ଚିହ୍ନଟ, ୩୧ମୃତ

ନୂଆଦିଲ୍ଲୀ: ପୁଣି ବଢିଲା ଦୈନିକ କରୋନା ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୩ହଜାର ୨୦୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୋଟିଏ ଦିନର ବ୍ୟବଧାନ ପରେ ୩ହଜାର ଉପରେ ଦୈନିକ ସଂକ୍ରମଣ। ଗତକାଲି ୨ ହଜାର ୫୬୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ୩୧ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । କରୋନାରୁ…

IIT ମାଡ୍ରାସରେ ଏକାସାଙ୍ଗେ ୫୫ କରୋନା ପଜିଟିଭ୍‌ ଚିହ୍ନଟ, ପୁଣିଥରେ କଡ଼ା ହେବ ଗାଇଡ୍‌ଲାଇନ୍‌

ଚେନ୍ନାଇ: ଚେନ୍ନାଇ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ କରୋନାର ନୂଆ ୫୫ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍‌ ଶନିବାର ଏଠାରେ ରାଜ୍ୟ ଟିକାକରଣ କେନ୍ଦ୍ର ଗସ୍ତ କରିଛନ୍ତି ଓ କହିଛନ୍ତି- ଚିନ୍ତାର କିଛି କାରଣ ନାହିଁ। ସ୍ଥିତି ଏବେ ନିୟନ୍ତ୍ରଣରେ…

କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ: ୨୪ ଘଣ୍ଟାରେ ୨, ୧୮୩ ସଂକ୍ରମିତ ଚିହ୍ନଟ, ୨୧୪ମୃତ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ । ଗତ ୨୪ ଘଣ୍ଟାରେ ଦେଶରେ ୨ହଜାର ୧୮୩ କରୋନା ସଂକ୍ରମିତ ଚିହ୍ନଟ। ଦିନକରେ ୯୦ ପ୍ରତିଶତ ବଢିଲା କରୋନା ମାମଲା। ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୯୮୫ । ୨୧୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଗତକାଲି ୧ ହଜାର…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ଜଣାଯାଇଛି।…

ଆମେରିକାର ପୂର୍ବ ବୈଦେଶିକ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ୍‌ଙ୍କୁ କରୋନା, ବିଲ୍‌ କ୍ଲିଣ୍ଟନ୍‌ଙ୍କ ରିପୋର୍ଟ ନେଗେଟିଭ୍‌

କରୋନା ସଂକ୍ରମିତ ହୋଇଛନ୍ତି ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ୍‌। ଏ ନେଇ ହିଲେରୀ କ୍ଲିଣ୍ଟନ୍‌ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ହିଲେରୀ କହିଛନ୍ତି, ହାଲ୍‌କା ଲକ୍ଷଣ ପ୍ରକାଶ ପାଇବାରୁ ସେ ନିଜ କୋଭିଡ୍‌ ଟେଷ୍ଟ କରାଇଥିଲେ। ଟେଷ୍ଟ ରିପୋର୍ଟ ପଜିଟିଭ୍‌…