Browsing Tag

corona positive

ଖୋର୍ଦ୍ଧାରୁ ପୁଣି ୮ କରୋନା ଆକ୍ରାନ୍ତ ଚିହ୍ନଟ,ଟ୍ବିଟ  କରି ସୂଚନା ଦେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କେନ୍ୟୁଜ୍ (ବ୍ୟୁରୋ):ଖୋର୍ଦ୍ଧାରୁ ପୁଣି ୮ କରୋନା ଆକ୍ରାନ୍ତ ଚିହ୍ନଟ ।  ଟ୍ବିଟ  କରି ସୂଚନା ଦେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଗତକାଲି ଖୋର୍ଦ୍ଧାରେ ୧୯ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିଲେ Eight new cases are tested positive today. — DMkhordha (@DMKhordha) June 4,…

ଖୋର୍ଦ୍ଧାରେ ପୁଣି ୧୯ କରୋନା ଆକ୍ରାନ୍ତ  ଚିହ୍ନଟ, ଟ୍ୱିଟ୍‌ କରି ସୂଚନା ଦେଲା ଜିଲ୍ଲାପାଳ ଅଫିସ।

କେନ୍ୟୁଜ୍ (ବ୍ୟୁରୋ): ଖୋର୍ଦ୍ଧାରେ ପୁଣି ୧୯ କରୋନା ଆକ୍ରାନ୍ତ  ଚିହ୍ନଟ । କିଛି ସମୟ ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ଟ୍ୱିଟ୍‌ କରି ସୂଚନା ଦେଲା ଜିଲ୍ଲାପାଳ ଅଫିସ । ସେହିଭଳି  ଆଜି ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ…

ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି ପାଇଛି । ଏହି ନୂଆ ସଂକ୍ରମିତଙ୍କ ଭିତରୁ ୧୧୦ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୩୧ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ…

ରାଜ୍ଯରେ ପୁଣି ୯୬ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ଯା ୧୮୧୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୯୬ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ ରେ ପହଁଚିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୯୬ କରୋନା ପଜିଟିଭଙ୍କ ଭିତରୁ ଗଞ୍ଜାମରୁ ୬, ଯାଜପୁରରୁ ୬,ବାଲେଶ୍ବରରୁ…

ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ, ଦୁଇଟି ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ବରଗଡ଼: ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ। ତେବେ ଜିଲ୍ଳାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଲା । ତେବେ ୬ କରୋନା ପଜିଟିଭଙ୍କ ଭିତରୁ ଭେଡେନ୍ ବ୍ଲକର ୪ ଜଣ ଓ ଭଟଲି ବ୍ଲକର ୨ ଜଣ ଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲେ ବରଗଡ଼ ଜିଲ୍ଳାପାଳ ।…

ପୁଣି ୧୩ କରୋନା ପଜିଟିଭ ଚିହ୍ନଟ, ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ…

ପୁଣି ରାଜ୍ୟରେ ୧୨  କରୋନା ଆକ୍ରାନ୍ତ  ଚିହ୍ନଟ, ସମସ୍ତେ ନୂଆପଡା ଜିଲ୍ଲାର

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ୧୨  କରୋନା ଆକ୍ରାନ୍ତ  ଚିହ୍ନଟ। ସମସ୍ତେ ନୂଆପଡା ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲାପାଳ ମସୂସ୍ମିତା ସାହୁ । ଏମାନେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ  ଥିଲେ। ଚିହ୍ନଟ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ମାହାରାଷ୍ଟ୍ର ଫେରନ୍ତା…

ଯାଜପୁର: ଆଜି ଚିହ୍ନଟ ହେଲେ ୧୧, ସୁସ୍ଥ ହେଲେ ୨୫, ଜିଲ୍ଲାରେ ମୋଟ ୧୫୧ ଜଣ ସୁସ୍ଥ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲାରେ ଆଜି ପୂର୍ବାହ୍ନରେ ୧୧ ଜଣ ପିଜେଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୨୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ମୋଟ ୨୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଯାଏଁ ୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ ଜଣ ଡୁବୁରୀ ସ୍ଥିତ କୋଭିଡ ହସ୍ପିଟାଲରେ…

ରାଜ୍ୟରେ ୨୭ ଜିଲ୍ଲାକୁ ବ୍ୟାପି ସାରିଲା କରୋନା, ବାକି ରହିଲା ଆଉ ୩ଜିଲ୍ଲା : ଜାଣନ୍ତୁ ଏବେ ସୁଦ୍ଧା କେଉଁଠୁ କେତେ?

ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୨୭ ଜିଲ୍ଲାକୁ ବ୍ୟାପି ସାରିଛି କରୋନା ସଂକ୍ରମଣ। ତେବେ ଆଉ ମାତ୍ର ବାକି ରହିଲା ୩ଟି ଜିଲ୍ଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏବେ…

ବଲିଉଡରେ ପ୍ରଖ୍ୟାତ ଅଭିନେତା କିରଣ କୁମାର କରୋନା ପଜେଟିଭ, ଏବେ ଆଇସୋଲେସନରେ ରହି ନିଜକୁ ରଖୁଛନ୍ତି ଫିଟ

ବଲିଉଡର ପ୍ରଖ୍ୟାତ ଅଭିନେତା କିରଣ କୁମାର କରୋନା ପଜେଟିଭ ହୋଇଥିବା ଜଣାପଡିଛି। କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, କିରଣଙ୍କର କରୋନା ଭାଇରସର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ବର ନଥିଲା କିମ୍ବା ନିଶ୍ବାସ ନେବାରେ କୌଣସି…

ଝାରସୁଗୁଡାରେ ସର୍ବକନିଷ୍ଠ ଶିଶୁ କନ୍ୟା କରୋନା ପଜିଟିଭ୍, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୧କୁ ବୃଦ୍ଧି

ଝାରସୁଗୁଡା: ଆଜି ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଁଚିଛି । ତେବେ ଆଜି ଚହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି ।ଝାରସୁଗୁଡା ଜିଲ୍ଲାପାଳ ସରୋଜ…