ପୁଣି ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି
ଯାଜପୁର: ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ । ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ପୁରୁଷ ଯିଏକି ବିରଜାପୁର ଅଞ୍ଚଳର ଏବଂ ଆଉ ଜଣେ ୭୫ ବର୍ଷିୟା ମହିଳା ଯିଏକି କଟିକଟା ଅଞ୍ଚଳର ବୋଲି ଜଣାପଡିଛି । ଉଭୟ…